Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୋହନ ଯାଦବ ଶପଥ ନେବା ପରେ ସେ ଯେଉଁ ଆଦେଶ ଜାରି କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି ।
ଭୋପାଳ: ମୋହନ ଯାଦବ ବୁଧବାରଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ଯେଉଁ ଆଦେଶ ଜାରି କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଦେଶଟି ହେଉଛି, ଧାର୍ମିକ ସ୍ଥଳରେ ଉଚ୍ଚ ସ୍ବରରେ ଲାଉଡସ୍ପିକର ବାଜିପାରିବ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ…
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ
ରାୟପୁର: ବିଷ୍ଣୁଦେଓ ସାଏ ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବୁଧବାର ରାୟପୁର ସାଇନ୍ସ କଲେଜ ପରିସରରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ବିଜେପି ବିଧାୟକ ଅରୁଣ ସାଓ ଓ ବିଜୟ…
ମାଲ୍ୟବନ୍ତ ମହୋତ୍ସବ ନେଇ ପଥଉତ୍ସବ
ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲା ପ୍ରଶାସନ ତରଫରୁ ଜିଲାପାଳଙ୍କ କାର୍ୟ୍ୟାଳୟ ଛକ ଠାରୁ ଡିଏନକେ ଛକ ପର୍ୟ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ରାଜସ୍ବ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲାପାଳ ସାଧାରଣ ତ୍ରିନାଥ…
World Human Rights Day Celebrated by International Institute of Lifestyle Management
Kolkata (11/12):United Nation’s World Human Rights Day was celebrated by International Institute of Lifestyle Management in collaboration with Pragyan Foundation at Hotel Hindustan International on 10th December, 2023 .
In commemoration…
ଓଡ଼ଗାଁ ବ୍ଲକ୍ ପାଇଁ ଗୌରବ ସାଜିଲେ ତମନ୍ନା ଓ ନୀଲମ୍
ଓଡ଼ଗାଁ,୧୩/୧୨(ନି.ପ୍ର):ଗତ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ୩୩ତମ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ସେମିନାର୍ ଅନୁଷ୍ଠିତ ହୋଇଥିଲା।ଉକ୍ତ ପ୍ରଦର୍ଶନୀରେ ଜୁନିୟର ବିଭାଗରେ ସରକାରୀ ଉ.ପ୍ରା.ବିଦ୍ୟାଳୟ,ଦଣ୍ଡୋରର ଚତୁର୍ଥଶ୍ରେଣୀ…
୨୦ ଫୁଟ୍ ଗଭୀର ପରିତ୍ୟକ୍ତ ନଳକୂପରୁ ସୁରକ୍ଷିତ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା
ସମ୍ବଲପୁର: କଥାରେ ଅଛି ରଖେ ହରି ମାରେ କିଏ? ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ମଙ୍ଗଳବାର ଦିନ ଘଟିଥିବା ଘଟଣା ଏହି ଉକ୍ତିକୁ ପ୍ରମାଣିତ କରିଛି। ନବଜାତକୁ ମାରିବା ପାଇଁ ହୋଇଥିବା ଯୋଜନା ବିଫଳ ହୋଇଛି। ଉଦ୍ଧାରକାରୀ ଟିମ୍ ସଫଳତାର ସହିତ…
କେନ୍ଦୁଝର ୧୩ଟି ବ୍ଲକର ଜନଜାତିଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ଓ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଛି।
କେନ୍ଦୁଝର: ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝର ପକ୍ଷରୁ ମଙ୍ଗଳବାର ଅଡିଟୋରିୟମଠାରେ ଜିଲାର ୧୩ଟି ବ୍ଲକର ଜନଜାତିଙ୍କୁ ପାରମ୍ପରିକ ବାଦ୍ୟଯନ୍ତ୍ର ଓ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରାଯାଇଛି। ଏହି ଉପଲକ୍ଷେ ଅଡିଟୋରିୟମଠାରେ ଆୟୋଜିତ ସମାରୋହରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର…
ଜଙ୍ଗଲରେ ଘୁରି ବୁଲୁଛନ୍ତି ହାତୀପଲ: ଚିନ୍ତାରେ ବନ ବିଭାଗ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ
ଫୁଲବାଣୀ :ଗତ କିଛି ଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକ ହାତୀପଲ ଘୁରି ବୁଲୁଛନ୍ତି। ଏହି ପଲରେ ୧୩ରୁ ଅଧିକ ହାତୀ ଥିବା ଗ୍ରାମବାସୀ କହୁଛନ୍ତି। ହାତୀପଲ ବୌଦ୍ଧ ଜିଲାରୁ କନ୍ଧମାଳ ଜଙ୍ଗଲରେ ପଶିଥିବା ଅନୁମାନ କରାଯାଉଛି। କିଛି ଦିନ ତଳେ ହାତୀପଲ ଚକାପାଦ ଅଞ୍ଚଳରେ ପଶି ଅନେକ…
ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, ବାଚସ୍ପତି ହେବେ ବାସୁଦେବ ଦେବନାନୀ
ଜୟପୁର:ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ପ୍ରଥମଥର ସାଙ୍ଗନୌର ଆସନରୁ ବିଜୟୀ ହୋଇଥିବା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ମୋହର ମାରିଛି। ଜୟପୁରରେ ମଙ୍ଗଳବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଭଜନ ଲାଲ ଶର୍ମାଙ୍କ ନାମକୁ…
ରୁଚି ଫୁଡଲାଇନର ନୂଆ ଉତ୍ପାଦ ହଳଦୀ କ୍ୟାପ୍ସୁଲ ‘ହେଲୋ ଆୟୁର୍ବେଦ’କୁ ଉନ୍ମୋଚନ କରାଯାଇଛି।
ଭୁବନେଶ୍ବର: ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜିତ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଲେଟସ ସଟଲ ୨.୦’ ମଞ୍ଚରେ ରୁଚି ଫୁଡଲାଇନର ନୂଆ ଉତ୍ପାଦ ହଳଦୀ କ୍ୟାପ୍ସୁଲ ‘ହେଲୋ ଆୟୁର୍ବେଦ’କୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ରୁଚି ପରିବାରର ମୁଖ୍ୟ ଶରତ କୁମାର ସାହୁ କହିଛନ୍ତି ଯେ କରୋନା ସମୟରୁ ଆମେ ରୋଗ…