Browsing Category

ଓଡିଶା

ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ଆଜି ସକାଳେ ସେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି।

ଭୁବନେଶ୍ବର: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ଆଜି ସକାଳେ ସେ ଝାରପଡ଼ା ଜେଲରୁ ମୁକୁଳିଛନ୍ତି। କିନ୍ତୁ ଗଣମାଧ୍ୟମ ଆଗରେ ବୟାନ ଦେବା ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ସତର୍କତା ଅବଲମ୍ବନ ପାଳନ କରିବାକୁ ପଡ଼ିବ ବୋଲି ତାଙ୍କ ଓକିଲ ଜୟଦୀପ ପାଲ୍ କହିଛନ୍ତି। ଅର୍ଚ୍ଚନା ନାଗ ଠିକ୍ ସମୟରେ କୋର୍ଟ…

ପର୍ଯ୍ୟଟନ ପରିଚାଳନା କର୍ମଶାଳା ଉଦ୍‌ଘାଟିତ: ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଜାଣିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୧୪ ଦିନିଆ ପର୍ଯ୍ୟଟନ ପରିଚାଳନା କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ଉଦ୍‌ଘାଟନ କରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି କହିଲେ ଯେ ରାଜ୍ୟର ସଂସ୍କୃତି ଓ…

ଚାଷୀମାନଙ୍କୁ କ୍ଷତିପୂରଣ ଓ କୃଷିଋଣ ଛାଡ ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲା କୃଷକମୋର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାରେ ଡିସେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲାରେ ଧାନ, କପା ଓ ପନିପରିବା ଫସଲହାନି ଘଟି ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ…

ଓଡ଼ିଶା ପୁଲିସର ’ମାନବ ଅଧିକାର ସଚେତନତା’ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା: ଓଡ଼ିଆରେ ଗୀତାଞ୍ଜଳି ସାମଲ ଓ ଇଂରାଜୀରେ…

ଭୁବନେଶ୍ୱର: ଆଜି ଓଡ଼ିଶା ପୁଲିସ ଆନୁକୂଲ୍ୟରେ ପୁଲିସ ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ରେଞ୍ଜର ମୋଟ ୨୮ଜଣ ପୁଲିସ ଅଧିକାରୀ ଅଂଶଗ୍ରହଣ କରି ‘ମାନବ ଅଧିକାର…

ମାଆ ଡକାୟତ କାଳି

ମାଆ ଡକାୟତ କାଳି ============== ଉନବିଂଶ ଶତାବ୍ଦୀର ଶେଷଆଡ଼କୁ ଭାରତବର୍ଷରେ ବ୍ରିଟିଶ ଶାସନ ପାଇଁ, ଗୋଟିଏ ବଡ଼ ସମସ୍ୟା ଉଭା ହୋଇଥିଲା ସଶସ୍ତ୍ର ଡକାୟତି l ସେତେବେଳେ ଏହି ସମସ୍ୟା ଏତେ ଉତ୍କଟରୂପ ଧାରଣକଲା ଯେ ବ୍ରିଟିଶ ଶାସନ ଏହାର ମୁକାବିଲା ପାଇଁ ଠଗୀ ଆଇନ କରି ସ୍ଵତନ୍ତ୍ର ଠଗୀ ଓ…

ନମସ୍ତେ ମାତା ମହାକାଳୀ

ନମସ୍ତେ ମାତା ମହାକାଳୀ ============= ନମସ୍ତେ ମାତା ମହାକାଳୀ l ତ୍ରିନେତ୍ରା ପ୍ରଚଣ୍ଡ ପ୍ରଜ୍ବଳି ll ନମସ୍ତେ ନମସ୍ତେ ମା ଶ୍ୟାମା l ଅଟୁ ମା ଶଙ୍କରଙ୍କ ବାମା ll ନମସ୍ତେ ମାତା ଭୟଙ୍କରୀ l ବୁଲୁ ମା ଯୋଗ୍ନିଗଣ ଧରି ll ନମସ୍ତେ ଉନ୍ମୁକ୍ତା ଜଘନୀ l ସନ୍ତାନ ବତ୍ସଳା ଜନନୀ ll…

କେତେକ ଅସମ୍ଭବ କାମ ବି କରିବାକୁ ପଡ଼େ: ଧାରା ୩୭୦ ରାୟ ଶୁଣାଣି ପୂର୍ବରୁ କହିଲେ କପିଲ୍‌ ସିବଲ୍‌

ନୂଆଦିଲ୍ଲୀ: କିଛି ଅସମ୍ଭବ କାମ ବି କରିବାକୁ ପଡ଼େ ବୋଲି ଆଜି ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇବା ଆଗରୁ ବରିଷ୍ଠ ଆଡ୍‌ଭୋକେଟ୍‌ କପିଳ ସିବଲ୍‌ କହିଛନ୍ତି। ସମ୍ବିଧାନର ଧାର ୩୭୦ ଉଚ୍ଛେଦ କରାଯିବାର ବୈଧତାକୁ ଚାଲେଞ୍ଜ୍‌ କରିଥିବା…

ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି: ତିନି ଠାକୁର ପରିଧାନ କରିବେ ଶ୍ବେତ ବସ୍ତ୍ର

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପାଳିତ ଦେବ ଦୀପାବଳି। ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଦେବ ଦୀପାବଳୀ ନୀତି ଆରମ୍ଭ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ତେବେ…

ଜଷ୍ଟିସ୍‌ ଏମ୍‌ଏମ୍‌ କୁମାରଙ୍କ ଘୋଷଣା, ଡିସେମ୍ବର ୨୧ରେ ହେବ ଡବ୍ଲ୍ୟୁଏଫଆଇ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୧ ତାରିଖରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ)ର ବହୁ ପ୍ରତୀକ୍ଷିତ ନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ଭୋଟ୍‌ ଗ୍ରହଣ, ଗଣତି ଓ ଫଳାଫଳ ପ୍ରକାଶ କରାଯିବ ବୋଲି ନିର୍ବାଚନ ଅଧିକାରୀ ଜଷ୍ଟିସ୍‌ ଏମ୍‌ଏମ୍‌ କୁମାର ଘୋଷଣା କରିଛନ୍ତି। ଅଗଷ୍ଟ ୭ରେ ଜାରି…

‘ଧାରା ୩୭୦’ ; ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ଧାରା ୩୭୦କୁ ହଟାଇବା ପାଇଁ…