ବଜ୍ରପାତରେ ଚାଲିଗଲା ୨ ଜୀବନ

ମାଲକାନଗିରି : ମାଲକାନଗିରି ଅନ୍ତର୍ଗତ ବାଉଁଶଗୁଡ଼ା ଗାଁ ଦାଣ୍ଡରେ ବସି କିଛି ଲୋକ କଥା ହେଉଥିବା ଥିବା ବେଳେ ବଜ୍ରପାତ। ବଜ୍ରପାତ ରେ ୨ଜଣ ମୃତ୍ଯୁବରଣ କରିଛନ୍ତି। ଜଣଙ୍କର ମୃତ୍ଯୁ ଘଟଣାସ୍ଥଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ଚାରିଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.