Browsing Category

ଜିଲ୍ଲା

ବଜ୍ରପାତରେ ଚାଲିଗଲା ୨ ଜୀବନ

ମାଲକାନଗିରି : ମାଲକାନଗିରି ଅନ୍ତର୍ଗତ ବାଉଁଶଗୁଡ଼ା ଗାଁ ଦାଣ୍ଡରେ ବସି କିଛି ଲୋକ କଥା ହେଉଥିବା ଥିବା ବେଳେ ବଜ୍ରପାତ। ବଜ୍ରପାତ ରେ ୨ଜଣ ମୃତ୍ଯୁବରଣ କରିଛନ୍ତି। ଜଣଙ୍କର ମୃତ୍ଯୁ ଘଟଣାସ୍ଥଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ଚାରିଜଣଙ୍କୁ ଗୁରୁତର…

ସମ୍ପର୍କ ସେତୁ କାର୍ଯ୍ୟକ୍ରମ ରେ ନାଚିଲେ ଜିଲ୍ଲାପାଳ ।

ସୁବର୍ଣ୍ଣପୁର : ଆଦିବାସୀ ମହିଳାଙ୍କ ସହିତ ଆଦିବାସୀ ଗୀତରେ ତାଳେତାଳେ ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାବପାଳ ଆବୋଲି ସୁନିଲ ନରୱଣେ । ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ପଞ୍ଚାୟତର ରାଧାନଗର ଗାଁକୁ ସମ୍ପର୍କର ସେତୁ କାର୍ଯ୍ଯକ୍ରମରେ ଯୋଗଦେବାପାଇଁ ଯାଇଥିବା…

ଯଉଁରାଭଉଁରା ପଞ୍ଚାୟତ ରାଧାନଗର ଗ୍ରାମରେ ଜିଲ୍ଲାପ୍ରଶାସନର ପ୍ରଥମ ସମ୍ପର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : (ବିବି ନିୟୁଜ ବ୍ୟୁରୋ) ସୁବର୍ଣ୍ଣପୁର ଜିଲ୍ଳାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଆଜି ଯଉଁରାଭଉଁରା ପଞ୍ଚାୟତର ରାଧାନଗର ଗ୍ରାମର ଧବଳେଶ୍ଵର ଶିବ ମନ୍ଦିର ନିକଟରେ ଜିଲ୍ଲାପ୍ରଶାସନର ପ୍ରଥମ ସମର୍କ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ଗ୍ରାମୀଣ କୌଶଳ ଯୋଜନା ର ବ୍ଲକସ୍ତରୀୟ ଶିବିର ଅନୁଷ୍ଠିତ !

କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ବ୍ଲକ୍ ପ୍ରଶାସନ ଦ୍ବାରା ଆୟୋଜିତ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ର ବ୍ଲକସ୍ତରୀୟ ଶିବିର ଅନୁଷ୍ଠିତ !

କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ଡ଼.ଭବାନୀ…

କଲାହାଣ୍ଡି : (ବିବି ନିୟୁଜ ବ୍ୟୁରୋ) ଭବାନୀପାଟଣା ଆଜି ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ କୁଶାଡୁଙ୍ଗରିକୁ ପୌରପାଳିକାରେ ସାମିଲ କରିବା ନେଇ ଭବାନୀପାଟଣା ପୌରାଧ୍ୟକ୍ଷାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାଇ,୨୦୧୫-୧୬ ମସିହାରେ ମାନ୍ୟବର ଓଡିଶା…

କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ସ୍ୱତନ୍ତ୍ର ରେଳଗାଡି ଚଳାଇବାକୁ ‘ଜାଗରଣ’ ତରଫରୁ ଦାବି।

ସମ୍ବଲପୁର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ସ୍ୱତନ୍ତ୍ର ରେଳଗାଡି ଚଳାଚଳ କରିବାକୁ ରେଳବାଇ ନିକଟରେ ଦାବି କରାଯାଇଛି। ସାମାଜିକ ଅନୁଷ୍ଠାନ ‘ଜାଗରଣ’ ତରଫରୁ ଏକ ପ୍ରତିନିଧି ମଣ୍ଡଳ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଙ୍କୁ ସାକ୍ଷାତକାର କରି ମଙ୍ଗଳବାର…

ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କଲା (ଓସା)

କେନ୍ଦ୍ରାପଡା : ମହାକାଳପଡା ବ୍ଲକ ତଥା ମାର୍ଶାଘାଇ ଥାନା ଅଧିନ କରଞ୍ଜ ଗ୍ରାମର ସୂଚନା ଅଧିକାର କର୍ମୀ ଜନକର ଜେନାଙ୍କ ଉପରେ ହୋଇଥିବା ଆକ୍ରମଣ ଓ ଜାତିଗତ ଆକ୍ଷେପ ମାମଲା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଜିଲ୍ଲା ଶାଖା…

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ଶ୍ରଦ୍ଧାଞ୍ଜଳି ସଭା l

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଭାଗୃହ ଠାରେ ବିଶ୍ୱ ହିନ୍ଦୁ ପରିଷଦ ର ପ୍ରତିଷ୍ଠା ଦିବସ ତଥା ସ୍ୱାମୀ ଲକ୍ଷ୍ମଣl ନନ୍ଦ ସରସ୍ୱତୀ ଙ୍କ ଚଉଦ ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା l ଏହି ଅବସର ରେ ସକାଳେ ଏକ ବାଇକ ରାଲି ଅନୂଷ୍ଠିତ ହୋଇଥିଲା l ଏହି ଅବସରରେ ଆୟୋଜିତ ସଭାରେ…

କୋଦଳାରେ କଲେଜର ଉନ୍ନତିକରଣ ପାଈଁ ଭିତ୍ତିିପ୍ରସ୍ତର ସ୍ଥାପନ କଲେ ବିଧାୟିକା

ଗଞ୍ଜାମ :  କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ସହିତ ମହାବିଦ୍ୟାଳୟ ର ଭିତିଭୂମି ଉନ୍ନତି କରଣ ପାଇଁ ଅଣ୍ଟାଭିଡ଼ିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ l ମହାବିଦ୍ୟାଳୟ ରେ ଲାଗିରହିଥିବା ଶ୍ରେଣୀ ଗୃହ ଓ ବାଉଣ୍ଡ୍ରିୱାଲ…

ଭିଜିଲାନସ୍ ଦ୍ଵାରା ଅଟକ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର କିରାଣୀ

ଢେଙ୍କାନାଳ : ଢେଙ୍କାନାଳ ଆଇନ ମହାବିଦ୍ୟାଳୟର କିରାଣୀ ଉତ୍ତମ କୁମାର ରାଉତ ଭିଜିଲାନସ୍ ଦ୍ଵାରା ଅଟକ, କଲିକତା ମାସୁର୍ଦାବାଦ ଜଣେ ଲ ଛାତ୍ରଙ୍କଠାରୁ ବ୍ୟାକ ପେପର କିୟର କରିଦେବା ଓ ସାଟିଫିକେଟ ଦେବାକୁ ୮ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । କଟକ ଓ ଢେଙ୍କାନାଳ…