Browsing Category

ଓଡିଶା

୫-ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ପଞ୍ଚମ ଦିନ, ୫ଟି ଜିଲାର ୩୪୩ଟି ସ୍କୁଲ ଲୋକାର୍ପିତ

ଭୁବନେଶ୍ବର : ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଆଦି ୫ଟି ଜିଲ୍ଲାର ୩୪୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ କଳାହାଣ୍ଡି ଜିଲ୍ଲାର ୭୩ଟି…

ଆନ୍ତର୍ଜାତୀୟ କୋଲକାତା ବହିମେଳାରେ ଅନୁଷ୍ଠିତ ହେଲା ସାହିତ୍ୟ ଏକୋଡମୀର ବହୁଭାଷୀ କବି ସମ୍ମିଳନୀ

ବାଲେଶ୍ଵର, ୨୮/୧: (କୃଷ୍ଣ କୁମାର ମହାନ୍ତି) କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ କୋଲକାତା ପୁସ୍ତକ ମେଳା ପରିସରସ୍ଥ ଏସବିଆଇ ସଭାଘରେ ଏକ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ ପୂର୍ବାଞ୍ଚଳ କାର୍ଯ୍ୟାଳୟର ଆଞ୍ଚଳିକ ସଚିବ…

ପୁନେରେ ଜାତୀୟ ଏକତା ଓ ସଂସ୍କୃତି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନର…

ପୁନେ :ଭାରତର ଗୌରବ ତଥା ଜାତୀୟ ଏକତା ଓ ସାଂସ୍କୃତିକ ପ୍ରଦର୍ଶନୀ ମେଳା ଭାରତ-ଭାରତୀ ସଂଗଠନ ଆନୁକୂଲ୍ଯରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ପୁନେରେ ଥିବା ଓଡ଼ିଆ ସଂଗଠନ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ ଓଡ଼ିଶାର ମାନ ସମ୍ମାନ ଓ କଳା ସ୍ଥାପତ୍ୟକୁ ପ୍ରଦର୍ଶିତ କରିବାର ଭାର ସମ୍ଭାଳିଥିଲେ ଏବଂ…

ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ା

ସୁବର୍ଣ୍ଣପୁର- ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ସୁବର୍ଣ୍ଣପୁର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଲୋକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ଆଜି ପୋଡୋଶି ଜିଲ୍ଲା ବଲାଙ୍ଗିରରୁ ବାହାରି ଜିଲ୍ଲା ସଦର ବ୍ଲକ ହରଡଖୋଲ ପଥପ୍ରାନ୍ତ ସାଧାରଣ ସୁବିଧା…

ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ଗାଁ ରେ ବାଇକ ଦୁର୍ଘଟଣା ରେ ଦୁଇ ମୃତ ା

ସୁବର୍ଣ୍ଣପୁର- ଗତ କାଲି ବିଳମ୍ୱିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲାରେ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ପିଟିଥିବା ସୂଚନା । ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ । ମୃତକ ଦ୍ବୟ ହେଲେ କମୀରା ଗାଁ ର ସମ୍ବିତ ପଧାନ ଓ ବୁଠୀପଦର ଗାଁ…

ସୁବର୍ଣ୍ଣପୁର ସଚେତନ ନାଗରିକମଞ୍ଚ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ ା

 ସୁବର୍ଣ୍ଣପୁର-ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଆଜି ସୁବର୍ଣ୍ଣପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ା ଏହି ଅବସର ରେ ସୋନପୁର ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ବୃନ୍ଦ ସର୍କିଟହାଉସ୍ ରେ ମହାମହିମ…

ଧରଣୀଧର ବିଶ୍ବବିଦ୍ୟାଳୟ‌ରେ ନିର୍ମାଣାଧୀନ ଉନ୍ନୟନ କାମ ଦେଢ଼ ମାସ ମଧ୍ୟରେ ଶେଷ ହେବ: ୫ଟି ଅଧ୍ୟକ୍ଷ

କେନ୍ଦୁଝର: ସ୍ଥାନୀୟ ଧରଣୀଧର ବିଶ୍ବବିଦ୍ୟାଳୟ‌ ପଡ଼ିଆରେ ନୂଆ-ଓ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ଜୀବନରେ ସଫଳତା ପାଇବାକୁ ହେଲେ କ’ଣ କରିବା ଦରକାର ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି। ଏହାସହ ୟୁନିଭର୍ସିଟିରେ…

ପଞ୍ଜାବ କେଶରୀ

ପଞ୍ଜାବ କେଶରୀ ========== ଆହେ ଭାରତର ଯୋଗ୍ୟତମ ସୂତ l ପଞ୍ଜାବ କେଶରୀ ଲାଲା ଲଜପତ ll ପଞ୍ଚ ନଦୀ ଦେଶେ ଜନମ ତୁମ୍ଭର l ତୁମ୍ଭେ ଏ ଜାତିର ମହା କର୍ଣ୍ଣଧାର ll କର୍ଣ୍ଣ ପ୍ରାୟ ତୁମ୍ଭ ବୀରତ୍ୱର ବାଣୀ l ବୀରତ୍ୱ ବ୍ୟଞ୍ଜକ ମନ ନିଏ କିଣି ll ଛାତି ପିଟି କହେ ପଞ୍ଜାବ କେଶରୀ l…

ପାହିଲାଣି ରାତି

ପାହିଲାଣି ରାତି ============ ପାହିଲାଣି ରାତି ଉଠ କ୍ଷୀତିପତି ପ୍ରଭୁ ନିଳାଦ୍ରୀ ଚନ୍ଦ୍ରମା l ଖୁଣ୍ଟିଆ ଡାକନ୍ତି ଉଠ ଲକ୍ଷ୍ମୀପତି ପହୁଡ଼ିବେ ସିନ୍ଧୁଜେମା ll ସର୍ଵ ଦେବାଦେବୀ ଠୁଳ ହୋଇଛନ୍ତି ଉଭା ସର୍ଵ ତୀର୍ଥାବଳୀ l ମାଆ ପଦ୍ମାଳୟା କମଳ ଆଳୟା ଧରି ଉଭା ଅର୍ଘ୍ୟଥାଳି ll…