Browsing Category

ଓଡିଶା

କିରିବୁରୁ-ବାଂଶପାଣି ରେଳଲାଇନ୍‌ ଖୁବ୍‌ ଶୀଘ୍ର, କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳପ୍ରକଳ୍ପ କାର୍ଯ୍ୟାରମ୍ଭ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ଆଜି ନୂଆଦିଲ୍ଲୀରେ ଶ୍ରୀ ଓରାମ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଜିଲ୍ଲାରେ ରେଳ ବିକାଶକୁ ପ୍ରାଥମିକତା…

ଡିସେମ୍ବର ୨୨ରେ ମାଓବାଦୀଙ୍କ ଭାରତବନ୍ଦ ଡାକରା

ବିଶ୍ରା: ଓଡ଼ିଶା ସୀମା ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲରେ ଗତ କିଛିଦିନ ଧରି ମାଓବାଦୀଙ୍କ ଆତଙ୍କ ଜାରିରହିଛି। ଏଭଳି ସ୍ଥିତିରେ ସେମାନେ ଡିସେମ୍ବରରେ ୨୨ରେ ଭାରତ ବନ୍ଦ ପାଇଁ ଆହ୍ଵାନ ଦେଇଛନ୍ତି। ଏହି ସୂଚନା ସିପିଆଇ ମାଓବାଦୀ ସଂଗଠନର ସାଉଥ୍‌ ସବ୍‌ଜୋନାଲ୍‌ ବ୍ୟୁରୋ ମୁଖ୍ୟ ପ୍ରବକ୍ତା ସମତା ଦ୍ଵାରା…

ପାସ ଦେଇଥିବା ବିଜେପି ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ୧୪ ସାଂସଦ ନିଲମ୍ବିତ

ଡେସ୍କ: ଚଳିତ ଶୀତକାଳୀନ ଅଧିବେଶନରେ ଗୃହ ଚାଲିଥିବା ବେଳେ ଦୁଇ ଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରୀରୁ ହଠାତ ଡେଇଁ ପଡି ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଉପରେ ଡେଇଁବା ଆରମ୍ଭ କରିଥିଲେ। ସେମାନେ ମଧ୍ୟ ନିଜ ସହ ନେଇଥିବା ଏକ କ୍ୟାନରୁ ହଳଦିଆ ଗ୍ୟାସ ନିର୍ଗତ ହେଉଥିବା ଜଣାପଡିଥିଲା। ଏହି ଘଟଣାରେ…

କୋଚିରେ ବିମାନ ଚଳାଚଳ ତାଲିମ ନେବେ ନୂଆ ଓଡିଶା ଅଭିଯାନର ୧୭ ପ୍ରଶିକ୍ଷକ

ଭୁବନେଶ୍ୱର : ନୂଆ ଓଡିଶା ସହିତ ଦକ୍ଷତା ବିକାଶ ଏବଂ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗ ୧୭ ଜଣ ଆଶାୟୀ ବ୍ୟକ୍ତିଙ୍କୁ ବାର୍ଡ ଏକାଡେମୀରେ ବିମାନବନ୍ଦର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଟ୍ରେନିଂ ପାଇଁ କେରଳର କୋଚିକୁ ପଠାଇଛନ୍ତି। ଏହି ବିସ୍ତୃତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୭୦ ଦିନ ବ୍ୟାପି…

୧୦୦ ବର୍ଷର ସମସ୍ୟା, ୧୦୦ ଦିନରେ ସମାଧାନ – ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ବିସ୍ଥାପିତ ଲୋକମାନଙ୍କର ଦୀର୍ଘ ଦିନର ଜମିଜମା ସମସ୍ୟା ଦୂର କରି ସେମାନଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି। ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲର ଲୋକମାନେ ବର୍ଷ ବର୍ଷ ଧରି ଜମି ସମସ୍ୟା ପାଇଁ ବିଭିନ୍ନ ଅସୁବିଧାର…

ମହାପ୍ରଭୁଙ୍କ ଅପୂର୍ଵ ଶ୍ରାଦ୍ଧବେଶ

ମହାପ୍ରଭୁଙ୍କ ଅପୂର୍ଵ ଶ୍ରାଦ୍ଧବେଶ ============== ଶ୍ରୀମନ୍ଦିରେ ବିଜେ ବ୍ରହ୍ମାଣ୍ଡ ଠାକୁର ଦିବ୍ୟଦାରୁ କଳେବରେ l ମାନବ ଦେବତା ମାନବୀୟ ଲୀଳା ଜୟ ଜଗଦୀଶ ହରେ ll ଯୁଗେ ଯୁଗେ ପ୍ରଭୁ ଅବତରି ମର୍ତ୍ତ୍ୟେ ଧର୍ମ ସଂସ୍ଥାପନ କରି l ଦୁଷ୍ଟ ନିବାରଣେ ଶିଷ୍ଟଙ୍କ ପାଳନେ ଲୀଳା ବିରଚନ୍ତି…

ନମଃ ନମଃ ମହାଦେବୀ ବିଷ୍ଣୁଙ୍କର ବାମା

ନମଃ ନମଃ ମହାଦେବୀ ବିଷ୍ଣୁଙ୍କର ବାମା ================= ନମସ୍ତେ ନମସ୍ତେ ମାତ ଐଶ୍ୱର୍ଯ୍ୟଦାୟିନୀ l ନମସ୍ତେ ନମସ୍ତେ ହରିପ୍ରୀୟେ କମଳିନୀ ll ନମସ୍ତେ ନମସ୍ତେ ମାତେ ସାଗର ତନୁଜା l ପ୍ରସାଦରେ ମାତା ରଙ୍କ ହୁଏ ମହାରାଜା ll ନମସ୍ତେ କରୁଣାମୟୀ କରୁଣା ତୋ ଉଣା l ପ୍ରାଣୀଙ୍କି ନମିଳେ…

ଲକ୍ଷ୍ମୀଛଡ଼ା ଜଗନ୍ନାଥ

ଲକ୍ଷ୍ମୀଛଡ଼ା ଜଗନ୍ନାଥ ============== ସେଦିନ ଥାଏ ଗୁରୁବାର, ସୁଦଶା ବ୍ରତ l ମହାଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କ ଅନୁମତିନେଇ ନଗରଭ୍ରମଣ ପାଇଁ ବାହାରିଗଲେ l ମାଆ ବୁଲୁବୁଲୁ ଯାଇ ଗୁଣ୍ଡିଚା ମନ୍ଦିର ଓଳାଉଥିବା ଶ୍ରୀୟା ଚଣ୍ଡାଳୁଣୀ ଘରେ ପହଞ୍ଚି, ତା'ର ପୂଜା ଘେନାକଲେ l ଶ୍ରୀୟା ପୂଜାରେ…

ରାମକୃଷ୍ଣ ମିଶନ୍ ଆଶ୍ରମର କମ୍ବଳ ବଣ୍ଟନ

ଖୋର୍ଦ୍ଧା :  ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ୍ ପିଚୁକୁଳି ଗ୍ରାମ ପଞ୍ଚାୟତସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳ ଓ ରାମକୃଷ୍ଣ ମିଶନ୍ ଆଶ୍ରମ, ପୁରୀ ମିଳିତ ଆନୁକୂଲ୍ୟରେ ଖଣତି ଗ୍ରାମର ମହାବୀର ମନ୍ଦିର ପରିସରରେ ଏକ ଶୀତକାଳୀନ ରିଲିଫ୍ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା…

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ, ଆୟୋଜିତ ହେବ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା

ଭୁବନେଶ୍ୱର : ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟରେ ଆରମ୍ଭ…