Browsing Category

ଜିଲ୍ଲା

ବିଦ୍ୟୁତ କାଟକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

ଆଠଗଡ଼: ଆଠଗଡ ବ୍ଲକ ନଦୀକୂଳ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲଟେଜକୁ ନେଇ ଉପଭୋକ୍ତାଙ୍କ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ନଦୀକୂଳ କଖଡି ଅଞ୍ଚଳର ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆଠଗଡ ଉପଜିଲ୍ଲାପାଳ ଓ ଟାଟା ପାୱାରର ଏକ୍ୟୁଜିଟିଭ ଇଂଞ୍ଜିନିୟରଙ୍କୁ ଏକ…

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର : ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ତିନି ଜଣିଆ ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ ଆଜି ସୁବର୍ଣ୍ଣପୁର ଜିଲ୍ଳା ଗସ୍ତରେ ପହଂଚିଥିଲେ l ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପ୍ରଥମେ ଜିଲ୍ଲାପାଳଙ୍କ…

ଦାନ ବାକ୍ସ ଭାଙ୍ଗି ଲୁଟି ନେଲେ ଟଙ୍କା ।

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ଦେୱାନପାଲି ଗାଁ ନିକଟରେ ଥିବା ଖୁଣ୍ଟଲା ଦର୍ହ ଗୁପ୍ତେଶ୍ୱର ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ସେଥିରେ ଥିବା ଟଙ୍କାକୁ ଲୁଟିନେଇଥିବା ଅଭିଯୋଗ ହୋଇଛି । ସକାଳୁ ଜଣେ ଭକ୍ତ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବାବେଳେ ଦାନ…

ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ସଫଳ ା

 ସୁବର୍ଣ୍ଣପୁର: ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ।ଆଜି ସାରା ପଶ୍ଚିମ ଓଡିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ କୋଶଳ…

ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହରେ ଜିଲ୍ଲାସ୍ତରୀୟ 'ଆର୍ନ୍ତଜାତୀୟ ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ ଦିବସ' ପାଳିତ…

କଟକରେ ଉଦଘାଟିତ ହେଲା ଆଉ ଏକ ନୂତନ ଥାନା।

କଟକ : ୦୭।୦୯ : କଟକରେ ଉଦଘାଟିତ ହେଲା ଆଉ ଏକ ନୂତନ ଥାନା। କଟକ ସହରାଞ୍ଚଳ ପୋଲିସର ସିଆରଆରଆଇ ଥାନାକୁ ଉଦ୍‌ଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ। ଏହାକୁ ମିଶାଇ କଟକ ସହରରେ ମୋଟ ୨୨ଟି ଥାନା କାର୍ଯ୍ୟ କରୁଛି। ତେବେ ଏହି ଥାନା ହେବା ଫଳରେ ବହୁ ସଂଖ୍ୟାରେ ଲୋକଙ୍କ…

ପ୍ରଧାନମନ୍ତ୍ରୀ ଫସଲବୀମା ଦାବି ନେଇ ୨୬ନଂ ଜାତୀୟ ରାଜପଥ ଅବରୋଧ

ବଲାଙ୍ଗୀର : ଲୋଇସିଂହା ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର କେତେକ ପଂଚାୟତ ୨୦୨୦-୨୧ ପ୍ରଧାମନ୍ତ୍ରୀ ଫସଲ ବୀମା ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି l ତେଣୁ ଏହାର ପ୍ରତିବାଦରେ ପୂର୍ବରୁ ୨୬ ଜୁଲାଇରେ ରାଜପଥ ଅବରୋଧ କରିଥିଲେ ସୁଦ୍ଧା ଚାଷୀ କୈାଣସି ସୁଫଳ ପାଇପାରି ନାହାନ୍ତି l ଏହାର…

କଟକ ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା ଓ ଶିଶୁ ସୁରକ୍ଷା ନେଇ ଏକ ପଥପ୍ରାନ୍ତ ସଭା

କଟକ: କଟକ ନଗର  ସ୍ଥାନୀୟ ନୟାସଡ଼କ ଛକରେ ମହିଳା ଓ ଶିଶୁ ସୁରକ୍ଷା ନେଇ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ପ୍ରବୀଣା ମହାପାତ୍ରଙ୍କ ନେତୃତ୍ୱରେ ଏନ୍‌ସିଆରବି ରିପୋର୍ଟ ଅନୁସାରେ ଓଡ଼ିଶାରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ଅଛି । ଓଡ଼ିଶାରେ ଅପହରଣ, ବଳାତ୍କାର ପ୍ରତିବର୍ଷ…

କୋଶଳ ରାଜ୍ୟ ଦାବିରେ କଳାହାଣ୍ଡି ଜିଲ୍ଲାରେ ୧୨ ଘଂଟିଆ ବନ୍ଦ ର ପ୍ରଭାବ

କଳାହାଣ୍ଡି : ୭/୯/୨୦୨୨ ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡିଶା ତଥା କେବିକେ ଅଞ୍ଚଳକୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବି କରି ଆସୁଛି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ବିଭିନ୍ନ ସମୟରେ ଆନ୍ଦୋଳନ କରିବା ସହ ବନ୍ଦ ଡାକରା ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ…

ମୋହନା ଗୁରୁ ପୂଜନ ଦିବସ ପାଳନ।

ଗଜ ପତି : ମୋହନା ବ୍ଳକ ଅନ୍ତର୍ଗତ ଗୋବିନ୍ଦ ପୁର ଗ୍ରାମ ପଞ୍ଚାୟତ ର କେଶରା ଗ୍ରାମ ବିଦାଳୟ ,ପ୍ରକଳ୍ପ ଉପ୍ରା ପ୍ରଥ ମିକ ବିଦ୍ୟାଳୟ ରେ ଗୁରୁ ପୂଜନ ଦିବସ ପାଳନ ଅବସରରେ ସମ୍ମାନିତ ମୁଖ୍ୟ ଅତିଥି ରୂପେ ଶ୍ରୀ ଦେବ ଦତ ତମାରଫୁ (ବି, ଇ, ଓ ,)ଗୋଗ ଦେ ଇ ଛାତ୍ର ଓ ଛାତ୍ରୀ ମାନକୁ ନେଇ ଏକ ଗ୍ରୁରୁ…