Browsing Category

ଓଡିଶା

ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପୁରୀରେ ପହଞ୍ଚିଛନ୍ତି। ସେ ଆଜି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ପୁରୀ ଗସ୍ତ ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଶ୍ରୀ ବିଶ୍ବ ଶର୍ମା ସିଂହଦ୍ଵାରରେ…

ନମସ୍ତେ ଭୁବନ ଭାସ୍କର

ନମସ୍ତେ ଭୁବନ ଭାସ୍କର l ସପ୍ତ ରଶ୍ମିରେ ତେଜସ୍କର ll ନମସ୍ତେ ସୂର୍ଯ୍ୟନାରାୟଣ l କଶ୍ୟପ ଋଷିଙ୍କ ନନ୍ଦନ ll ନମସ୍ତେ ନମସ୍ତେ ଆଦିତ୍ୟ l ଅଦିତି ମାତାଙ୍କର ସୂତ ll ନମସ୍ତେ ଦେବ ଦିବାକର l ରଶ୍ମି ତୋ ଅତୀବ ପ୍ରଖର ll ନମସ୍ତେ ପ୍ରଭୁ ଦିନମଣି l ଆଗମେ ଚଳାଚଳ ପ୍ରାଣୀ ll ନମସ୍ତେ…

ସମ୍ବିଧାନ ଦିବସରେ ଆଇନ ସଚେତନତା ଶିବିର

ନବରଙ୍ଗପୁର: ସ୍ଥାନୀୟ ଜିଲା ଅଦାଲତ ପରିସରରେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସମ୍ବିଧାନ ଦିବସ ଅବସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକକରଣର ଅଧ୍ୟକ୍ଷ ତଥା ଜିଲା ଓ ଦୌରାବିଚାରପତି ସଂଜୀବ ଦୁବେଙ୍କ…

ଗଡ଼ିଲା ନୂତନ ସାପ୍ତାହିକ ଶାଲିମାର-ବାଦାମପାହାଡ଼, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍‌ ଟ୍ରେନ୍‌

ରାଇରଙ୍ଗପୁର: ଗତ ୨୧ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିଥିବା ସାପ୍ତାହିକ ଏକ୍ସପ୍ରେସ ଟ୍ରେସ୍‌ ‘ଶାଲିମାର-ବାଦାମପହାଡ଼ ଓ ବାଦାମପହାଡ଼-ରାଉରକେଲା ଟ୍ରେନ୍‌ ନିର୍ଧାରିତ ସମୟାନୁସାର ଶନିବାର ଠାରୁ ସମୟ ରାତ୍ରି ୧୧:୩୦ ମଧ୍ୟରାତ୍ରିରେ କୋଲକାତା/ଶାଲିମାର ଷ୍ଟେସନରୁ…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ଭକ୍ତଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ଏହି ଅବସରରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ଓ ଦର୍ଶନ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ହୋଇଛି।…

ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

ଭୁବନେଶ୍ୱର : ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ୱ ସବୁଠୁ ଉପରେ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଆଜି କିସ୍‍ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦ୍‍ବୋଧନ ଦେଇ କହିଲେ, କୌଣସି କାମ…

ରାୟଗଡ଼ାରେ ଗଡ଼ିଲା ୫୨ ଲକ୍ଷ୍ମୀ ବସ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍‌ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସେବାକୁ ଶୁଭାରମ୍ଭ କରିଛନ୍ତି। ‌ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚଳାଚଳ କରିବ ଏବଂ ସମସ୍ତ ୧୮୨ଟି ପଞ୍ଚାୟତରେ ସେବା ଯୋଗାଇବ। ଲକ୍ଷ୍ମୀ ଯୋଜନା ଘରେଘରେ ଖୁସି ଆଣିବ…

ସେଁପୁର ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ଭବାନୀପାଟଣା: ବୋର୍ଡ଼ା ୨୫|୧୧ : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷାବର୍ଷ ୨୦୨୩-୨୪ ର ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ମକରଧ୍ଵଜ ସାହୁଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି…

ଆଜି ଆସୁଛନ୍ତି ରାଷ୍ଟ୍ରପତି: ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର(୨୬ ତାରିଖ) ସନ୍ଧ୍ୟା ୬ଟାରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ଶ୍ରୀମତୀ ମୁର୍ମୁ। ଏହା ପରେ କଡ଼ା ସୁରକ୍ଷା ବଳୟରେ ରାଜଭବନ ଯିବେ। ସେଠାରେ…

ପୁଣି ଅଶାନ୍ତ ବ‌ିଜେବି କ୍ୟାମ୍ପସ: ଛାତ୍ରୀଙ୍କ ଓଢ଼ଣି ଟାଣି ଦୁଷ୍କର୍ମ ଧମକ

ଭୁବନେଶ୍ବର: ସ୍କର୍ପିଓ ଧରି କ୍ୟାମ୍ପସରେ ପଶିଲେ। କେହି କିଛି ବୁଝିବା ପୂର୍ବରୁ ଜଣେ ଛାତ୍ରୀଙ୍କ ଓଢ଼ଣି ଟାଣାଓଟରା କଲେ। ଆଉ ଦୁଷ୍କର୍ମ ପାଇଁ ଧମକ ଦେଇ ଚାଲିଗଲେ। ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ। ଏହାକୁ ନେଇ କ୍ୟାମ୍ପସରେ…