Browsing Category

ରାଜନୀତି

ବାଣିକଲ୍ୟାଣ ମହାନ୍ତି ବିଜେଡିରୁ ନିଲମ୍ବିତ

ଦଳ ବିରୋଧି କାର୍ଯ୍ୟରେ ସାମିଲ ଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବାଣୀକଲ୍ୟାଣ ମହାନ୍ତିଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏ ସମ୍ପର୍କରେ ଏକ ପ୍ରେସ ବିବୃତି ଜାରି କରିଛନ୍ତି ।

ସଚିନ ପାଇଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ : କଂଗ୍ରେସ ନେତା ସଚିନ ପାଇଲଟ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ନିର୍ବାଚନ ଜିତିବେ ତେବେ ସେ ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବି ନିୟମ ଆଧାରରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ। ଏହାପରେ ଦଳୀୟ ନେତୃବୃନ୍ଦ…

ସିନ୍ଦେ ଗୋଷ୍ଠୀକୁ ଝଟକା, ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଉଦ୍ଧବ ଗୋଷ୍ଠୀକୁ ହାଇକୋର୍ଟଙ୍କ ଅନୁମତି

ମୁମ୍ୱାଇ : ଉଦ୍ଧବ ଠାକରେ ଗୋଷ୍ଠୀକୁ ବମ୍ୱେ ହାଇ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏହା ସହ ସିନ୍ଦେ ଗୋଷ୍ଠୀ ଏବେ ଅନ୍ୟ କୌଣସି ସ୍ଥାନରେ ଦଶହରା ରାଲି କରିବେ । ବିଏମସି ବୋର୍ଡ ଅଫିସର ନିକଟରୁ ଏହି ଆଦେଶକୁ ନେଇ, ସେଠାରୁ…

କଂଗ୍ରେସ ସଭାପତି ହେବା ପ୍ରଶ୍ନକୁ ନେଇ ଏହି ଉତ୍ତର ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ ପଦବୀ ପାଇଁ ତାଲିକା ବାହାରେ ନାହାନ୍ତି ସାଂସଦ ରାହୁଲ ଗାନ୍ଧୀ। ସେ ବି କଂଗ୍ରେସର ସଭାପତି ହୋଇପାରନ୍ତି ବେ‌ାଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସବୁଜ ସଂକେତ ଦେଇଛନ୍ତି ରାହୁଲ। ୨୦୨୪ ଜାତୀୟ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଆୟୋଜନ ହୋଇଥିବା…

ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ୫ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : ଶୁକ୍ରବାର ୫ଜଣ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଦୁଇ ଦିନରେ ମୋଟ୍‌ ୬ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସିବେ। ବିଜେପିର ମିସନ୍‌ -୨୦୨୪କୁ ସଫଳ କରିବାକୁ ତିନି କେନ୍ଦ୍ର ମନ୍ତ୍ରୀ ତିନିଟି ସଂସଦୀୟ କ୍ଷେତ୍ରରେ ଦଳର ସାଂଗଠନିକ ସମୀକ୍ଷା କରିବାର ଯୋଜନା ଅଛି।…

ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟି ବନାମ ବିଜେପି। ଦିଲ୍ଲୀରେ ଚାଲିଛି ଅପରେସନ୍‌ ଲୋଟସ୍‌ ଭର୍ସେସ୍‌ ଦୁର୍ନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍‌। ଦିଲ୍ଲୀରେ ଆପ୍‌ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଥିବା ଦାବି ଭିତରେ ଆଜି ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି…

ବିନା ଅନୁମତିରେ ଯାଞ୍ଚ କରିପାରିବନି ସିବିଆଇ :

ଭୁବନେଶ୍ୱର : ବିହାରରେ ସରକାର ପରିବର୍ତନ ହେବାପରେ ସିବିଆଇ ଲଗାତର ଭାବରେ ରାଜ୍ୟରେ ଚଢ଼ାଉ କରିଚାଲିଛି । ଅନେକ ଆରଜେଡି ନେତାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ତେବେ ଏହାରି ଭିତରେ ବିହାର ସରକାର ସିବିଆଇକୁ ଯାଞ୍ଚର ଅନୁମତି ଦେବା ବନ୍ଦ କରିପାରନ୍ତି ବୋଲି ଖବର…

ଦର ବୃଦ୍ଧିକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ।

ବଲାଙ୍ଗୀର :(ବିବି ନିୟୁଜ ବ୍ୟୁରୋ)  ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଦିନକୁଦିନ ଅହେତୁକ ଦର ବୃଦ୍ଧି ଯୋଗୁ ସାଧାରଣ ଖଟିଖିଆ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ…

ଇସ୍ତଫା ପରେ ଗୁଲାମନବୀଙ୍କ ବଡ଼ ଘୋଷଣା, କହିଲେ ଗଢ଼ିବେ ନିଜଦଳ ।

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମନବୀ ଆଜାଦ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି, ଏହା ସହ ସେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ସେ ଜମ୍ମୁ-କାଶ୍ମୀର ଫେରି ଯାଇ ନିଜର ରାଜନୈତିକ ଦଳ ଗଢିବେ ବୋଲି କହିଛନ୍ତି। ତେବେ ଆଜାଦ ବିଜେପିରେ ଯୋଗ…

ଦଳରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍ ।

ନୂଆଦିଲ୍ଲୀ : (ବିବି ନିୟୁଜ ବ୍ୟୁରୋ)  ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦ୍ୟସତା ପଦରୁ ଇସ୍ତଫା ଦେଇଛନ୍ତି ଆଜାଦ । ଶ୍ରୀ ଆଜାଦ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ…