Browsing Category

କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ତିନିମୁହାଣୀ ସ୍ଥିତ ଶ୍ରୀ ରାମମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ଆଇନୀଜୀବୀ କୁଳମଣି ଦାସଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ସାରା ଜିଲ୍ଲାରେ ଜାତିଭିତ୍ତିକ ଜନଗଣନା ଚାଲୁ…

ସହଯୋଗର ହାତ ବଢାଇଲା ‘ଓଡ଼ିଶା ମୋ ପରିବାର’, ଶ୍ରୀଲଙ୍କାରୁ ଫେରିଲା କମଳାକାନ୍ତଙ୍କ ମୃତଦେହ

ମହାକାଳପଡା: ଓଡ଼ିଶା ମୋ ପରିବାର ସହଯୋଗରେ ମଙ୍ଗଳପୁର ପଂଚାୟତ କୁମାରପଡା ଗ୍ରାମର ମାଗୁଣୀ ସ୍ବାଇଁଙ୍କ ପୁଅ କମଳାକାନ୍ତ (୨୫)ଙ୍କ ମୃତଦେହ ଶ୍ରୀଲଙ୍କାରୁ ଫେରିଛି। ଗତ ୪ବର୍ଷ ତଳେ ସେ କାମ ଅନ୍ବେଷଣରେ ଶ୍ରୀଲଙ୍କା ଯାଇଥିଲେ। କଲୋମ୍ବୋସ୍ଥିତ ଏକ ଷ୍ଟିଲ୍‌ କମ୍ପାନିରେ ମାସକୁ ୧୬ ହଜାର ଟଙ୍କା…

ଡାକ୍ତର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍ମୃତିଚାରଣ ସଭା

ପଟ୍ଟାମୁଣ୍ଡାଇ ଅଞ୍ଚଳର ସୁନାମଧନ୍ୟ ଡାକ୍ତର ଦିବଂଗତ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଏକ ସ୍ମୃତି ଚାରଣ ସଭା  ଶନିବାର ଅନୁଷ୍ଠିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଟାଉନ କ୍ଲବ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଫେସର…

ନିଖୋଜ କଲେଜ ଛାତ୍ରଙ୍କ ମୃତ ଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ : ଗତ ଦୁଇ ଦିନ ତଳୁ ନିଖୋଜ ଥିବା ଛାତ୍ରଙ୍କ ମୃତ୍ୟୁଦେହ ଶନିବାର ସକାଳେ ବ୍ରାହ୍ମନୀ ନଦୀ ନିମପୁର-ଶ୍ରୀରାମପୁର ପଠାରୁ ଉଦ୍ଧାର ହୋଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି  । ମୃତକ ହେଉଛନ୍ତି ମହାକାଳପଡା ଥାନା ଶଙ୍ଖପଦା…

ବରିଷ୍ଠ କଂଗ୍ରେସ ନେତା ଗୋପାଳ କୃଷ୍ଣ ଜେନା ଙ୍କ ଦେହାନ୍ତ l

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ବରିଷ୍ଠ ନେତାଙ୍କ ଅକାଳ ବିୟୋଗ ହୋଇ ଯାଇଛି । ସେ କିଛିଦିନ ହେବ କିଡ଼ନୀ ରୋଗ ରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ , ତାଙ୍କ ମୃତ୍ୟୁର ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଶଶୀଭୂଷଣ , ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ,…

ଦିଲ୍ଲୀରେ ଦୁର୍ଘଟଣାଗ୍ରସ୍ତ ଦୁଇ ଭାଇଙ୍କୁ ବରୀ ବିଧାୟିକାଙ୍କ ସହାୟତା

ବରୀ: ତ୍ୟାଗ, ତପସ୍ୟା ଓ ସେବାର ଅନ୍ୟନାମ ହେଉଛି ରାଜନୀତି, ବିଧାୟିକା ତାହା କାର୍ଯ୍ୟରେ କରି ଦେଖାଇଛନ୍ତି, ମଣିଷ ପଣିଆର ନିଚ୍ଛକ ଉଦାହରଣ ସୃଷ୍ଟି କରିଛନ୍ତି । କଳାମାଟିଆ ପଞ୍ଚାୟତ କାଇପଡ଼ା ଗ୍ରାମର ଜୁଲୁ ଜେନା(୩୫), ମୁନା ଜେନା(୨୭) ଦିଲ୍ଲୀରେ ରହି କାମ କରନ୍ତି । ନିଜ ବଡ଼ବାପାଙ୍କ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ୱାରା ଉପକୃତ ହୋଇ ଧନ୍ୟବାଦ ଜଣେଇଲେ ଅଟୋ ଚାଳକ

କେନ୍ଦ୍ରାପଡା : ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଡ଼ିଆବରାଇ ଗ୍ରାମପଂଚାୟତ ର କାମିନୀ କାନ୍ତ ସ୍ୱାଇଁ (ଅଟୋ ଚାଳକ )୧୦ ଦିନ ପୁର୍ବ ରୁ କୀଡୀନି ରୋଗରେ ଆକ୍ରାନ୍ତ ଥିଲେ ଏହି ଦୁଖଃଦ ସମୟରେ ସହଯୋଗର ହାତବଢ଼ାଇ ଥିଲେ ମାନ୍ୟବର ବିଧାୟିକାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞ୍ଜୟ ଅଗରୱାଲା,…

କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ

ପଟ୍ଟାମୁଣ୍ଡାଇ: କୁମ୍ଭୀର କବଳରୁ ରକ୍ଷା ପାଇଲେ ଯୁବକ। ଏହି ଘଟଣା ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଶାସନ ପଞ୍ଚାୟତର ଅରାଜି ବାବୁରୁ ଗାଁର ବାହାନା ଭୂୟାଁ ନଦୀକୂଳରେ ଶୌଚ ହେବା ସମୟରେ ଏକ କୁମ୍ଭୀର…

ଜଳଯୋଗାଣର ବିଚିତ୍ର ସ୍ଥିତି, କାମରେ ଲାଗୁନି ଟାଙ୍କି, ପାଣିରେ ପଡ଼ୁଛି ଟଙ୍କା

ମାର୍ଶାଘାଇ: ମାର୍ଶାଘାଇରେ ପାନୀୟ ଜଳ ଯୋଗାଣର ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଛି। ହେଲେ, ଏହି ଟାଙ୍କି କାମରେ ଲାଗି ପାରୁନି। ଟାଙ୍କିକୁ ପାଣି ଉଠୁନି। ଜମପଡା ପାନୀୟଜଳ ପ୍ରକଳ୍ପ ସହିତ ବନ୍ଧକଟା (ଜରିଆବରେଇ)…

ଅନାମବନ୍ଧୁ ଧଳଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ ।

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତଃ ଅନାମବନ୍ଧୁ ଧଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଶ୍ରଦ୍ଧାଞ୍ଜଳୀ ପ୍ୟାଲେସ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନାମବନ୍ଧୁ ଧଳ ସ୍ମୃତି ତରଫରୁ ଆୟୋଜିତ ଏହି ସ୍ମୃତି ସଭାରେ ବରିଷ୍ଠ ନେତା ଭଜ କୃଷ୍ଣ ରାଉତ ସଭାପତିତ୍ୱ…