ବରିଷ୍ଠ କଂଗ୍ରେସ ନେତା ଗୋପାଳ କୃଷ୍ଣ ଜେନା ଙ୍କ ଦେହାନ୍ତ l

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ବରିଷ୍ଠ ନେତାଙ୍କ ଅକାଳ ବିୟୋଗ ହୋଇ ଯାଇଛି । ସେ କିଛିଦିନ ହେବ କିଡ଼ନୀ ରୋଗ ରେ
ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ , ତାଙ୍କ ମୃତ୍ୟୁର ଖବର ପାଇ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଶଶୀଭୂଷଣ , ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା , ପୂର୍ବତନ ବିଧାୟକ ଚିନ୍ମୟ ବେହୁରା , ଦେବେନ୍ଦ୍ର ଶର୍ମା , ଜିଲ୍ଲା କଂଗ୍ରେସ ସଭାପତି ତଥା ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରମୁଖ ବେହେରା ଗଭୀର ଶୋକ ବ୍ୟକ୍ତ କରିଛନ୍ତି

Comments are closed.