Browsing Category

ଜିଲ୍ଲା

ଜାତୀୟସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଗଜପତିର ଛାତ୍ରଙ୍କ ଯୋଗଦାନ ।

ଗଜପତି,୧୧.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ସଦରମହକୁମାସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ଶୁଭଙ୍କର ପଟ୍ଟନାୟକ ଜିଲ୍ଲାସ୍ତରୀୟ ପ୍ରେରଣା ପ୍ରତିଯୋଗୀତାରେ ଉତ୍ତୀର୍ଣ ହୋଇ ଜାତୀୟ ସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ଅଗଷ୍ଟ ୨ ରୁ ୮ ପର୍ଯ୍ୟନ୍ତ ଆମ ଯଶସ୍ବୀ…

ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ପାଳିତ।

ଗଜପତି,11.8(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମାସ୍ଥିତ ସ୍ଥାନୀୟ ନଗର ଭବନଠାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ସ‌ହ‌ଯୋଗରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ପାଳିତ…

ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଆନ୍ତର୍ଜାତୀୟ ଦିବସ ପାଳିତ ।

ଗଜପତି,୧୧.୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ସେବକପୁରସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଜିଲ୍ଲା ଆଦିବାସୀ ମହାସଂଘ ରାୟଗଡ ବ୍ଲକ ଶାଖା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି। ଏ‌ହି ଅବସରରେ ଅତିଥି…

ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ପାଳିତ।

ଗଜପତି,11.8(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲା ସଦରମହକୁମାସ୍ଥିତ ସ୍ଥାନୀୟ ନଗର ଭବନଠାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ସ‌ହ‌ଯୋଗରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ପାଳିତ…

ମାନଚିତ୍ରରେ ଅଛି, ଭୋଟର ତାଲିକାରେ ନାହିଁ ରୁବାଲ ।

ଆର୍‌.ଉଦୟଗିରି 10/08/2026(ମନୋଜ ପାଢ଼ୀ)-: ଗଣତନ୍ତ୍ରର ମହାପର୍ବରେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଭୋଟ ହେଉଛି ତାଙ୍କର ଅଧିକାର। ହେଲେ ଗଜପତି ଜିଲ୍ଲାର ଏକ ଦୁର୍ଗମ ଗାଁର ଲୋକଙ୍କ ପାଇଁ ଏହି ଅଧିକାର ଯେପରି ସ୍ୱପ୍ନ ପାଲଟିଛି। ବୟସ ୬୦ ଟପିଲାଣି, କିନ୍ତୁ ଆଜି ବି ଭୋଟର ତାଲିକାରେ ନାଁ…

ଖାଦ୍ୟ ଓ ଶିକ୍ଷକ ଅଭାବ:ରାଜପଥରେ ଛାତ୍ରୀଙ୍କ ଧାରଣା

ବିଶୋଇ:ଆଦିବାସୀ ଅଧ୍ୟୁଷିତ ତଥା ଅନୁନ୍ନତ ବିଶୋଇ ବ୍ଲକର ବାଢୁଣିଆସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଦ୍ୟ ଓ ଶିକ୍ଷକ ଅଭାବକୁ ନେଇ ଛାତ୍ରୀମାନେ ଆଜି ରାଜପଥ ଅବରୋଧ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ପ୍ରାୟ ୬ ବର୍ଷ ତଳେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଜିଲ୍ଲାର…

ବିକଳାଙ୍ଗ ପିଲାଙ୍କୁ ଜେ ଆର୍ ସି କର୍ମୀଙ୍କ ଖାଦ୍ୟ ବଣ୍ଟନ।

ମୋହନା,୧୦.୮(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ମାନସିକ ଅନଗ୍ରସର ଓ ମସ୍ତିକ ପକ୍ଷାଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ରହୁଥିବା ବିକଳାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ସାକ୍ଷ୍ୟାତ ଉଦ୍ଦେଶ୍ୟରେ ଜୁନିଅର…

ଅଚାନକ ଚଢାଉ କଲା ଅବକାରୀ ବିଭାଗ: ଜବତ ହେଲା ଏତେ ପରିମାଣର ମହୁଲି ଫୁଲ ସହ…

ମୋହନା,୧୦।୮( ମନୋଜ ପାଢ଼ୀ): ଗଜପତି ଜିଲାରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ଅଡବା ଥାନା ଅନ୍ତର୍ଗତ କଟାମା ଗାଁରୁ ୯୦୦ କିଲୋଗ୍ରାମ ମହୁଲି ଫୁଲ ଜବତ କରିଛି ଅବକାରୀ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ଜିଲା ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ପ୍ରାୟ ୯୦୦…

ଅଙ୍ଗଦାନ କରି ଅମର ହେଲେ ଗୌଡତାଳସିଂ ଗ୍ରାମର ଜୀବରତ୍ନମ ମୃତ୍ୟୁପରେ ୫ ଅଙ୍ଗଦାନ କରି ଅମର ହେଲେ ।

ଗଜପତି,୧୦.୮(ମନୋଜ ପାଢ଼ୀ)-: ମୃତ୍ୟୁପରେ ମଧ୍ୟ ନୂତନ ଜୀବନ ଦେଇ ଅମର ହୋଇପାରିଛନ୍ତି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସବୋରା ପଞ୍ଚାୟତ ଅନ୍ତର୍ଗତ ଗୌଡତାଳସିଂ ଗ୍ରାମର ସିଏଚ୍. ଜୀବରତ୍ନମ୍ (45) । ଅଙ୍ଗ ଦାନ କରି ଅମର ହୋଇଛନ୍ତି । ସମସ୍ତ ମହଲରେ ସାଲ୍ୟୁଟ୍ ମାରୁଛନ୍ତି । ଅଞ୍ଚଳ ତଥା ଗ୍ରାମବାସୀ…

ସ୍ନେହ ଓ ଭକ୍ତିର ଅନନ୍ୟ ମିଳନ:ଭଣଜାକୁ କାଉଡ଼ିରେ ବସାଇ ବାବା ଗୁପ୍ତେଶ୍ୱରଙ୍କ ପୀଠରେ ମାମୁଁର ଜଳାଭିଷେକ

ଜୟପୁର,୧୦/୮ ଏ.ଭେଙ୍କଟ ରାଓ: ଆଜିର ବ୍ୟସ୍ତବହୁଳ ଓ ସ୍ୱାର୍ଥପର ଦୁନିଆରେ, ଯେଉଁଠି ଧୀରେ ଧୀରେ ସମ୍ପର୍କର ମୂଲ୍ୟ କମିବାରେ ଲାଗିଛି ଏବଂ ନିଜ ସ୍ୱାର୍ଥ ଆଗରେ ଆତ୍ମୀୟତା ଫିକା ପଡ଼ିଯାଉଛି, ସେତିକି ବେଳେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ଧାମରେ ଦେଖିବାକୁ ମିଳିଛି ଏକ…