ଭିଜିଲାନସ୍ ଦ୍ଵାରା ଅଟକ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର କିରାଣୀ

ଢେଙ୍କାନାଳ : ଢେଙ୍କାନାଳ ଆଇନ ମହାବିଦ୍ୟାଳୟର କିରାଣୀ ଉତ୍ତମ କୁମାର ରାଉତ ଭିଜିଲାନସ୍ ଦ୍ଵାରା ଅଟକ, କଲିକତା ମାସୁର୍ଦାବାଦ ଜଣେ ଲ ଛାତ୍ରଙ୍କଠାରୁ ବ୍ୟାକ ପେପର କିୟର କରିଦେବା ଓ ସାଟିଫିକେଟ ଦେବାକୁ ୮ ହଜାର ୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ରେଡ କରାଯାଇଥିଲା । ଷ୍ଟେସନ ବଜାର ସ୍ଥିତ ତାଙ୍କ ଘର ଓ ଅଫିସ କାର୍ଯାଳୟରେ ଚଢ଼ାଉ ଜାରି ରହିଛି।

Comments are closed.