Sign in
Sign in
Recover your password.
A password will be e-mailed to you.
Browsing Category
ଜିଲ୍ଲା
ସାଇବର ଅପରାଧରୁ ସୁରକ୍ଷା ପାଇଁ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ସମ୍ପୃକ୍ତ ଅଞ୍ଚଳର ଥାନା ପୋଲିସ ପକ୍ଷରୁ ସଚେତନତା…
ମୋହନା,୧୧.୮(ମନୋଜ ପାଢ଼ୀ)-: ଦିନକୁ ଦିନ ବଢ଼ୁଥିବା ସାଇବର ଅପରାଧ ଓ ଅନଲାଇନ୍ ଠକେଇକୁ ରୋକିବା ସହ ଜନସାଧାରଣଙ୍କ ସମେତ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ପୋଲିସ ପକ୍ଷରୁ ଆଜି ଗଜପତି ଜିଲ୍ଲାର ରାୟଗଡ , ଅନାଘା , ଗୁରାଣ୍ଡି ସ୍ଥିତ…
୭ମ ଦିନରେ ମାଳିପୁର ଗୋଷ୍ଠୀ ଶୌଚାଳୟ ନିର୍ମାଣ ବନ୍ଦ ଦାବି ଅନଶନ !
ପଟ୍ଟାମୁଣ୍ଡାଇତ ୧୧/୮ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମ ପଂଚାୟତର ମାଳିପୁର ଗ୍ରାମରେ ଶନି ମନ୍ଦିର ନିକଟରେ ବ୍ଲକ ପକ୍ଷରୁ ହେଉଥିବା ଗୋଷ୍ଠୀ ଶୌଚାଳୟ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନିମନ୍ତେ କିଛି ବ୍ୟକ୍ତିଙ୍କ ଅନଶନ ଆଜକୁ ସପ୍ତମ ଦିନରେ ପହଞ୍ଚିଛି ପୂର୍ବରୁ ପଟ୍ଟାମୁଣ୍ଡାଇ…
ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଦଶରଥପୁର ବନ୍ୟା ଅଞ୍ଚଳ ଗ୍ରସ୍ତ :
ଯାଜପୁର : ଆଜି ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳ ଗ୍ରସ୍ତ କରିଛନ୍ତି ପ୍ରଦଶ କଂଗ୍ରେସ କମିଟି ର ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ବିଭିନ୍ନ ବନ୍ୟା ଅଞ୍ଚଳ ବୁଲି ଦେଖିବା ସହିତ ତରପଦା ପଞ୍ଚାୟତ ଅନ୍ତର୍ଗତ ପାଟଣା ଗ୍ରାମରେ ବନ୍ୟାରେ ଭାସି ଯାଇ ପ୍ରାଣ ହରାଇଥିବା ଶ୍ରୀ ମହେଶ୍ୱର ସୁତାରଙ୍କ…
‘ହର ଘର ତିରଙ୍ଗା’ ଓ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’କୁ ନେଇ ବାଲେଶ୍ଵରରେ ଆରମ୍ଭ ହେଲା…
ବାଲେଶ୍ୱର, ୧୧/୮(କୃଷ୍ଣ କୁମାର ମହାନ୍ତି): “ହର ଘର ତିରଙ୍ଗା–୨୦୨୬” ଏବଂ “ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର ୧୫୦ତମ ବର୍ଷପୂର୍ତ୍ତି ଅଭିଯାନ” ଅବସରରେ ବାଲେଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟ ପରିସରରେ “ହର ଘର ତିରଙ୍ଗା–୨୦୨୬” ଏବଂ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ବିଷୟବସ୍ତୁକୁ…
ଓଡ଼ିଆ ଗବେଷକ ସନ୍ତୋଷ କୁମାର ନାୟକଙ୍କୁ ଚନ୍ଦ୍ର କୁମାର ମହାନ୍ତିଙ୍କ କବିତା ଉପରେ ଗବେଷଣା ପାଇଁ ପାଇଲେ ଆନ୍ତର୍ଜାତିକ…
ବାଲେଶ୍ୱର, ଅଗଷ୍ଟ ୧୧ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଗବେଷକ ଓ ଅଧ୍ୟାପକ ସନ୍ତୋଷ କୁମାର ନାୟକ ବିଶିଷ୍ଟ କବି ସ୍ୱର୍ଗତ ଚନ୍ଦ୍ର କୁମାର ମହାନ୍ତିଙ୍କ ଓଡ଼ିଆ କବିତା ଉପରେ ତାଙ୍କର ଗବେଷଣା କାର୍ଯ୍ୟ ପାଇଁ ଆନ୍ତର୍ଜାତିକ ସ୍ତରରେ ସମ୍ମାନିତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
ତାଙ୍କର…
ଉତ୍କଳର ଦ୍ୱିତୀୟ ଶତାବ୍ଦୀର ରୋଡ୍ମ୍ୟାପ୍ ଉନ୍ମୋଚିତ : ପ୍ରକାଶ ପାଇଲା ‘ହ୍ୱାଇଟ୍ ପେପର୍ ୨୦୨୬’
ଭୁବନେଶ୍ୱର, ୧୦/୮ (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ଆକଳନ ପ୍ରକୋଷ୍ଠ ପକ୍ଷରୁ ଆୟୋଜିତ 'ରିରାଇଟିଂ ଉତ୍କଳ: ସ୍କ୍ରିପ୍ଟିଂ ଏ ନ୍ୟୁ ଗ୍ରାମାର୍ ଫର୍ ଦି ୟୁନିଭରସିଟି' ଶୀର୍ଷକ ଏକ ଦିବସୀୟ କର୍ମଶାଳାରେ ‘ହ୍ୱାଇଟ୍ ପେପର୍ ୨୦୨୬’ ଆନୁଷ୍ଠାନିକ ଭାବେ…
‘ଟାଇମ୍ପାସ’ ପ୍ରକାଶନ ସଂସ୍ଥା ପକ୍ଷରୁ ଆୟୋଜିତ ବହିବର୍ଷା କାର୍ଯ୍ୟକ୍ରମରେ ଲୋକାର୍ପିତ ହେଲା ତେରଟି…
ଭୁବନେଶ୍ୱର ୧୦/୮(କୃଷ୍ଣ କୁମାର ମହାନ୍ତି): 'ଟାଇମପାସ' ପ୍ରକାଶନ ସଂସ୍ଥା ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଆୟୋଜିତ ପଞ୍ଚମ ‘ବହିବର୍ଷା’ରେ ଲୋକାର୍ପିତ ହୋଇଯାଇଛି ତେରଟି ନୂତନ ପୁସ୍ତକ।
ବର୍ଷଣମୁଖର ସଂଧ୍ୟାରେ ଅନୁଷ୍ଠିତ ଏହି ମାରାଥନ୍ ପୁସ୍ତକ ଲୋକାର୍ପଣ ଉତ୍ସବକୁ…
ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ରାଜସ୍ୱ ଜନଶୁଣାଣୀ ଶିବିର
ପଟ୍ଟାମୁଣ୍ଡାଇ ୧୧/୮: ରାଜ୍ୟ ସରକାରଙ୍କ ନିର୍ଦେଶରେ ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଂଚିଛି I ରାଜସ୍ବ ମାମଲାର ତ୍ୱରିତ ସମାଧାନ ପାଇଁ ତହସିଲ ସ୍ତରରେ ଜନଶୁଣାଣୀ ଶିବିର କରାଯାଉଛି I ଆଜି ପଟ୍ଟାମୁଣ୍ଡାଇ ତହସିଲରେ ରାଜସ୍ବ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି I ଏଥିରେ କେନ୍ଦ୍ରାପଡ଼ା…
ଜିଲ୍ଲାପାଳଙ୍କ ମାରାଥନ ହସ୍ପିଟାଲ ପରିଦର୍ଶନ
ପଟ୍ଟାମୁଣ୍ଡାଇ ୧୧/୮- କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଆଜି ପଟ୍ଟାମୁଣ୍ଡାଇ ଗସ୍ତରେ ଆସି ତହସିଲରେ ରାଜସ୍ବ ମାମଲା ଜନଶୁଣାଣୀ ଶିବିରରେ ଯୋଗ ଦେଇ ରାଜସ୍ବ ମାମଲାର ଶୁଣାଣୀ କରିଥିଲେ I ତହସିଲରେ କାର୍ଯ୍ୟରତ ବିଭିନ୍ନ ରାଜସ୍ବ କର୍ମଚାରୀ ଓ ରାଜସ୍ବ ନିରୀକ୍ଷକଙ୍କୁ ଡାକି ବିଭିନ୍ନ…
ସଂରକ୍ଷିତ ଜଙ୍ଗଲରେ ଗଞ୍ଜେଇ ଗୋଦାମ: ଅଡ଼ବା ପୁଲିସର ଚଢ଼ାଉରେ …
Marijuana warehouse in reserved forest: Adwa police raids…