Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ସମ୍ବଲପୁର ବିଶ୍ୱବିଦ୍ୟାଳୟର “ସପ୍ତର୍ଷି” ପତ୍ରିକାରେ ସମ୍ବଲପୁରୀ ଭାଷାକୁ ପ୍ରାଥମିକତା ଦେବା ନୀତି…
ବୁର୍ଲା, ୧୦ ଅଗଷ୍ଟ ୨୦୨୬ : ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଦେବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୁଖପତ୍ର "ସପ୍ତର୍ଷି"ରେ ପୂର୍ବରୁ ଥିବା ସମ୍ପାଦକୀୟ ନୀତିକୁ ତୁରନ୍ତ ପୁନଃପ୍ରଚଳନ କରିବା ଦାବିରେ ଆଜି ବିଭିନ୍ନ ସଂଗଠନର ପ୍ରତିନିଧିମାନେ ବିଶ୍ୱବିଦ୍ୟାଳୟ…
ଵଡମୂଳଵସନ୍ତ କୃଷି ସମବାୟ ସମିତି ପକ୍ଷରୁ ଚାଷି ପଞ୍ଜିକରଣ ଆରମ୍ଭ
ପଟ୍ଟାମୁଣ୍ଡାଇ ୧୦/୮: ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଵଡମୂଳଵସନ୍ତ କୃଷି ସମବାୟ ସମିତି ପକ୍ଷରୁ ଚାଷି ପଞ୍ଜିକରଣ ଆରମ୍ଭ କରାଯାଇଛି। ଶତାଧିକ ଚାଷି ମାନେ ଅତ୍ୟନ୍ତ ଶାନ୍ତିଶୃଙ୍ଖଳା ସହିତ ଧାନ ବିକ୍ରୟ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ଚାଷି ପଞ୍ଜିକରଣ ନିୟମ…
କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ୪୭ ଇଉନିଟି ରକ୍ତ ସଂଗ୍ରହ
ପଟ୍ଟାମୁଣ୍ଡାଇ ୧୦/୮: ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ କ୍ରୀୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ୬୭ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବେଲତଳସ୍ଥିତ ହରିହରାନନ୍ଦ ଧ୍ୟାନ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ରକ୍ତଦାନ ଶିବିରରେ…
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ।
ଗଜପତି,୧୦.୮(ମନୋଜ ପାଢ଼ୀ)-:-ଓଡ଼ିଶା ସାମ୍ବାଦିକ ସଂଘର ଆହ୍ୱାନ କ୍ରମେ ଗଜପତି ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମର୍କିତ ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବର୍ତ୍ତମାନ ରାଜ୍ୟରେ…
ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଗଜପତି ଶାଖା ପକ୍ଷରୁ ବିକ୍ଷୋଭ ଓ ଜେଲଭରୋ ଆନ୍ଦୋଳନ ।
ଗଜପତି,୧୦.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା କଲେଜ ଛକ ନିକଟରେ ଜନତାଙ୍କ ମୌଳିକ ଅଧିକାର ଉପରେ ସରକାରଙ୍କର ଆକ୍ରମଣକୁ ତୀବ୍ର ବିରୋଧ କରି ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଦଣ୍ଡପାଣି ରଇତଙ୍କ ନେତୃତ୍ବରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…
ଘର ତାଲା ଭାଙ୍ଗି ଲୁଟି ନେଲେ ୫.୫ ଲକ୍ଷ ଟଙ୍କା ଓ ୭ ଭରି ସୁନା ଗହଣା ।
ଗଜପତି,୧୦.୮(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମା ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ବଡ଼ ଧରଣର ଲୁଟ୍ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଘର ମାଲିକ ଏସ୍. ସନ୍ତୋଷିନୀ ତାଙ୍କ ସମ୍ପର୍କୀୟଙ୍କ ଦେହ ଖରାପ ଥିବାରୁ ସପରିବାର ଭୁବନେଶ୍ୱର…
ପାରଳାଖେମୁଣ୍ଡି ରେଳଷ୍ଟେସନରେ ଅଘଟଣ: ରାଜ୍ୟରାଣୀ ଏକ୍ସପ୍ରେସରୁ ଖସି ଯୁବକ ଗୁରୁତର ।
ଗଜପତି,୧୦.୮(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ରେଳଷ୍ଟେସନଠାରେ ଆଜି ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଯାଇଛି। ରାଉରକେଲାଠାରୁ ଗୁଣପୁର ଅଭିମୁଖେ ଯାଉଥିବା ରାଜ୍ୟରାଣୀ ଏକ୍ସପ୍ରେସରୁ ଜଣେ ଯୁବକ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ରାୟଗଡ…
ଗୁମ୍ମା ରେଡାଲ ଗ୍ରାମରେ ୨ ମାସ ହେଲା ଠପ୍ ମୋବାଇଲ୍ ନେଟୱର୍କ, ଯୋଗାଯୋଗରୁ ବିଚ୍ଛିନ୍ନ ଗ୍ରାମବାସୀ।
ଗଜପତି,୧୦.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତର ରେଡାଲ ଗ୍ରାମରେ ଦୀର୍ଘ ଦୁଇ ମାସ ହେଲା ମୋବାଇଲ୍ ନେଟୱର୍କ ସେବା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇପଡ଼ିଛି। ଫଳରେ ଶହ ଶହ ଗ୍ରାମବାସୀ ଯୋଗାଯୋଗ ବ୍ୟବସ୍ଥାରୁ ବିଚ୍ଛିନ୍ନ ହୋଇ ନିତିଦିନ ବିଭିନ୍ନ ସମସ୍ୟାର…
ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ୧୧ କିଲୋଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ।
ଗଜପତି,10.8(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ପକ୍ଷରୁ ଏସ୍.ଆଇ. ଶ୍ରୀ ପ୍ରଫୁଲ୍ଲ ଜଗରଙ୍ଗାଙ୍କ ନେତୃତ୍ୱରେ ନିୟମିତ ପେଟ୍ରୋଲିଂ ଚାଲିଥିବା ସମୟରେ ସକାଳ ପ୍ରାୟ ୬ ଘଣ୍ଟା ସମୟରେ ବାଟଗୌଡ଼ ସାହି ଛକ ନିକଟରେ ଜଣେ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ…
ମୋହନା ବ୍ଲକରେ ଜୁନିଅର ରେଡକ୍ରସର ପ୍ରାଥମିକ ଚିକିତ୍ସା ଓ ନିଶା ନିବାରଣ ତାଲିମି ଶିବିର ।
ମୋହନା,10.8(ମନୋଜ ପାଢ଼ୀ)-:ଭାରତୀୟ ରେଡ଼କ୍ରସର ଓଡ଼ିଶା ରାଜ୍ୟଶାଖା ଓ ଗଜପତି ଜିଲ୍ଲାର ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟରେ “ଅସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ” ସ୍ଲୋଗାନକୁ ଆଧାର କରି ଏକ ପ୍ରାଥମିକ ଚିକିତ୍ସା ଓ ନିଶା ନିବାରଣ ତାଲିମି ଶିବିର…