Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ଓଡ଼ିଶା ନାରୀସଂଘ ପକ୍ଷରୁ ବନ୍ୟାବିପନ୍ନଙ୍କୁ ସହାୟତା
କଟକ : ବନ୍ୟା ବାତ୍ୟା ଓଡ଼ିଶାର ଚିର ସହଚର । ଗତ କିଛି ଦିନର ଲଘୁଚାପ ଜନୀତ ବର୍ଷା ଓଡ଼ିଶା ତଥା କଟକ ସହରର ବହୁ ଅଞ୍ଚଳକୁ ଜଳମଗ୍ନ କରିଛି । ସହରବାସୀ ଅନେକ ଅସୁବିଧା ଦୁର୍ଦ୍ଦଶା ଅନୁଭବ କରିଛନ୍ତି । ଏହି ଅଭାବ ଅସୁବିଧା ସହରର ତଳି ଅଞ୍ଚଳ ତଥା ନଦୀକୂଳରେ ରହୁଥିବା ବସ୍ତିବାସିନ୍ଦା ପ୍ରତି ଦାଉ…
ସୁବର୍ଣ୍ଣପୁର ରେ ଜାତିୟ କ୍ରିଡାଦିବସରେ ରାଜ୍ୟସ୍ତରୀୟ ମିନିମାରାଥନ ଦୌଡ , ବାଲେଶ୍ବର ର ମହିଳା ଓ ସୁବର୍ଣ୍ଣପୁର ର…
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଅବସର ରେ ରାଜ୍ୟ ସ୍ତରୀୟ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜିଲ୍ଲାରୁ ଉଭୟ ମହିଳା ଓ ପୁରୁଷ ବର୍ଗର ପ୍ରାୟ ୪୦୦ ଜଣ ପ୍ରତିଯୋଗୀ ଏହି ମିନି ମାରାଥନରେ ଭାଗ ନେଇଥିଲେ ।ଜିଲ୍ଲା…
ବିଧାୟକ ସୁଶାନ୍ତ ସିଂହ ଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଦାନ
ବଲାଙ୍ଗୀର : ବରଗଡ଼ ଜିଲ୍ଲା ଭଟଲି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଗତ କିଛି ଦିନ ତଳେ ଅସୁସ୍ଥ ହୋଇ ଭୁବନେଶ୍ୱର ଆପଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ବଲାଙ୍ଗୀର ସହର ଇନ୍ଦିରା ନଗର ପଡା ବାସୀନ୍ଦା ସ୍ଥାନୀୟ ହନୁମାନ…
ମୃତକଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ଢେଙ୍କାନାଳ : କାମାକ୍ଷାନଗର ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଚପାରେ ୫ ମୃତ । ମୃତକଙ୍କ ପରିବାରକୁ ୧ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସହାୟତା ନେଇ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସୂଚନା , ମୃତକଙ୍କ ପରିବାରକୁ ଆଉ ୨୦,୦୦୦ ଟଙ୍କା ଜିଲ୍ଲା ରେଡକ୍ରସ ଫଣ୍ଡରୁ ମିଳିବ ।
୧୦୭ କେଜି ଗଂଜେଇ ସହ ବଲେରୋ ଜବତ
ବୌଦ୍ଧ : (ବିବି ନିୟୁଜ ବ୍ୟୁରୋ) ଆଜି ବୌଦ୍ଧ ଜ଼ିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୦୭ କେଜି ଗଂଜେଇ ସହିତ ଗୋଟାଏ ବଲେରୋ ଏସ୍ ଏଲ୍ ଇ ରେଜିଷ୍ଟ୍ରେସନ ନମ୍ବର ଓଆର୍ ୧୯ ଏମ୍ ୦୭୯୫ କୁ ଜବତ କରିବା ସହିତ ଘଟଣା ସ୍ଥଳ ରେ ଜଣକୁ ଗିରଫ କରିଛି l ଏବଂ ପୁରା ଘଟଣାର ଅନୁସନ୍ଧାନ ଚାଲିଥିବା ସୂଚନା ମିଳିଛି…
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଶ୍ରୀମନ୍ଦିର ସୂଚନା ଅଧିକାରୀଙ୍କୁ ୨୫ ହଜାର ଅର୍ଥଦଣ୍ଡ
ବଲାଙ୍ଗିର: (ବିବି ନିୟୁଜ ବ୍ୟୁରୋ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୂର୍ବ ଜନ ସୂଚନା ଅଧିକାରୀ ଏସ.କେ. ଚାଟାର୍ଜୀ ରତ୍ନ ଭଣ୍ଡାର ଚାବି ଓ ମନ୍ଦିର ପରିଚାଳନା ସମ୍ପର୍କୀୟ କେତେକ ତଥ୍ୟ ଯୁକ୍ତିଯୁକ୍ତ କାରଣ ନଥାଇ ପ୍ରଦାନ କରି ନଥିଲେ ବୋଲି ରାଜ୍ୟ ସୂଚନା କମିଶନ ସଞ୍ଜୟ…
ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରା କଲେ ଆତ୍ମହତ୍ୟା ।
କନ୍ଧମାଳ :ଘୁ.ଉଦୟଗିରି, ଶାନ୍ତ ଓ ସରଳ ସ୍ବାଭାବର ଅଧୀକାରୀ ତଥା ସ୍ଥାନୀୟ ଆଦର୍ଶ ଥାନା ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରା ଆଜି ପୂର୍ବାହ୍ନରେ ଆତ୍ମହତ୍ୟା କରିଦେଇଛନ୍ତି। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ପରିସର ସରକାରୀ ବାସଭବନରେ ସେ ଆଜି ସକାଳେ ଆତ୍ମହତ୍ୟା କରିବା ପୂର୍ବରୁ…
ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ୨୯ରେ ଜାତୀୟ ଖେଳ ଦିବସ ପାଇଁ ରାଜ୍ୟସ୍ତରିୟ ମିନିମାରାଥନ ଗଣଦୌଡ ।
ସୁବର୍ଣ୍ଣପୁର: ଆସନ୍ତା ଅଗଷ୍ଟ ୨୯ତାରିଖ ଜାତୀୟ ଖେଳ ଦିବସ ଅବସରରେ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ମିନି ମାରାଥନ ।ଏଥିରେ ବିଭିନ୍ନ ଜିଲ୍ଲାରୁ ଖଳାଳୀମାନେ ସାମିଲ ହେବାକୁ ଥିବାବେଳେ ଉଭୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ଏହି ମାରାଥନ ଦୌଡ ଅନୁଷ୍ଠିତ ହେବ । ଜିଲ୍ଲା କ୍ରୀଡା ସଂଘ…
ସୁବର୍ଣ୍ଣପୁର ଜିଲ୍ଲାରେ ଅହିଂସା ରଥକୁ ସ୍ବାଗତ ।
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଟାଉନ ହଲ ଠାରେ ଅହିଂସା ରଥକୁ ସ୍ବାଗତ କରାଯାଇଛି । ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ଜନମାନସରେ ଉଜ୍ଜିବିତ କରିବା ସଙ୍ଗେ ସଙ୍ଗେ ଯୁବପିଢୀ ମାନଙ୍କ ମଧ୍ୟରେ ଦେଶପ୍ରିତୀ ଜାଗରଣ କରିବା ନିମନ୍ତେ…
ବନ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟଜିବୀ ଙ୍କ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ ।
ସୁବର୍ଣ୍ଣପୁର :(ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ କୂଳିଆ ବିଭିନ୍ନ ଗାଁର ମତ୍ସ୍ୟଜିବୀମାନେ ଚଳିତ ବନ୍ୟା କ୍ଷୟ କ୍ଷତି ଭରଣା ପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥର ମହାନଦୀରେ ବନ୍ୟାପାଣି ସାତ ଆଠ ଦିନ…