Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୪ ବିରଳ ରୋଗର ଚିକିତ୍ସା ପାଇଁ ଦେଶରେ ଜେନେରିକ ଔଷଧ ଉପଲବ୍ଧ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୪ଟି ବିରଳ ରୋଗର ଚିକିତ୍ସା ପାଇଁ ୪ଟି ପ୍ରକାରର ଜେନେରିକ ଔଷଧର ଉତ୍ପାଦନ ଆରମ୍ଭ କରିଛି । ଏହି ଜେନେରିକ ଔଷଧ ଉତ୍ପାଦନ ଦ୍ୱାରା ସେଗୁଡ଼ିକ ଶସ୍ତାରେ ଲୋକମାନଙ୍କୁ ମିଳିପାରିବ। ୪ଟି ବିରଳ ରୋଗର ଚିକିତ୍ସା ପାଇଁ ସେହି ଔଷଧ…
ବ୍ରହ୍ମାଣ୍ଡ ଠାକୁର
ଜୟ ଜୟ ଜଗନ୍ନାଥ କମଳାର ବର l
ନୀଳସିନ୍ଧୁତଟେ ତୁମ୍ଭ ସୁନ୍ଦର ମନ୍ଦିର ll
ନୀଳ ଚକ୍ରେ ଉଡ଼ାଇଛ ପତିତପାବନ l
ଭକତବତ୍ସଳ ପ୍ରଭୋ ପତିତ ତାରଣ ll
ଶଙ୍ଖଚକ୍ର ଗଦା ପଦ୍ମ ଆଣ୍ଟେ ଧରିଅଛ l
ସୁନ୍ଦର ବଦନ ପ୍ରଭୁ ଜଗତ ମୋହୁଛ ll
କ୍ଷୀରସିନ୍ଧୁବାସ ପ୍ରଭୁ ଲୀଳାମୟ ହରି l
ଦୁଃସହଦୁର୍ଗତି ନାମେ…
ଶ୍ରୀରାମାୟଣ ବନ୍ଦନା
ବନ୍ଦେ ଶ୍ରୀରଘୁନାୟକ ବନ୍ଦେ ରାମାୟଣ l
ବନ୍ଦେ ଜାନକୀ ପାର୍ଥିବୀ ବନ୍ଦଇ ଲକ୍ଷ୍ମଣ ll
ବନ୍ଦେ ଭରତ, ଶତ୍ରୁଘ୍ନ ଭ୍ରାତୃ ଭକ୍ତ ବେନି l
ବନ୍ଦେ ଋଷ୍ୟଶୃଙ୍ଗ ଯଜ୍ଞକାରୀ ମହାମୁନି ll
ବନ୍ଦେ ଦଶରଥ ବନ୍ଦେ ବିଦେହ ରାଜନ l
ବନ୍ଦେ ରାଜା ଦଶରଥ ରାଣୀ ତିନିଜଣ ll
ବନ୍ଦେ ଶ୍ରୀସରଯୁତୀର୍ଥ…
ବଗ ପଞ୍ଚକ କଥା
ଧୋବ ଫରଫର ସୁଧାର ପକ୍ଷୀଟିଏ ବଗ l ବଗକୁ ଆମିଷଭୋଜି ପ୍ରାଣୀଟିଏ ବୋଲି ସଭିଏଁ ଜାଣନ୍ତି l ମାଛ ତାହାର ମୁଖ୍ୟ ଆହାର l ମୁଣ୍ଡରେ ବାବାଜୀ ଭଳି ଚୁରକି l ମାଛ ଖାଇ ବାବାଜୀ l ଏଣୁ ଆମିଷ ଭୋଜି ଭଣ୍ଡ ସାଧୁ ସନ୍ନ୍ୟାସୀ ମାନଙ୍କୁ ଆମେ କହି ଥାଉ ବଗୁଲା ଭଗତ l ଆମ ପୁରାଣ ସାହିତ୍ୟରେ କିନ୍ତୁ ଏହି…
ତପସ୍ୱିନୀ ବନ ମାଳତୀ
ଶ୍ରୀ ମହାଦେବ ଦାସ କୃତ ଶ୍ରୀପଦ୍ମପୁରାଣ ଅନ୍ତର୍ଗତ କାର୍ତ୍ତିକ ମାହାତ୍ମ୍ୟର ପଞ୍ଚଦଶ ଅଧ୍ୟାୟର ଏକ ସୁନ୍ଦର ଉପାଖ୍ୟାନ l ଏଥିରେ କୁହା ଯାଇଛି :-
ଧାତ୍ରୀ ତୁଳସୀ ବୃକ୍ଷ ବେନି l
ତାହାଙ୍କୁ ସଙ୍ଗତରେ ଘେନି ll
ବୈକୁଣ୍ଠେ ବିଜେ ଲକ୍ଷ୍ମୀପତି l
ଅରଣ୍ୟେ ରହିଲେ ମାଳତୀ ll
ବିଷ୍ଣୁ ଆଗମ…
ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା A++ ମାନ୍ୟତା
କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍(ନେସନାଲ ଆସେସ୍ମେଣ୍ଟ ଆଣ୍ଡ୍ ଆକ୍ରେଡିଟେସନ୍ କାଉନ୍ସିଲ୍) ପକ୍ଷରୁ A++ ମାନ୍ୟତା ମିଳିଛି। କିଛି ଦିନ ତଳେ ନାକ୍ର ୫ ଜଣିଆ ଟିମ୍…
ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ଵାଳ ସମ୍ମାନିତ
ଭୁବନେଶ୍ୱର, ତା ୨୪.୧୧ ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ବାଳଙ୍କୁ ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ସମ୍ମାନିତ କରିଛନ୍ତି। ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଆନୁକୁଲ୍ୟରେ ଏଠାରେ ଆୟୋଜିତ ଏକ ଆନ୍ତର୍ଜାତିକ କର୍ମଶାଳା ଅବସରରେ ୟୁରୋପୀୟ ଡିଜିଟାଲ ବିଶ୍ଵବିଦ୍ୟାଳୟ ତରଫରୁ ଶ୍ରୀ…
ପ୍ରଥମ ଟି-୨୦ରେ ଭାରତ ବିଜୟୀ
ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଖେଳିଥିବା ପ୍ରଥମ ଟି-୨୦ ମ୍ୟାଚରେ ବିଜୟୀ ହୋଇଛି । ଗୁରୁବାର ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୨ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନଙ୍କ ଅର୍ଦ୍ଧଶତକ ଆଗରେ ଜୋଶ ଇଙ୍ଗଲିଶଙ୍କ…
ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା, କେନ୍ଦ୍ର ଅବହେଳାକୁ ଦାୟୀ କଲେ ମେୟର
କଟକ : କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ କଟକର ଐତିହାସିକ ବାଲିଯାତ୍ରା ଜାତୀୟ ମାନ୍ୟତା ପାଇବାରୁ ବଞ୍ଚିତ ହେଉଛି। କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ସମାହାର ହେଉଛି କଟକ ବାଲିଯାତ୍ରା। ଏହାର ଗୌରବମୟ ଇତିହାସ ରହିଛି। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ…
ଆନ୍ତଃବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀ
ଚୌଦ୍ୱାର : ସ୍ଥାନୀୟ କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ଆନ୍ତଃବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀ ଓ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଗୌତମ କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଇମ୍ଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଜି.…