ଭିମଭୋଇ ଭିନ୍ନକ୍ଷମ କ୍ୟାମ୍ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଢେଙ୍କାନାଳ ମୁଖ୍ୟ ଶାଖା ପକ୍ଷରୁ ସେଭିଙ୍ଗ ଖାତା ଖୋଲିବା ଓ DRI ଲୋନ୍‌ କ୍ୟାମ୍ପ

ଢେଙ୍କାନାଳ: ସ୍ଥାନୀୟ ଜର୍ଜ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଢେଙ୍କାନାଳ ମୁଖ୍ୟ ଶାଖା ପକ୍ଷରୁ ମୁଖ୍ୟ ପ୍ରବନ୍ଧକ ଶ୍ରୀ ମିନ କେତନ ବାରଲେବଡ଼ିଆ ଏ ଶ୍ରୀ ନବିନନାଥ ଯୋଗ ଦେଇଥିଲେ । ଏଥିରେ ନୂଆ ସଞ୍ଚୟ ଖାତା ଖୋଲିବା ଓ DRI ଲୋନ ସମ୍ବନ୍ଧରେ ଉନ୍ନକ୍ଷମ ମାନଙ୍କୁ ଜଣାଉଥିଲେ ।

Comments are closed.