ଟ୍ରାକ୍ଟର ଓଲଟି ଜଣେ ମୃତ

ମୋହନା: (ବିବି ନିୟୁଜ ବ୍ୟୁରୋ)  ମୋହନା ଥାନା ନାରଙ୍ଗି ଛକରେ ମାଟି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ମୃତ, ଜଣେ ଗୁରୁତର, ଡାଲା ତଳେ ମାଟି ଭିତରେ ଚାପି ହୋଇ ଜଣେ ମହିଳା ଶ୍ରମିକ ମୃତ, ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ ,

Comments are closed.