Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
୧୧ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବ ଶିକ୍ଷକ ସଂଘ ।
କଟକ: ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନାର ଡିଣ୍ଡିମ ପିଟୁଥିବାବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି ଅହେତୁକ ଅବହେଳା ସତେ ଯେମିତି ଧର୍ମକୁ ଆଖିଠାର ବୋଲି ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ବର୍ଷ ବର୍ଷ ଧରି ସେମାନଙ୍କ ସମସ୍ୟା ସମ୍ପର୍କରେ…
ବୌଦ୍ଧ ଜିଲାରେ କପାମଣ୍ଡି ସ୍ଥାପନ କରିବାକୁ ଚାଷୀଙ୍କ ଦାବି ।
ବୌଦ୍ଧ: କୃଷି ଭିତ୍ତିକ ବୌଦ୍ଧ ଜିଲାରେ ଚାଷୀ ସଦାସର୍ବଦା ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇ ଆସୁଅଛି । ଧାନ ଫସଲ ହେଉ ଅବା ପନିପରିବା କିମ୍ବା ଧଳା ସୁନା କୁହାଯାଉଥିବା କପା ଫସଲ ମଣ୍ଡି ଅଭାବରୁ ଚାଷୀ ସର୍ବଦା କ୍ଷତି ସହୁଛି । ବାରମ୍ବାର କ୍ଷତି ହେବା ଫଳରେ ଚାଷୀ ଚାଷ ପ୍ରତି…
ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଇସ୍ତଫା ।
ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ଯୁଗ ଶେଷ ହୋଇଛି। ବହୁ ବାଦବିବାଦରେ ଛନ୍ଦିହୋଇ ପ୍ରଫେସର ମିତ୍ତଲ ଶେଷରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। କୁଳାଧିପତି ତଥା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କର ଇସ୍ତଫାପତ୍ରକୁ ମଧ୍ୟ…
ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ କେନାଲ
କଳାହାଣ୍ଡି : ଧର୍ମଗଡ଼ ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡ଼ିବା ଫଳରେ ବଗାଡ଼ ଗାଁର ଶହଶହ ଏକର ଜମି ଜଳମଗ୍ନ ହୋଇଛି । ନୂଆଁଖାଇକୁ ନେଇ କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଆନନ୍ଦ ମୁଖରିତ ଥିବା ବେଳେ ବଗାଡ ଗ୍ରାମର ଚାଷୀଙ୍କ ମୁହଁ ଫିକା ପଡିଯାଇଛି । ଶନିବାର ସଂଧ୍ୟା ୬ଟାରେ କେନାଲରେ ଘାଇ…
ଶ୍ରୀରାଧା ଜନ୍ମ ମହୋତ୍ସବ ଅନୁଷ୍ଠିତ ।
ପୁରୀ : ପୁରୀ ଜିଲା ସାକ୍ଷୀ ଗୋପୀନାଥଙ୍କ ମନ୍ଦିରରେ ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ପକ୍ଷରୁ ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ନିକଟରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଶୁକ୍ରବାର…
ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶ୍ୟାମାଚରଣପୁର ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି।…
ନଂବରଙ୍ଗପୁର ଜିଲା ସଂସ୍କୃତିବିଭାଗ ଓ ଜିଲ୍ଲାକଳା ସଂସ୍କୃତି ତରଫରୁ ”ନୂଆଖାଈ ଭେଟଘାଟ”
ନଂବରଙ୍ଗପୁର : ତା ୦୩/୮ ରିଖ ସନିବାର ଦିବା ୧୨ଘ:ସୋମୟରେ ନଂବରଙ୍ଗପୁର ନୂଆବନ୍ଦସାହି ,ସାଈକଲ୍ୟାଣ ମନ୍ ଡୋପ ଠାରେ ଜିଲ୍ଲା ସଂସ୍କୃତି ସଂଘ ଓ ଜିଲ୍ଲା ସଂସ୍କୃତିକ ବିଭାଗର ଚେରମେନ୍ ତଥା ଜିଲାପାଳଙ୍କ ସଭାପତିତ୍ତରେ ଜିଲ୍ଲାସ୍ଥରିୟ ''କୃଷିଭିତିକ ନୂଆଖାଈ ପର୍ବର ,,ନୂଆଖାଈଭେଟଘାଟର ,,ଆୟଜନ…
ସୁବର୍ଣ୍ଣପୁର ପୌରପରିଷଦରେ ସ୍ବାୟତ୍ତଶାସନଦିବସ ପାଳିତ
ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ସଦର ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ସ୍ବାୟତ୍ତ ଶାସନ ଦିବସ-୨୦୨୨ ପାଳିତ ହୋଇ ଯାଇଛି । ଏଥିରେ ରାଜ୍ୟ ଅର୍ଥ ଓ ସଂସଦିୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରବାସୀଙ୍କ ପାଇଁ ପୌର ପରିଷଦ ସ୍ବଚ୍ଛତା ଅଭିଯାନ…
ଜ୍ଞାନଦାତା ବିଘ୍ନେଶ୍ୱରଙ୍କ ପୂଜା ଅବସରରେ ଅନଲାଇନ୍ କବିତା ପାଠୋତ୍ସବ
କଳାହାଣ୍ଡି : ଜ୍ଞାନଦାତା ବିଘ୍ନେଶ୍ୱରଙ୍କ ପୂଜା ଉପଲକ୍ଷେ ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ,କଳାହାଣ୍ଡି ଆନୁକୂଲ୍ୟରେ ଅନଲାଇନ୍ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏହାର ଅଧ୍ୟକ୍ଷତା କରିଥିଲେ ଯୁବକବି ଖୁସିରାମ ସାହୁ । ଓଡ଼ିଆ ସିନେ ଜଗତର ସୁନାମଧନ୍ୟ ତାରକା ଶ୍ରୀ ଆକାଶ ଦାସ ନାୟକ…
ଓଡ଼ଗାଁରେ ଜିଲ୍ଲା ଲେଖକ ପରିଷଦର ନୂଆଖାଇ ଭେଟଘାଟ
ଓଡ଼ଗାଁ ୦୧/୦୯(ନି.ପ୍ର)-ଆଜି ଓଡ଼ଗାଁ ବ୍ଲକ୍ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଓ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ମିଳିତ ଆନୁକୂଲ୍ୟରେ ବର୍ଷାକାଳୀନ ସାହିତ୍ୟ ଆସର ତଥା ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ…