ବର୍ଷା ରେ ଧସେଇ ଯାଇଥିବା ସ୍ଥାନ ବୁଲି ଦେଖିଲେ ବିଧାୟକ ରାଜନଗର ।

କେନ୍ଦ୍ରାପଡା : ଅତି ପ୍ରବଳ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜନଗର  ଭିତରକନିକା ମୁଖ୍ୟ ରାସ୍ତାର ଭିତରଗଡ ଓ କଣ୍ଡିରା ମଧ୍ୟସ୍ଥଳୀ କଲର୍ଭଟର ଧସେଇ ଯାଇଥିବା ସ୍ଥାନକୁ ମାନ୍ୟବର ବିଧାୟକ , ରାଜନଗର ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ପରିଦର୍ଶନ କରିବା ସହିତ ବିଭାଗ୍ୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ ।

Comments are closed.