Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନାରଦଙ୍କ ବାନର ମୁଖ
ନାରଦଙ୍କ ବାନର ମୁଖ
===============
ଗୋସ୍ବାମୀ ତୁଳସୀ ଦାସ ବିରଚିତ ଶ୍ରୀରାମ ଚରିତ ମାନସର ଉପାଖ୍ୟାନ l ଦିନେ ହରହର ମହାଦେବ ମାଆ ପାର୍ବତୀଙ୍କୁ ଭଗଵାନ ଶ୍ରୀହରିଙ୍କ ଅବତାର ଓ ମନୁଷ୍ୟ ଶରୀର ଧାରଣ କରିବାର କାରଣ କାହାଣୀ ଶୁଣାଉଥାନ୍ତି l କଥାପ୍ରସଙ୍ଗରେ ମହାଦେବ କହିଲେ ଥରେ ନାରଦ…
ଶିବସ୍ତୁତି
ଶିବସ୍ତୁତି
========
ଅଙ୍କେ ଯାହାଙ୍କର ହିମାଦ୍ରୀ ତନୟା ,
ମସ୍ତକେ ପାବନୀ ଗଙ୍ଗେ l
ଲଲାଟ ପଟଳେ ବାଳ ଇନ୍ଦୁ ଶୋଭା
କଣ୍ଠେ ଗରଳ ଭୁଜଙ୍ଗେ ll
ଭଷ୍ମ ବିଲେପିତ ସର୍ବାଙ୍କ ଶରୀର
ଦେବାଧି ଦେବ ସଂହାରୀ l
ଶଶିନିଭ ରୂପ ଆହେ ସର୍ବ ବ୍ୟାପ,
ରକ୍ଷା କର ହେ କାମାରି ll
ସର୍ଵ ଧର୍ମ ରୂପୀ…
କାନୀନ ପୁତ୍ର ରାଧେୟ
ଭଗବାନ୍ ଶ୍ରୀକୃଷ୍ଣଙ୍କ ପିତା ବସୁଦେବଙ୍କ ପିତା ଥିଲେ ଯଦୁଶ୍ରେଷ୍ଠ ସୁରସେନ l ସୁରସେନଙ୍କ ପୃଥା ନାମରେ ଏକ କନ୍ୟା ଥିଲା l ସୁରସେନଙ୍କ ପିଉସୀ ପୁଅ ଭାଇ ଥିଲେ, ନାଗରାଜ, କୁନ୍ତୀଭୋଜ l ତାଙ୍କର କୌଣସି ସନ୍ତାନ ସନ୍ତତି ନଥିବାରୁ ସେ ପୃଥାଙ୍କୁ ନିଜ ପାଳିତା କନ୍ୟା ଭାବେ ଗ୍ରହଣ କଲେ l ପୃଥା,…
ବାଣୀ ବନ୍ଦନା
ନମସ୍ତେ ମାତ ବୀଣାପାଣି l
ବୀଣା ଝଂକାରେ ବେଦ ଭଣି ll
ନମସ୍ତେ ମାତ ନାରାୟଣୀ l
ତୁ କାବ୍ୟକଳା ଠାକୁରାଣି ll
ନମସ୍ତେ ଗାୟତ୍ରୀ ସାବିତ୍ରୀ l
ଗାୟତ୍ରୀ ଛନ୍ଦେ ତୋର ସ୍ତୁତି ll
ନମସ୍ତେ ନମଃ ଆଦିମାତେ l
କବି ଜନନୀ ନମସ୍ତୁତେ ll
ନମସ୍ତେ ମାତ ତୁ ଶାରଦା l
ବର ପ୍ରଦାନୀ ତୁ ବରଦା ll…
ସୁରମ୍ୟ ସ୍ବର୍ଣ୍ଣମୟୀ ଲଙ୍କା
ରାମଦୂତ ମହାବୀର ହନୁମାନ ସୀତା ଠାବକରିବା ପାଇଁ ମେଘ ସଦୃଶ ଏକ ପର୍ବତ ଆକାର ରୂପ ଧରି ମହା ବେଗରେ ଶତ ଯୋଜନ ଅତିକ୍ରମ କରି ଯାଇ ସାଗରର ଅପର ପାର୍ଶ୍ୱରେ ପହଞ୍ଚି ଗଲେ l ଲଙ୍କାର ରମଣୀୟ ବନରାଜି ତାଙ୍କର ଦୃଷ୍ଟିଗୋଚର ହେଲା l ରାକ୍ଷସ ମାନଙ୍କ ସନ୍ଦେହରେ ପଡ଼ିବେ ବୋଲି ଭାବି ସେ ନିଜର ବିଶାଳ…
ବନ୍ଦେ ପ୍ରଭୁ ହନୁମାନ
ବନ୍ଦେ ପ୍ରଭୁ ହନୁମାନ ଅଞ୍ଜନାର ବଳା l
ମହା ବଳବନ୍ତ ପ୍ରଭୁ ସ୍ୱର୍ଣ୍ଣଲଙ୍କା ଜଳା ll
ଜୟ ସଂକଟହରଣ ଜୟ ହେ ମାରୁତି l
ପବନ ନନ୍ଦନ ତୁମ ବାୟୁବେଗ ଗତି ll
ମହା ମେଘ ରୂପ ଧରି ସାଗର ଲଙ୍ଘିଲ l
ଲଙ୍କାପୁର ଲଙ୍କିନିକୁ ଚାପୁଡ଼େ ମାରିଲ ll
ଅଶୋକକାନନେ ପଶି ବନ ଉଜାଡ଼ିଲ l
ସୀତା ଠାବକରି…
ରେଳଉପରେ କବିତା ଲିଖନ
ହଲି ହଲି ଚାଲି ବାଷ୍ପୀୟ ଶକଟ l
ବିଳାଶପୂରର ହୋଇଛି ନିକଟ ll
ଋଷିକେଶ ଠାରୁ ବିଳମ୍ୱେ ବହାରି l
ହୋଇଅଛି ଏବେ ଦଶଘଣ୍ଟା ଡେରି ll
ବୁଲି ବୁଲି ବୁଲି କେତେ ବାଟ ବୁଲି l
ଚାଲିଅଛି ଯାନ ଧୀରେ ଝୁଲି ଝୁଲି ll
ଯାନ ନାମ ଭାଇ କଳିଙ୍ଗ ଉତ୍କଳ l
ଯାତାୟତେ କେବେ ନହୁଏ ଚଞ୍ଚଳ ll
ଉତ୍କଳର ସାଥେ…
ମହନୀୟା ମନ୍ଥରା
ରାମାୟଣ ଯୁଗରେ ଆମ ଆର୍ଯ୍ୟଭୂମି ଭାରତବର୍ଷର ଉତ୍ତର ପଶ୍ଚିମ ଦିଗରେ କେକେୟ ବୋଲି ଗୋଟିଏ ଅତ୍ୟନ୍ତ ସମୃଦ୍ଧିଶାଳୀ ରାଜ୍ୟ ଥିଲା l ରାଜ୍ୟର ରାଜା ଥିଲେ ଅଶ୍ଵପତି l ସୂର୍ଯ୍ୟ ବଂଶୀ ମାନେ ରାଜତ୍ଵ କରୁ ଥିବା କୋଶଳ ସହିତ କେକେୟ ବହୁକାଳ ପର୍ଯ୍ୟନ୍ତ ମିତ୍ରତା ସୂତ୍ରରେ ଆବଦ୍ଧଥିଲା l ରାଜା…
କମଳା କାନ୍ତ ହେ କମଳା କାନ୍ତ
କମଳାକାନ୍ତ ହେ କମଳାକାନ୍ତ l
କମଳା ବଲ୍ଲଭ କଳା ସାଆନ୍ତ ll
ଦଳିତ ଅଞ୍ଜନ ଚିକ୍କଣ କଳା l
ସୁନ୍ଦର ବଦନ ଶ୍ରୀଚକାଡୋଳା ll
କଳପ ବଟର ମୁଳରେ ବସି l
ଦାରୁବ୍ରହ୍ମ ଅଛ ଲୀଳା ପ୍ରକାଶି ll
କରେ ଶଙ୍ଖ ଚକ୍ର ସୁଦରଶନ l
କୌମଦକୀ ଗଦା କି ଶୋଭାବନ ll
ସରବ ସୌନ୍ଦର୍ଯ୍ୟ ଉପମା…
ମହାଲକ୍ଷ୍ମୀଙ୍କ ଭକ୍ତ ବଳରାମ ଦାସ
ସେଦିନ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା l ଭକ୍ତମାନଙ୍କ ହରିବୋଲ ଘଣ୍ଟ ଘଣ୍ଟା ଧ୍ୱନୀରେ ବଡ଼ ଦାଣ୍ଡ ଉଛୁଳି ପଡୁଛି l ମହାପ୍ରଭୁ ସଜ ହେଉଥାନ୍ତି, ଗୁଣ୍ଡିଚା ଯାତ୍ରା ପାଇଁ l ମା' ଲକ୍ଷ୍ମୀଙ୍କୁ ମହାପ୍ରଭୁ କହିଲେ, 'ଶୁଣିଲଣି ଆମେ ଭାଇ ଭଉଣୀ ରଥଚଢ଼ି ଗୁଣ୍ଡିଚା ମନ୍ଦିର ଯିବୁ ପଥରେ ମାଉସୀମାଆ ଘରେ…