ମହାନଦୀ ଚିତ୍ରୋତ୍ପଳା ନଦୀ ପଠା ରେ ଉଜୁଡା କ୍ଷେତ ।

ସାଲେପୁର : ବନ୍ୟା କମିଛି କିନ୍ତୁ ଦୁଃଖ ବଢ଼ିଛି ।ସାଲେପୁର ମହାନଦୀ ଚିତ୍ରୋତ୍ପଳା ନଦୀ ପଠା ରେ ହଜାର ହଜାର ହେକ୍ତେର୍ ଚାଷ ଉଜୁଡି ଯାଇଛି ।କିଏ ପହଁରି ପହଁରି ପରିବା ସାଉଁଟି ଛି ତ ଆଉ କିଏ ନିଜର ଉଜୁଡା କ୍ଷେତ ର ପଛା ଶଢା ପରିବା କୁ ଦେଖି କୋହ ଭରା କଣ୍ଠ ରେ କାନ୍ଦୁଛି ।ଏହି ପଠା ରେ ଚାଷ କରି ନିଜର ତେଲ ଲୁଣ ର ସଂସାର ଚଳାଇ ଥାଏ ଆଜି କିନ୍ତୁ ସବୁ ଉଜୁଡି ଯାଇଛି ।

Comments are closed.