Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ବିଦ୍ୟୁତ ଆଘାତରେ ଯୁବକ ମୃତ ।
ସୁବର୍ଣ୍ଣପୁର : ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବଶଙ୍କରପଡାରେ ଘଟିଛି ଅଘଟଣ । ପୁରୁଣା ଘର ଭାଙ୍ଗିବାବେଳେ ଲାଗିଗଲା ବିଦ୍ୟୁତ ତାର । ମୃତ ଯୁବକ ଜଣକ ହେଲେ ମାଲିପଡାର ଯତନ ସେଠୀ । ସୁଚନା ଅନୁସାରେ ତରଭା ସହରର ଶିବଶଙ୍କରପଡାରେ ଜଣେ ବ୍ୟକ୍ତିଙ୍କ ଘର…
ସୁବର୍ଣ୍ଣପୁର ରେ ଉଦଯାପିତ ହୋଇଯାଇଛି ଜାତୀୟ କ୍ରିଡା ଉତ୍ସବ ।
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ସାତ ଦିନ ଧରି ପାଳିତ ହେଉଥିବା ଜାତୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ସାତ ଦିନ ଧରି ସାରା ଜିଲ୍ଲାରେ ବିଭିନ୍ନ ପ୍ରକାଳ ଖେଳକୁଦ ପ୍ରତିଯୋଗୀତା ହୋଇଥିବା ବେଳେ ଜିଲ୍ଲାସାରା ଖେଳର ବାତାବରଣ ସୃଷ୍ଟି ହୋଇଥିଲା ।ଶେଷ ଦିନରେ ସୁବର୍ଣ୍ଣପୁର ଓ…
ମହାନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ।
ବୌଦ୍ଧ: ମହାନଦୀର ମର୍ଜାକୁଦ ସେତୁ ତଳେ ମଙ୍ଗଳବାର ଏକ ମୃତଦେହ ପଡ଼ିଥିବା ଦେଖାଯାଇଛି। ସକାଳୁ ସକାଳୁ ସେତୁ ଉପରେ କିଛି ଲୋକ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ ମୃତଦେହଟି ପଡ଼ିଥିବାର ଦେଖି ବୌଦ୍ଧ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ…
ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ
ଖୋର୍ଦ୍ଧା ଜିଲ୍ଲା : ୨୯/୦୮ ବାଣପୁର ଥାନା ଅଧିନସ୍ଥ ସତସଙ୍ଗ ବିହାର ନିକଟରେ ଏକ ଅଭାବନୀୟ ଘଟଣା ଘଟିିଛି । ଜଣେ ଯୁବକଙ୍କର ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି । ଯୁବକଙ୍କ ବୟସ ପ୍ରାୟ ୪୦ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ଶରୀରରେ ଏକ ସବୁଜ ରଙ୍ଗର ଅନ୍ତଃବସ୍ତ୍ର…
ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ ।
ଟଙ୍ଗୀ : ୨୯/୦୮: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ସତସଙ୍ଗ ବିହାର ନିକଟରେ ଏକ ଅଭାବନୀୟ ଘଟଣା ଘଟିିଛି । ଜଣେ ଯୁବକଙ୍କର ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି । ଯୁବକଙ୍କ ବୟସ ପ୍ରାୟ ୪୦ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ଶରୀରରେ ଏକ ସବୁଜ ରଙ୍ଗର…
ହକି ତାରକା ଅମିତ ରୋହିଦାସଙ୍କ ହକି-ଜୀବନ-କାହାଣୀ।
ହକି ଅଲିମ୍ପିଆନ ଅମିତ ରୋହିଦାସଙ୍କ ସହିତ ସାକ୍ଷାତକାର ।
ନିଜ ସଂଘର୍ଷ ଓ ସଫଳତାର ଲମ୍ବା କାହାଣୀ କହିଲେ ଅମିତ ଦେଶକୁ ଗର୍ବିତ କରିବା ପାଇଁ ଆଗକୁ ବି ପରିଶ୍ରମ ଜାରି ରହିବ : ଅମିତ
(ସୁନ୍ଦରଗଡ଼, ସଉନାମୁରାରୁ ପ୍ରୀତିବର୍ଦ୍ଧନ ନାୟକ ଓ ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଜାତୀୟ ଓ…
ବଦଳିଲେ ଜି . ଉଦୟଗିରି ଥାନା ଅଧିକାରୀ ।
କନ୍ଧମାଳ : ଜି. ଉଦୟଗିରି: ଜି ଉଦୟଗିରୀ ଥାନା ଅଧିକାରୀ ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯିବା ପରେ ଜି ଉଦୟଗିରିରେ ନୂତନ ଥାନା ଅଧିକାରୀ ଭାବେ ଅଜୟ କୁମାର ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀ ସ୍ବାଇଁ ଟିକାବାଲି ଥାନାର ଅଧିକାରୀ ଭାବେ ଦାୟିତ୍ଵ…
କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି, ଆଲୋଚନା ସଭା
କଟକ : ୨୮/୮ ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଡାନାସୀ ଦୁର୍ଗାପୂଜା କମିଟିର ସହଯୋଗରେ ସ୍ଥାନୀୟ ବିଡାନାସୀସ୍ଥିତ ଶ୍ରୀ ଶ୍ରୀ ଚହଟେଶ୍ବର ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ କଟକ ମହାନଗର ଶାନ୍ତି କମିଟି…
କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସମ୍ବର୍ଦ୍ଧନା ମହୋତ୍ସବ।
କେନ୍ଦୁଝର : ୨୮/୮ ଜିଲ୍ଲା ସଂସ୍କୃତି ଭବନରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଉତ୍କଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରା ଉତ୍ସବକୁ ଉଦଘାଟନ କରିଥିଲେ ।ଭୁବନେଶ୍ୱର…
କୁଲିଆବନ୍ଧାରେ ଆଜାଦି କି ଅମୃତ ମହୋତ୍ସବ ପାଳିତ
ନୂଆପଡ଼ା : କୁଲିଆବନ୍ଧା - ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ନୂଆପଡ଼ା ଜିଲ୍ଲା କୁଲିଆବନ୍ଧାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ପାଳିତ ହୋଇଯାଇଛି। ସ୍ଥାନୀୟ ଜନମଙ୍ଗଳ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ରୀ ଅରବନ୍ଦ ପୂର୍ଣ୍ଣାଙ୍ଗ…