Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
୧୨ ଘଣ୍ଟିଆ ପାଲଲହଡା ବନ୍ଦ ।
ଅନୁଗୁଳ : ଆଜି ୧୨ ଘଣ୍ଟିଆ ପାଲଲହଡା ବନ୍ଦ । ପାଲଲହଡା ଓକିଲ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବା ସହ ପାଲଲହଡା ଏବଂ ଖମାର ଠାରେ ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି…
ମାର୍ଶାଘାଇ ଜଳ ସମ୍ପଦ ଡାକବଙ୍ଗଳାରେ ସମବାୟ ,ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ।
କେନ୍ଦ୍ରାପଡା : ମାର୍ଶାଘାଇ ୨୩/୦୮/୨୦୨୨ ରାଜ୍ୟ ସମବାୟ ,ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାର୍ଶାଘାଇ ଜଳ ସମ୍ପଦ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା ବୈଠକରେ କୃଷି, ଗ୍ରାମ୍ୟ ଉନ୍ନୟକ, ପୂର୍ତ୍ତ ବିଭାଗ,…
ଗଞ୍ଜାମ ଇତିହାସ’ ଉନ୍ମୋଚିତ।
ଗଜପତି : ମୋହନା କେଶରୀନଗର ମାଣିକପୁର ହନୁମାନ ମନ୍ଦିର ଠାରେ ‘ଗଞ୍ଜାମ ଇତିହାସ’ ପୁସ୍ତକ ଉନ୍ମୋଚନ କରାଯାଇଛି । ମୋହନାର ଯୁବ ଲେଖକ ତଥା ଇତିହାସ ସଂକଳନ ଗଞ୍ଜାମ କବିଭାଗ ପ୍ରମୁଖ ଲକ୍ଷ୍ମୀକାନ୍ତ ପାତ୍ରଙ୍କ ଦ୍ୱାରା ରଚିତ ଏହି ପୁସ୍ତକକୁ ଉନ୍ମୋଚନ କରିଥିଳେ ମୁଖ୍ୟ ଅତିଥି ରାଷ୍ଟ୍ରୀୟ…
୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଏସ୍ଏ-୧ ଫର୍ମ ପୂରଣ ଅବଧି ।
କଟକ : ବନ୍ୟା ଯୋଗୁଁ ଆଜିଠାରୁ ଆଉ ୮ ଦିନ ପାଇଁ ବଢ଼ି ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଏସ୍ଏ-୧ ଫର୍ମ ପୂରଣ ଅବଧି । ଲକ୍ଷାଧିକ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ପଞ୍ଜିକରଣ ଓ ଫର୍ମପୂରଣରୁ ହେଲେ ବଞ୍ଚିତ । ଏଣିକି ବୋର୍ଡ ସ୍ୱୀକୃତିପ୍ରାପ୍ତ…
ସାଲେପୁର ବି ଫର୍ମା ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ।
କଟକ : ସାଲେପୁର ବି ଫର୍ମା ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କର କଲେଜ କ୍ଳାସରୁମରେ ତାଳପକାଇ ଆନ୍ଦୋଳନ। ବିପିୟୁଟି ଦ୍ୱାରା ପରିଚାଳିତ ଏହି ଶ୍ରେଣୀର ଫାର୍ମାକୁଲୋଜି ବିଷୟରେ ପାଖାପାଖି ୭୦ ପ୍ରତିଶତ ସିଲାବସ ବାହାରୁ ପ୍ରଶ୍ନ ଆସିଥିଲା। ସେ ସମୟରେ ସେମାନେ ଏନେଇ କଲେଜ କତ୍ତୃପକ୍ଷଙ୍କ…
ଦଶରଥପୁର ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।
ଯାଜପୁର : ଦଶରଥପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଚିନ୍ମୟ ବେଆହୁରିଆ, ସନ୍ତୋଷ ନନ୍ଦ ଙ୍କ ନେତ୍ତୃତ୍ୱରେ ବହୁ ଯୁବ କର୍ମୀ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲା ଯୁବକଂଗ୍ରେସ ସଭାପତି…
ଡେରାବିଶ ରାଜନୀତିର ପିତାମହ ଭୀଷ୍ମ ରଘୁନାଥ ମହାନ୍ତିଙ୍କ ବିୟୋଗ ।
କେନ୍ଦ୍ରାପଡା : ଡେରାବିଶ ବ୍ଲକର ବରିଷ୍ଠ ରାଜନେତା ରଘୁନାଥ ମହାନ୍ତିଙ୍କ ୭୮ ବର୍ଷ ବୟସରେ ନିଧନ ହୋଇ ଯାଇଛି , ସେ ଦୀର୍ଘଦିନ ଧରି ଅସୁସ୍ଥ ଥାଇ ସିକିତ୍ସିତ ହେଉଥିଲେ । ସ୍ବର୍ଗତ ରଗୁବାବୁ ଦୀର୍ଘ ୪ ଦଶନ୍ଧି ଧରି ସକ୍ରିୟ ରାଜନୀତିରେ ଥାଇ , ଡେରାବିଶ ବ୍ଲକ ଅନର୍ଗତ ଅବିଭକ୍ତ ଗୋଲାରାହାଟ…
ସୁବର୍ଣ୍ଣପୁର ଜିଲ୍ଲା ଦଳ ଭୁବନେଶ୍ଵର ଗସ୍ତ ସନ୍ତରଣ ଚମ୍ପିୟନସିପରେ ଭାଗନେବା ପାଇଁ ।
ସୁବର୍ଣ୍ଣପୁର : ୬୨ତମ ରାଜ୍ୟସ୍ତରୀୟ ବରିଷ୍ଠ ସନ୍ତରଣ ଚମ୍ପିୟନସିପରେ ସୁବର୍ଣ୍ଣପୁର ଜିଲ୍ଲା ଭାଗନେବାକୁ ଯାଉଛି। ଆଗାମୀ ୨୩ ଓ ୨୪ ଅଗଷ୍ଟରେ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଅନୁଷ୍ଠିତ ହେବାକୁ ଥିବା ଏହି ସନ୍ତରଣ ଚମ୍ପିୟନସିପରେ ଭାଗନେବା ପାଇଁ ଆଜି…
ଦଶରଥପୁରରେ ବନ୍ୟା
ଚଳିତ ବନ୍ୟାରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତିନୋଟି ପଞ୍ଚାୟତ ଗଭୀର ଭାବରେ ପ୍ରଭାବିତ ହୋଇଛି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଂଯୋଜକ ସଂଗ୍ରାମ କେଶରୀ ପାତ୍ର କ୍ଷତିଗ୍ରସ୍ତ ଅଞ୍ଚଳ ଗ୍ରସ୍ତ କରି ଥିଲେ । ଶ୍ରୀ ପାତ୍ର ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କଣ୍ଟାପଡା, କସପା ,…
ବନ୍ୟାଜଳ ଛାଡ଼ିବାର ସପ୍ତାହକ ପରେ ଶକ୍ତିପୀଠରେ ପୂଜାପାଇଲେ ମା ଭଟ୍ଟାରିକା
ବଡ଼ମ୍ବା : ମହାନଦୀର ଚଳିତ ବନ୍ୟାରେ ଗୋଟିଏ ସପ୍ତାହ ଧରି ବନ୍ୟାଜଳରେ ବୁଡ଼ିରହିଲା ମା ଭଟ୍ଟାରିକାଙ୍କ ଶକ୍ତିପୀଠ । ବଡ଼ମ୍ବାର ଆରଧ୍ୟା ଦେବୀ କେବେ ପୀଠରେ ପୁଣି ପୂଜାପାଇବେ ସେ ନେଇ ଉତ୍କଣ୍ଠାର ସହିତ ଭକ୍ତ ଏବଂ ସ୍ଥାନୀୟ ଜନସାଧାରଣ ଅପେକ୍ଷା କରିଥିଲେ। ତେବେ ରବିବାର ଅପରାହ୍ନରେ ମନ୍ଦିରରୁ…