Browsing Category

ଜିଲ୍ଲା

ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା: ମୃତକଙ୍କ ପରିବାରକୁ ଫେରାଇଲେ ମନିପର୍ସ ଓ ଟଙ୍କା

କନ୍ଧମାଳ : ଗତକାଲି କଳିଙ୍ଗା ପଞ୍ଚାୟତ ଅଧୀନରେ କୁରୁମିଙ୍ଗିଆ କାଟାଲନାଜୁ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟୁନା ପ୍ରଧାନଙ୍କୁ ୧୦୮ଆମ୍ବୁଲାନ୍ସ ଦ୍ବାରା କର୍ମଚାରୀମାନେ ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଇଏମ୍‌ଟି…

ନୁଆଁଖାଇରେ ୨ ଦିନ ଛୁଟି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧି ଦଳନେତା ।

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରାଯିବାକୁ ବିଧାନସଭାରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧି ଦଳ ନେତା ଶ୍ରୀ ମିଶ୍ର ଶୁକ୍ରବାର ଚିଠି ଲେଖି ଜଣାଇଛନ୍ତି ଯେ…

ଡିଜିଟାଲ ଫାଇଭର ତରଫରୁ ଚୌଦ୍ୱାରର ୪ଟି ୱାର୍ଡ଼ରେ ୮୮ଟି ଖୁଣ୍ଟ ଲଗାଯିବ ।

କଟକ  :  ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଡିଜିଟାଲ ଫାଇଭର ତରଫରୁ ପୌରପାଳିକାକୁ ହାତକରି ଚୌଦ୍ୱାର ସହରାଞ୍ଚଳରେ ବାର୍ଷିକ ମାତ୍ର ୫ଶହ ଟଙ୍କା ଭଡ଼ାରେ କେବୁଲ ଓ ଖୁଣ୍ଟ ପକାଇବା ପାଇଁ ପୌରପାଳିକା ଠାରୁ ଏନ୍ଓସି ସାର୍ଟିଫିକେଟ ହାସଲ କରିଥିବା ନେଇ ଚାଲିଥିବା ଅପପ୍ରଚାରକୁ ଚୌଦ୍ୱାର…

ବିନା ଟିକଟରେ ରେଳଯାତ୍ରା ବହୁ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି ।

କଟକ: (ବିବି ନିୟୁଜ ବ୍ୟୁରୋ)  ବିନା ଟିକଟରେ ରେଳଯାତ୍ରା ବୃଦ୍ଧି ପାଇଉଥିବାବେଳେ ଏବେ ବହୁ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଆଜି କଟକ ଆରପିଏଫ(ରେଳବାଇ ସୁରକ୍ଷା ବଳ) ପକ୍ଷରୁ ଜୋରଦାର ଯାଞ୍ଚ କରାଯାଇଥିଲା । କଟକ ରେଳଷ୍ଟେସନ ଦେଇ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନ ଓ…

ଭିନ୍ନକ୍ଷମ ସ୍କୁଲରେ ଜିଲ୍ଲା ସ୍ତରୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଯାପିତ ।

ବଲାଙ୍ଗୀର :(ବିବି ନିୟୁଜ ବ୍ୟୁରୋ)  :  ସ୍ଥାନୀୟ ରେଡ଼କ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ (କାଭି) ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ମିଳିତ ସହଯୋଗରେ ଦୃଷ୍ଟିହୀନ ମହିଳାଙ୍କ ପାଇଁ ଦୀର୍ଘ ୫ ଦିନ ଧରି କ୍ରିକେଟ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ…

ଦର ବୃଦ୍ଧିକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ।

ବଲାଙ୍ଗୀର :(ବିବି ନିୟୁଜ ବ୍ୟୁରୋ)  ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଦିନକୁଦିନ ଅହେତୁକ ଦର ବୃଦ୍ଧି ଯୋଗୁ ସାଧାରଣ ଖଟିଖିଆ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ…

ଆରତୀ କାରଖାନା ବିରୋଧରେ ମନମୁଖି କାର୍ଯ୍ୟକଳାପ ନେଇ ସାମ୍ବାଦିକ ସମ୍ମିଳନୀ

କଟକ : ଆଠଗଡ଼ ଘଣ୍ଟିଖାଲ ଠାରେ ଗଢିଉଠିଥିବା ଆରତୀ କାରଖାନା ବିରୋଧରେ ମନମୁଖି କାର୍ଯ୍ୟକଳାପ ନେଇ ଆଠଗଡ଼ର ରଥଗଡ଼ା ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଖଡିର ଗଗନ କୁମାର ବାରିକ କିଛି କହିବାରୁ ତାଙ୍କୁ…

ଭିମଭୋଇ ଭିନ୍ନକ୍ଷମ କ୍ୟାମ୍ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଢେଙ୍କାନାଳ ମୁଖ୍ୟ ଶାଖା ପକ୍ଷରୁ ସେଭିଙ୍ଗ ଖାତା ଖୋଲିବା ଓ…

ଢେଙ୍କାନାଳ: ସ୍ଥାନୀୟ ଜର୍ଜ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଢେଙ୍କାନାଳ ମୁଖ୍ୟ ଶାଖା ପକ୍ଷରୁ ମୁଖ୍ୟ ପ୍ରବନ୍ଧକ ଶ୍ରୀ ମିନ କେତନ ବାରଲେବଡ଼ିଆ ଏ ଶ୍ରୀ ନବିନନାଥ ଯୋଗ ଦେଇଥିଲେ । ଏଥିରେ ନୂଆ ସଞ୍ଚୟ ଖାତା ଖୋଲିବା ଓ DRI ଲୋନ ସମ୍ବନ୍ଧରେ ଉନ୍ନକ୍ଷମ ମାନଙ୍କୁ…

ପାୱାର ଲିଫଟିଙ୍ଗ କରି କ୍ରୀଡା ର ଶୁଭାରମ୍ଭ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର : (ବିବି ନିୟୁଜ ବ୍ୟୁରୋ) ଜାତୀୟ କ୍ରୀଡା ଦିବସ ପରିପ୍ରେକ୍ଷୀରେ ଜିଲ୍ଳା ପ୍ରଶାସନ ତରଫରୁ ଅଗଷ୍ଟ ତା ୨୫ ରୁ ତା ୩0 ପର୍ଯ୍ୟନ୍ତ ଜିଲ୍ଲାରେ ସପ୍ତାହ ବ୍ୟାପି ବହୁମୁଖୀ କ୍ରୀଡା ଆୟୋଜନ ସହ କ୍ରୀଡା ସପ୍ତାହ ପାଳନ କରାଯାଉଛି l ଆଜି ଅପରାହ୍ନରେ କ୍ରୀଡା ସପ୍ତାହ ର ଶୁଭାରମ୍ଭ ପାୱାର…

ଟ୍ରାକ୍ଟର ଓଲଟି ଜଣେ ମୃତ

ମୋହନା: (ବିବି ନିୟୁଜ ବ୍ୟୁରୋ)  ମୋହନା ଥାନା ନାରଙ୍ଗି ଛକରେ ମାଟି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର, ଡାଲା ତଳେ ମାଟି ଭିତରେ ଚାପି ହୋଇ ଜଣେ ମହିଳା ଶ୍ରମିକ ମୃତ, ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ ,