Browsing Category

ଜିଲ୍ଲା

ନୂଆଗଡ଼ ବ୍ଲକ ସମିତି ସାଧାରଣ ବୈଠକ, ଗୃହକୁ ଅଚଳ କଲେ ଲୋକ ପ୍ରତିନିଧି

ଗଜପତି : (ବିବି ନିୟୁଜ ବ୍ୟୁରୋ)  ଆର, ଉଦୟଗିରି ୨୪/୮ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ପାହାଡ଼ ଘେରରେ ଥିବା ୧୯ଗୋଟି ପଞ୍ଚାୟତକୁ ନେଇ ଗଠିତ। ଏଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବ୍ଲକ ଅଧକ୍ଷା ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି…

 ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ତାତିଲେ ଅଞ୍ଚଳବାସୀ ।

ଖୋର୍ଦ୍ଧା:(ବିବି ନିୟୁଜ ବ୍ୟୁରୋ) ଗୋଟିଏ ପଟେ ପୁଲିସ ଜନସାଧାରଣଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଉଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ବିଭାଗ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟୁଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏଭଳି ଘଟଣା ଦେଖିବାକୁ ମିଳିଛି…

କ୍ରିଡା ପ୍ରତିଯୋଗିତାରେ ଛାତ୍ରଙ୍କ ଗୋଡ ଭାଙ୍ଗିଲା ।

ସୁବର୍ଣ୍ଣପୁର: (ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ କ୍ରୀଡାରେ ଅଘଟଣ । ଲମ୍ବ ଡିଆଁ ବେଳେ ଭାଙ୍ଗିଲା ଛାତ୍ରଙ୍କ ଗୋଡ । ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର । ଆହତ ଛାତ୍ର ଚାରଭଟା ଆଶ୍ରମ ବିଦ୍ୟାଳୟର +୨ ଛାତ୍ର ହରିଶ ଧରୁଆ । ଆଜି ତରଭା ବ୍ଲକ…

ରାଜ୍ୟସ୍ତରୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ବାପା-ଝିଅ ଙ୍କୁ ସ୍ଵର୍ଣ୍ଣ

କୋରାପୁଟ:ଜୟପୁର, ବାପାଙ୍କ ପଥ ଅନୁସରଣ କରୁଛନ୍ତି ଝିଅ। ପ୍ରତିଭାରେ କେହି କାହାଠାରୁ ନୁହନ୍ତି କମ। ରାଜ୍ୟସ୍ତରୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ବିଶ୍ଵନାଥ ନାୟକ ଏବଂ ତାଙ୍କ ୧୪ ବର୍ଷର ଝିଅ ବୈଭବୀ ନାୟକଙ୍କୁ ମିଳିଛି ସ୍ଵର୍ଣ୍ଣ ପଦକ। କୋରାପୁଟ ଜିଲ୍ଲା ଜୟପୁର ସହରର ସୌରାସାହି ବାସିନ୍ଦା…

ମୟୁରଭଞ୍ଜ : ହାତୀ ଆକ୍ରମଣରେ ପୁଣି ଗଲା ଦୁଇ ନିରୀହ ଜୀବନ

ମୟୁରଭଞ୍ଜ (ବିବି ନିୟୁଜ ବ୍ୟୁରୋ) : ଥମୁନି ହାତୀ ଆତଙ୍କ । ହାତୀ ଆକ୍ରମଣରେ ପୁଣି ଯାଇଛି ଦୁଇ ନିରୀହ ଜୀବନ। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଓ ବେତନଟୀ ରେଞ୍ଜରେ ଘଟିଯାଇଛି ଏଭଳି ଦୁଖଃ ଦାୟକ ଘଟଣା। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ରେଞ୍ଜ ଡାଙ୍ଗରବିଲା…

ନାବାର୍ଡ ପକ୍ଷରୁ ଏଗ୍ରି କ୍ଲିନିକ ଏବଂ ଏଗ୍ରି ବିଜନେସ ( ଏସିଏବିସି ) ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ : ବ୍ରହ୍ମପୁର  ୨୫/୮/୨୦୨୨- ଚାଷ, ଚାଷୀ ଏବଂ ଚାଷ ସମ୍ବନ୍ଧୀୟ ପରାମର୍ଶ,ନିଦାନ କାର୍ଯ୍ୟ ଓ ବ୍ୟବସାୟ ସହ ଜଡ଼ିତ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏଗ୍ରି କ୍ଲିନିକ ଏବଂ ଏଗ୍ରି ବ୍ୟବସାୟ କେନ୍ଦ୍ର ଉପରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା, ବ୍ୟାଙ୍କର୍ସ,। ସରକାରୀ…

ମା ମଝିଘରିଆଣିଙ୍କ ହୁଣ୍ଡିରୁ ମିଳିଲା ୧ କୋଟି ୧ ଲକ୍ଷ ଟଙ୍କା, ୧୦୪ ଗ୍ରାମ ସୁନା

ରାୟଗଡ଼ା:(ବିବି ନିୟୁଜ ବ୍ୟୁରୋ) ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ହୁଣ୍ଡି ଆଜି ଖୋଲିଛି। ହୁଣ୍ଡିରୁ ରେକର୍ଡ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା ସହ ୧୦୪ ଗ୍ରାମ ସୁନା, ୨ କେଜି ୬୭୯ ଗ୍ରାମ ରୂପା ମିଳିଛି। ଏଥି ସହିତ ଡଲାର ଓ ବୈଦେଶିକ ମୁଦ୍ରା ମଧ୍ୟ ମିଳିଛି। ପୁରୁଣା ୩ଟି…

ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ମାଲଗୋଦାମରେ ଯୋଗାଣ ବିଭାଗର ଚଢ଼ାଉ

କଟକ (ବିବି ନିୟୁଜ ବ୍ୟୁରୋ): ସମ୍ପ୍ରତି ରାଜ୍ୟରେ ବଜାର ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ ହୋଇଛି । ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ଓ ସଚିବଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ଯୋଗାଣ ସ୍କ୍ୱାର୍ଡ଼ ଆଜି କଟକର ବିଭିନ୍ନ ସ୍ଥାନରେ…

ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ପ୍ରମାଣପତ୍ର ପ୍ରଦାନ ।

ଗଞ୍ଜାମ: ପାତ୍ରପୁର ବ୍ଲକର କରୁଣା କର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ନିୟମିତ ହୋଇଥିବା ୨୯ ଜଣ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ କନିଷ୍ଠ ଶିକ୍ଷକ ସଂଘ ପାତ୍ରପୁର ଦ୍ୱାରା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାତ୍ରପୁର ଗୋଷ୍ଠୀ ଶିକ୍ଷା…

ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ ଲିଗ୍‌ କ୍ରିକେଟ ମ୍ୟାଚ ଖେଳାଯିବ।

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ ଲିଗ୍‌ କ୍ରିକେଟ ମ୍ୟାଚ ଖେଳାଯିବ। ଆସନ୍ତା ସେପ୍ଟେମ୍ବର ମାସରେ ଟୁର୍ଣ୍ଣାମେଣ୍ଟର ୩ଟି ମ୍ୟାଚ ଖେଳାଯିବ। ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ସଂପାଦକ ସଂଜୟ ବେ‌ହେରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବାରବାଟୀ…