Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବଗ ପଞ୍ଚକ କଥା
ଧୋବ ଫରଫର ସୁଧାର ପକ୍ଷୀଟିଏ ବଗ l ବଗକୁ ଆମିଷଭୋଜି ପ୍ରାଣୀଟିଏ ବୋଲି ସଭିଏଁ ଜାଣନ୍ତି l ମାଛ ତାହାର ମୁଖ୍ୟ ଆହାର l ମୁଣ୍ଡରେ ବାବାଜୀ ଭଳି ଚୁରକି l ମାଛ ଖାଇ ବାବାଜୀ l ଏଣୁ ଆମିଷ ଭୋଜି ଭଣ୍ଡ ସାଧୁ ସନ୍ନ୍ୟାସୀ ମାନଙ୍କୁ ଆମେ କହି ଥାଉ ବଗୁଲା ଭଗତ l ଆମ ପୁରାଣ ସାହିତ୍ୟରେ କିନ୍ତୁ ଏହି…
ତପସ୍ୱିନୀ ବନ ମାଳତୀ
ଶ୍ରୀ ମହାଦେବ ଦାସ କୃତ ଶ୍ରୀପଦ୍ମପୁରାଣ ଅନ୍ତର୍ଗତ କାର୍ତ୍ତିକ ମାହାତ୍ମ୍ୟର ପଞ୍ଚଦଶ ଅଧ୍ୟାୟର ଏକ ସୁନ୍ଦର ଉପାଖ୍ୟାନ l ଏଥିରେ କୁହା ଯାଇଛି :-
ଧାତ୍ରୀ ତୁଳସୀ ବୃକ୍ଷ ବେନି l
ତାହାଙ୍କୁ ସଙ୍ଗତରେ ଘେନି ll
ବୈକୁଣ୍ଠେ ବିଜେ ଲକ୍ଷ୍ମୀପତି l
ଅରଣ୍ୟେ ରହିଲେ ମାଳତୀ ll
ବିଷ୍ଣୁ ଆଗମ…
ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା A++ ମାନ୍ୟତା
କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍(ନେସନାଲ ଆସେସ୍ମେଣ୍ଟ ଆଣ୍ଡ୍ ଆକ୍ରେଡିଟେସନ୍ କାଉନ୍ସିଲ୍) ପକ୍ଷରୁ A++ ମାନ୍ୟତା ମିଳିଛି। କିଛି ଦିନ ତଳେ ନାକ୍ର ୫ ଜଣିଆ ଟିମ୍…
ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ଵାଳ ସମ୍ମାନିତ
ଭୁବନେଶ୍ୱର, ତା ୨୪.୧୧ ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ବାଳଙ୍କୁ ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ସମ୍ମାନିତ କରିଛନ୍ତି। ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଆନୁକୁଲ୍ୟରେ ଏଠାରେ ଆୟୋଜିତ ଏକ ଆନ୍ତର୍ଜାତିକ କର୍ମଶାଳା ଅବସରରେ ୟୁରୋପୀୟ ଡିଜିଟାଲ ବିଶ୍ଵବିଦ୍ୟାଳୟ ତରଫରୁ ଶ୍ରୀ…
ପ୍ରଥମ ଟି-୨୦ରେ ଭାରତ ବିଜୟୀ
ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଖେଳିଥିବା ପ୍ରଥମ ଟି-୨୦ ମ୍ୟାଚରେ ବିଜୟୀ ହୋଇଛି । ଗୁରୁବାର ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୨ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଷନଙ୍କ ଅର୍ଦ୍ଧଶତକ ଆଗରେ ଜୋଶ ଇଙ୍ଗଲିଶଙ୍କ…
ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା, କେନ୍ଦ୍ର ଅବହେଳାକୁ ଦାୟୀ କଲେ ମେୟର
କଟକ : କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ କଟକର ଐତିହାସିକ ବାଲିଯାତ୍ରା ଜାତୀୟ ମାନ୍ୟତା ପାଇବାରୁ ବଞ୍ଚିତ ହେଉଛି। କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ସମାହାର ହେଉଛି କଟକ ବାଲିଯାତ୍ରା। ଏହାର ଗୌରବମୟ ଇତିହାସ ରହିଛି। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ…
ଆନ୍ତଃବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀ
ଚୌଦ୍ୱାର : ସ୍ଥାନୀୟ କଳିଙ୍ଗ ନୋଡାଲ ବିଦ୍ୟାପୀଠରେ ଆନ୍ତଃବିଦ୍ୟାଳୟ ବିଜ୍ଞାନ ପ୍ରଦର୍ଶନୀ ଓ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ଗୌତମ କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଇମ୍ଫାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଜି.…
ପୂର୍ବତନ ବିଧାୟକ ରସାନନ୍ଦ ସାହୁଙ୍କ ପରଲୋକ
କଟକ : କଟକ ଜିଲା ଆଠଗଡ଼ର ପ୍ରାକ୍ତନ ବିଧାୟକ ରସାନନ୍ଦ ସାହୁ (୮୭)ଙ୍କ ଗୁରୁଡ଼ିଝାଟିଆ-କୋତରସ୍ଥିତ ବାସଭବନରେ ଗୁରୁବାର ପରଲୋକ ଘଟିଛି। ଆଜି ମଧ୍ୟାହ୍ନରେ ଶ୍ରୀ ସାହୁ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ…
ପାଣ୍ଠି ଖର୍ଚ୍ଚ କରିପାରୁନାହାନ୍ତି ବିଧାୟକ ଓ ସାଂସଦ: ପଡ଼ିରହୁଛି କୋଟିକୋଟି ଟଙ୍କା
ରାଜ୍ୟର ବିଧାୟକ ଓ ସାଂସଦମାନେ ନିଜର ବାର୍ଷିକ ହାତପାଣ୍ଠିକୁ ଖର୍ଚ୍ଚ କରିପାରୁନାହାନ୍ତି । ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ପଡ଼ି ରହୁଛି । ଏପଟେ ରାଜ୍ୟ ସରକାରଙ୍କ ପାଖରେ ଜିଦ୍ କରି ବିଧାୟକମାନେ ନିଜର ହାତପାଣ୍ଠି ବୃଦ୍ଧି କରାଇ ନେବାରେ ବି ସକ୍ଷମ ହେଉଛନ୍ତି । ବିଧାୟକ ଓ ସାଂସଦମାନେ…
ସ୍କୁଲ ଛାତରୁ ପଡ଼ି ଛାତ୍ରୀ ଗୁରୁତର, ଏହି ଦୃଶ୍ୟ ଦେଖି ଅଚେତ ହୋଇଗଲେ ୧୧ ଛାତ୍ରଛାତ୍ରୀ
ରାୟଗଡ଼ା ଜିଲ୍ଲା ବାରିଝୋଲା ସ୍ଥିତ ଶ୍ରୀ ଚୈତନ୍ୟ ନାମକ ଘରୋଇ ସ୍କୁଲର ପ୍ରଥମ ମହଲାରୁ ପଡ଼ି ଜଣେ ଛାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଏହି ଦୃଶ୍ୟ ଦେଖି ୧୧ ଜଣ ଛାତ୍ରଛାତ୍ରୀ ଅଚେତ ହୋଇପଡ଼ିଥିଲେ।
ସ୍କୁଲର ପ୍ରଥମ ମହଲାରୁ ପଡ଼ି ଆହତ ହୋଇଥିବା ଛାତ୍ରୀଙ୍କ ନାଁ ଆରାଧନା ମିଶ୍ର। ସେ ଦଶମ…