Browsing Category

ରାଜନୀତି

ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନୀତୀଶ କୁମାର

ବିବି ନିୟୁଜ ବ୍ୟୁରୋ : ବିହାର ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ମହାମେଣ୍ଟ ସରକାର । ଏଥିପାଇଁ ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି । ଆଜି ଗୃହରେ ବହୁମତ ସାବ୍ୟସ୍ତ କରିବେ ନୀତିଶ ସରକାର । ଏହା ମହାମେଣ୍ଟ ତଥା ନୀତୀଶ- ତେଜସ୍ୱୀ ସରକାରଙ୍କ ଅସଲ ପରୀକ୍ଷା…

ପୁଣି ନିର୍ଣ୍ଣାୟକ ଭୂମିକାରେ ନବୀନ ଜଗନ୍ନ । ରାଜ୍ୟସଭା ଉପାଧ୍ୟକ୍ଷକୁ ନେଇ ଅଡୁଆରେ ବିଜେପି ।

ଭୁବନେଶ୍ୱର : ଜନତା ଦଳ(ୟୁ) ର ସଦସ୍ୟ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଉପାଧ୍ୟକ୍ଷ ଅଛନ୍ତି । ନିଜର ସରଳତା , ସମ୍ବେଦନଶୀଳତା ଓ ଗୃହ ପରିଚାଳନାରେ ଦକ୍ଷତା ପାଇଁ ଶାସକ ଓ ବିରୋଧୀ ଉଭୟ ତାଙ୍କର ପ୍ରଶଂସା କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଥର ଟୁଇଟ କରି ହରିବଂଶଙ୍କର ପ୍ରଶଂସା କରିଥିଲେ ।…

ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଲମ୍ବିତ କରିଛି ବିଜେପି।

ଭୁବନେଶ୍ୱର: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେଇ ଗିରଫ ହୋଇଥିବା ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ନିଲମ୍ବିତ କରିଛି ବିଜେପି। ଆଜି ସକାଳେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ଏହାର କିଛି ଘଣ୍ଟା ପରେ ବିଜେପି ତାଙ୍କୁ ନିଲମ୍ବିତ କରିଛି। ଏଥିସହ କାହିଁକି ତାଙ୍କୁ ଦଳରୁ…

ବିଜେପି ବିରୋଧରେ ସିସୋଦିଆଙ୍କ ମନ୍ତବ୍ୟ ଆପ ଭାଙ୍ଗିବାକୁ ବିଜେପି ର ଯୋଜନା।

ଅହମଦାବାଦ : ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗକୁ ନେଇ ସିବିଆଇ ଜାଲରେ ଛନ୍ଦି ହୋଇପଡିଥିବା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଗୁଜରାଟ ଅହମଦାବାଦରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ସାମ୍ବାଦିକ ସମ୍ମିଳନୀରେ…

ଏନଡିଏରେ ସାମିଲ ହୁଅନ୍ତୁ ନବୀନ: ଅଠାୱଲେ

ଭୁବନେଶ୍ୱର : ରାଜ୍ୟର ବିକାଶ ପ୍ରକ୍ରିୟାକୁ ଗତିଶୀଳ କରିବା ପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବା ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ…

ମୋଦିଙ୍କ ଯୋଗ୍ୟତା ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଲେ ବର୍ଷିଲେ ତାମିଲନାଡୁର ଅର୍ଥମନ୍ତ୍ରୀ ଡଃ ପଲାନିବେଲ୍ ରାଜନ

ଫ୍ରିବି ପ୍ରସଙ୍ଗ , ମୋଦିଙ୍କ ଯୋଗ୍ୟତା ଓ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଲେ ବର୍ଷିଲେ ତାମିଲନାଡୁର ଅର୍ଥମନ୍ତ୍ରୀ ଡଃ ପଲାନିବେଲ୍ ରାଜନ ।ଫ୍ରିବି କୁ ନେଇ ଏକ ଘରୋଇ ନିଉଜ ଚାନେଲରେ ଚାଲିଥିବା ଏକ ବିତର୍କରେ ଭାଗନେଇ ତାମିଲନାଡୁ ଅର୍ଥମନ୍ତ୍ରୀ ଡ଼ଃ ପଲାନିଭେଲ୍ ତ୍ୟାଗରାଜନ କେନ୍ଦ୍ରସରକାର ଓ…

ବିଜେପି ସଂସଦୀୟ ବୋର୍ଡ ପୁନର୍ଗଠନ , ବାଦ ପଡିଲେ ଅନେକ ବରିଷ୍ଠ ନେତା

ଇତି ମଧ୍ୟରେ ବିଜେପିର ସର୍ବୋଚ୍ଚ ନୀତି ନିର୍ଧାରଣ କରୁଥିବା ସଂସଦୀୟ ବୋର୍ଡକୁ ପୁନର୍ଗଠନ କରାଯାଇଛି , ଏହି ପୁନର୍ଗଠନ ପ୍ରକ୍ରିୟାରେ ବ୍ୟାପକ ଅଦଳ ବଦଳ କରାଯାଇଛି , ଏଥିରେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡକାରୀଙ୍କୁ ବାଦ ଦିଆଯାଇଛି , ସେହିଭଳି ଦଳର…