Browsing Category

ଜିଲ୍ଲା

ବନ୍ୟା ପରବର୍ତ୍ତି ପଦକ୍ଷେପ ନେଇ ବିଧାୟକଙ୍କ ସମୀକ୍ଷା ।

ବଡ଼ମ୍ବା :  ମହାନଦୀର ଚଳିତ ବନ୍ୟାରେ ପ୍ରଭାବିତ ବଡ଼ମ୍ବାର ବ୍ଲକର ସ୍ଥିତି ଓ ପରବର୍ତ୍ତି ପଦକ୍ଷେପ ଉପରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ରବିବାର ଏକ ସ୍ୱତନ୍ତ୍ର ବୈଠକରେ ବିଶଦ ଭାବେ ଆଲୋଚନା କରିଛନ୍ତି । ବ୍ଲକ ସମ୍ମିଳନୀ କକ୍ଷରେ ପ୍ରମୁଖ ଗଣମାଧ୍ୟମକୁ ଅନ୍ଧକାରରେ ରଖି ଅନୁଷ୍ଠିତ ଉକ୍ତ…

ଓଡ଼ଗାଁରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ କବି ଲେଖକ ସମ୍ମିଳନୀ ଓ ଆଲୋଚନାଚକ୍ର ।

ଓଡ଼ଗାଁ : ୨୧/୦୮(ନି.ପ୍ର)- ଆଜି ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ରଘୁନାଥ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ସଭାପତି ପଞ୍ଚାନନ ପଣ୍ଡାଙ୍କ ସଭାପତିତ୍ୱରେ ଉକ୍ତ ବୈଠକରେ ଆସନ୍ତା ଅକ୍ଟୋବର ମାସରେ ଅନୁଷ୍ଠାନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବିଶାଳ କବି…

ସୋନପୁର କଲେଜ ବ୍ୟାଙ୍କ ଆକାଉଣ୍ଟ ରୁ ୭୦ ଲକ୍ଷ ଟଙ୍କା ଗାଏବ ଘଟଣାରେ ପଶ୍ଚିମବଙ୍ଗରୁ ।୪ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର କଲେଜରୁ ୭୦ ଲକ୍ଷ ଗାୟବ ଘଟଣା । ୪ ଜଣଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ । ପଶ୍ଚିମବଙ୍ଗର କୋଚ ବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୁଚନା । ଏନେଇ ସାମ୍ବାଦିକ…

ପାରଂପାରିକ ଟେରାକୋଟା ହନୁମାନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ନିଆରା ପର୍ବ ଲଙ୍କାପୋଡି ଆସନ୍ତା ୨୬.୮.୨୦୨୨ ତାରିଖ ଦିନ ପବିତ୍ର ଭାଦ୍ରବ ଅମାବସ୍ୟା ଦିନ ମହାସମାରୋହରେ ପାଳନ କରାଯିବ । ଏଥି ପୂର୍ବରୁ ଏହି ହଜି ଯାଉଥିବା ନିଆରା ପର୍ବକୁ ଉଦ୍ଜିବିତ କରିବାପାଇଁ ଆଜି ସ୍ଥାନୀୟ ଟାଉନ ହଲଠାରେ ସ୍କୁଲ ଛାତ୍ର ଛାତ୍ରୀ…

ବରୀ ବ୍ଲକ ମହାକାଳପଡ଼ା ପଞ୍ଚାୟତରେ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗ୍ରହ

ଓଡିଶା ମୋ ପରିବାର ପକ୍ଷରୁ ଅଗଷ୍ଟ ୨୧ ତାରିଖ ଦିନ ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବରୀ ବିଧାୟିକା ସୁନନ୍ଦା ଦାସ ବିଜୁବାବୁଙ୍କ ତୈଳଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ୍ନ କରି ଏହି ଶିବିରର…

କିଶନ ନଗର ଥାନା ପ୍ରହରାଜପୁର ଗାଁରେ ଯୁବକ ଙ୍କ ହତ୍ୟା ଘଟଣା କୁ ନେଇ ବଢିଲା ଅସନ୍ତୋଷ

କଟକ: କିଶନ ନଗର ଥାନା ପ୍ରହରାଜପୁର ଗାଁରେ ଯୁବକ ଙ୍କ ଗଳାକାଟି ହତ୍ୟା ଘଟଣା କୁ ନେଇ ବଢିଲା ଅସନ୍ତୋଷ । କିଶନ ନଗର ପୋଲିସ ତଦନ୍ତ ସଠିକ୍ କରିନଥିବା ସନ୍ଦେହ କରି ଗଣ ସଂଗ୍ରାମ ସମିତି ପକ୍ଷରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକରି ହତ୍ୟାକାଣ୍ଡ ଶିକାର ପରିବାର ସହ ଥାନା ସମ୍ମୁଖରେ ଗଣଧାରଣା ବସିଲେ…

ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା କାର୍ ୨ ମୃତ ।

ସମ୍ବଲପୁର : ନଦୀର ପ୍ରଖର ସ୍ରୋତରେ ଏକ କାର୍ ଭାସିଗଲା ପରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି କାର୍ ସମ୍ବଲପୁର ଜିଲ୍ଳା କୁଚିଣ୍ଡା ଥାନା ଫାଶିମାଲ ଲଇଡା ରାସ୍ତା ନକଟିପାଲି ନାଳ ପାର ହେଉଥିବା ସମୟରେ ନକଟିପାଲି ନଦୀରେ ଭାସିଯାଇଥିଲା । ଆଜି କାର୍ ଓ କାରରେ ଥିବା ୨ଜଣଙ୍କ ମୃତଦେହ ଉଦ୍ଧାର…

ମହାନଦୀ ଚିତ୍ରୋତ୍ପଳା ନଦୀ ପଠା ରେ ଉଜୁଡା କ୍ଷେତ ।

ସାଲେପୁର : ବନ୍ୟା କମିଛି କିନ୍ତୁ ଦୁଃଖ ବଢ଼ିଛି ।ସାଲେପୁର ମହାନଦୀ ଚିତ୍ରୋତ୍ପଳା ନଦୀ ପଠା ରେ ହଜାର ହଜାର ହେକ୍ତେର୍ ଚାଷ ଉଜୁଡି ଯାଇଛି ।କିଏ ପହଁରି ପହଁରି ପରିବା ସାଉଁଟି ଛି ତ ଆଉ କିଏ ନିଜର ଉଜୁଡା କ୍ଷେତ ର ପଛା ଶଢା ପରିବା କୁ ଦେଖି କୋହ ଭରା କଣ୍ଠ ରେ କାନ୍ଦୁଛି ।ଏହି ପଠା ରେ ଚାଷ…

ପଞ୍ଚାୟତ କାର୍ଯ୍ୟଳୟକୁ ଚାଉଳ ନେବାକୁ ଯାଇ ଟଳିପଡିଲେ ଯୁବକ ।

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ପଂଚାୟତରେ ଘଟିଛି ଏକ ଅଘଟଣ । ଚାଉଳ ନେବାକୁ ଯାଇ ପଂଚାୟତର ବାରଣ୍ଡାରେ ବସିଥିବା ବେଳେ ଅଚାନକ ଟଳି ପଡିଲେ ଜଣେ ଯୁବକ ।ଆଜି ସକାଳୁ ବାଉଁଶୁଣୀ ପଂଚାୟତ ଫବସି ଗାଁର ଭାଗୀରଥୀ ଭୁଏଙ୍କ ପୁଅ ବିକେଶ ଭୁଏ ପଂଚାୟତ କାର୍ଯ୍ୟାଳୟକୁ…

ବର୍ଷା ରେ ଧସେଇ ଯାଇଥିବା ସ୍ଥାନ ବୁଲି ଦେଖିଲେ ବିଧାୟକ ରାଜନଗର ।

କେନ୍ଦ୍ରାପଡା : ଅତି ପ୍ରବଳ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜନଗର  ଭିତରକନିକା ମୁଖ୍ୟ ରାସ୍ତାର ଭିତରଗଡ ଓ କଣ୍ଡିରା ମଧ୍ୟସ୍ଥଳୀ କଲର୍ଭଟର ଧସେଇ ଯାଇଥିବା ସ୍ଥାନକୁ ମାନ୍ୟବର ବିଧାୟକ , ରାଜନଗର ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ପରିଦର୍ଶନ କରିବା ସହିତ ବିଭାଗ୍ୟ ଅଧିକାରୀ ଙ୍କ ସହିତ ଆଲୋଚନା…