Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜଧାନୀରେ ଚାଞ୍ଚଲ୍ୟ: ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା
ଭୁବନେଶ୍ବର: ରାଜଧାନୀରେ ପୁଣି ଡକାୟତଙ୍କ ଆତଙ୍କ। ଦିନ ଦ୍ୱିପ୍ରହରରେ ନନ୍ଦନକାନନ ମାରୁତି ରେସିଡେନ୍ସି ଅଞ୍ଚଳରୁ ସଶସ୍ତ୍ର ଡକାୟତି। ଦମ୍ପତିଙ୍କୁ ବାଥରୁମରେ ବନ୍ଦ କରି ଲୁଟିନେଲେ ସୁନା ଗହଣା । ଅଭିଯୋଗ ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍।
ସୂଚନା ମୁତାବକ ଲୋକେ ଘରେ ଥିବା…
ମାଲକାନଗିରି ସଡ଼କ ଦୁର୍ଘଟଣାରେ ୬ ଶ୍ରମିକଙ୍କ ମୃତ୍ୟୁ: ଶୋକ ପ୍ରକାଶ ସହ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍
ସୋନପୁର: ତିନି ବର୍ଷ ତଳେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ସୁବର୍ଣ୍ଣପୁର ଏଡିଜେ ପୂର୍ଣ୍ଣିମା ଜେନା ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ତାଙ୍କ ରାୟ ଶୁଣାଇଛନ୍ତି। ମାମଲାର ଅଭିଯୁକ୍ତ ବୀରମହାରାଜପୁର ଥାନା ତେନ୍ତୁଳିମହଦା ଗାଁର ସୁନୀଲ ଓରଫ ସମୀର ସାହୁକୁ ଆଇପିସି ଧାରା…
୪ ବିରଳ ରୋଗର ଚିକିତ୍ସା ପାଇଁ ଦେଶରେ ଜେନେରିକ ଔଷଧ ଉପଲବ୍ଧ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୪ଟି ବିରଳ ରୋଗର ଚିକିତ୍ସା ପାଇଁ ୪ଟି ପ୍ରକାରର ଜେନେରିକ ଔଷଧର ଉତ୍ପାଦନ ଆରମ୍ଭ କରିଛି । ଏହି ଜେନେରିକ ଔଷଧ ଉତ୍ପାଦନ ଦ୍ୱାରା ସେଗୁଡ଼ିକ ଶସ୍ତାରେ ଲୋକମାନଙ୍କୁ ମିଳିପାରିବ। ୪ଟି ବିରଳ ରୋଗର ଚିକିତ୍ସା ପାଇଁ ସେହି ଔଷଧ…
ବ୍ରହ୍ମାଣ୍ଡ ଠାକୁର
ଜୟ ଜୟ ଜଗନ୍ନାଥ କମଳାର ବର l
ନୀଳସିନ୍ଧୁତଟେ ତୁମ୍ଭ ସୁନ୍ଦର ମନ୍ଦିର ll
ନୀଳ ଚକ୍ରେ ଉଡ଼ାଇଛ ପତିତପାବନ l
ଭକତବତ୍ସଳ ପ୍ରଭୋ ପତିତ ତାରଣ ll
ଶଙ୍ଖଚକ୍ର ଗଦା ପଦ୍ମ ଆଣ୍ଟେ ଧରିଅଛ l
ସୁନ୍ଦର ବଦନ ପ୍ରଭୁ ଜଗତ ମୋହୁଛ ll
କ୍ଷୀରସିନ୍ଧୁବାସ ପ୍ରଭୁ ଲୀଳାମୟ ହରି l
ଦୁଃସହଦୁର୍ଗତି ନାମେ…
ଶ୍ରୀରାମାୟଣ ବନ୍ଦନା
ବନ୍ଦେ ଶ୍ରୀରଘୁନାୟକ ବନ୍ଦେ ରାମାୟଣ l
ବନ୍ଦେ ଜାନକୀ ପାର୍ଥିବୀ ବନ୍ଦଇ ଲକ୍ଷ୍ମଣ ll
ବନ୍ଦେ ଭରତ, ଶତ୍ରୁଘ୍ନ ଭ୍ରାତୃ ଭକ୍ତ ବେନି l
ବନ୍ଦେ ଋଷ୍ୟଶୃଙ୍ଗ ଯଜ୍ଞକାରୀ ମହାମୁନି ll
ବନ୍ଦେ ଦଶରଥ ବନ୍ଦେ ବିଦେହ ରାଜନ l
ବନ୍ଦେ ରାଜା ଦଶରଥ ରାଣୀ ତିନିଜଣ ll
ବନ୍ଦେ ଶ୍ରୀସରଯୁତୀର୍ଥ…
ବଗ ପଞ୍ଚକ କଥା
ଧୋବ ଫରଫର ସୁଧାର ପକ୍ଷୀଟିଏ ବଗ l ବଗକୁ ଆମିଷଭୋଜି ପ୍ରାଣୀଟିଏ ବୋଲି ସଭିଏଁ ଜାଣନ୍ତି l ମାଛ ତାହାର ମୁଖ୍ୟ ଆହାର l ମୁଣ୍ଡରେ ବାବାଜୀ ଭଳି ଚୁରକି l ମାଛ ଖାଇ ବାବାଜୀ l ଏଣୁ ଆମିଷ ଭୋଜି ଭଣ୍ଡ ସାଧୁ ସନ୍ନ୍ୟାସୀ ମାନଙ୍କୁ ଆମେ କହି ଥାଉ ବଗୁଲା ଭଗତ l ଆମ ପୁରାଣ ସାହିତ୍ୟରେ କିନ୍ତୁ ଏହି…
ତପସ୍ୱିନୀ ବନ ମାଳତୀ
ଶ୍ରୀ ମହାଦେବ ଦାସ କୃତ ଶ୍ରୀପଦ୍ମପୁରାଣ ଅନ୍ତର୍ଗତ କାର୍ତ୍ତିକ ମାହାତ୍ମ୍ୟର ପଞ୍ଚଦଶ ଅଧ୍ୟାୟର ଏକ ସୁନ୍ଦର ଉପାଖ୍ୟାନ l ଏଥିରେ କୁହା ଯାଇଛି :-
ଧାତ୍ରୀ ତୁଳସୀ ବୃକ୍ଷ ବେନି l
ତାହାଙ୍କୁ ସଙ୍ଗତରେ ଘେନି ll
ବୈକୁଣ୍ଠେ ବିଜେ ଲକ୍ଷ୍ମୀପତି l
ଅରଣ୍ୟେ ରହିଲେ ମାଳତୀ ll
ବିଷ୍ଣୁ ଆଗମ…
ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା A++ ମାନ୍ୟତା
କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍(ନେସନାଲ ଆସେସ୍ମେଣ୍ଟ ଆଣ୍ଡ୍ ଆକ୍ରେଡିଟେସନ୍ କାଉନ୍ସିଲ୍) ପକ୍ଷରୁ A++ ମାନ୍ୟତା ମିଳିଛି। କିଛି ଦିନ ତଳେ ନାକ୍ର ୫ ଜଣିଆ ଟିମ୍…
ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ଵାଳ ସମ୍ମାନିତ
ଭୁବନେଶ୍ୱର, ତା ୨୪.୧୧ ବରିଷ୍ଠ ପ୍ରଶାସକ କୂଳମଣି ବିଶ୍ବାଳଙ୍କୁ ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ସମ୍ମାନିତ କରିଛନ୍ତି। ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ଆନୁକୁଲ୍ୟରେ ଏଠାରେ ଆୟୋଜିତ ଏକ ଆନ୍ତର୍ଜାତିକ କର୍ମଶାଳା ଅବସରରେ ୟୁରୋପୀୟ ଡିଜିଟାଲ ବିଶ୍ଵବିଦ୍ୟାଳୟ ତରଫରୁ ଶ୍ରୀ…