Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ହସ୍ତିନାର ପ୍ରତିଷ୍ଠାତା ରାଜା ହସ୍ତୀ
ହସ୍ତିନାର ପ୍ରତିଷ୍ଠାତା ରାଜା ହସ୍ତୀ
=================
ରାଜା ଦୁଷ୍ୟନ୍ତ ଓ ଶକୁନ୍ତଳାଙ୍କ ଗର୍ଭରୁ ଜନ୍ମ ହୋଇ ଥିଲେ ଗୌରବମୟ ଭରତବଂଶର ପ୍ରତିଷ୍ଠାତା ରାଜ ଚକ୍ରବର୍ତ୍ତୀ ମହାରାଜ ଭରତ l ଶ୍ରୀମଦ୍ ଭାଗବତର ବର୍ଣ୍ଣନାନୁଯାୟୀ ସେ ପୃଥିବୀରେ ସତେଇଶି ହଜାର ବର୍ଷ ପର୍ଯ୍ୟନ୍ତ ଏକଛତ୍ର ଶାସନ…
ଜୟ ମା’ ଶାରଳେ
ଜୟ ମା' ଶାରଳେ
============
ଜୟ ମା' ଶାରଳେ ପୂଜା ତୋ ଉତ୍କଳେ,
ଶାରଦା ବରଦା ତୁହି l
ବିଶ୍ୱବନ୍ଦ୍ୟା ମାତା ତୁହି ଆଦି ମାତା
ବାଗ୍ଦେବୀ କଲ୍ୟାଣମୟୀ ll
ମାଆଲୋ ବାଗ୍ଦେବୀ ତୁହି ବାକ୍ୟଦେବୀ
ତୋହର କରୁଣା ବଳେ l
ଦିବ୍ୟ ଦର୍ଶୀ ଅନ୍ଧ ମୂକ ବାକ୍ୟ ବଦ୍ଧ
ପଥର ଭାସଇ ଜଳେ ll
ପଙ୍ଗୁ…
ନାଟ୍ ର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚ଼ନ ଅନୁଷ୍ଠିତ – ପ୍ରଦ୍ୟୁମ୍ନ କାର୍ଯ୍ୟକାରୀ…
ସୁବର୍ଣ୍ଣପୁର- ନାଟକ, ସାହିତ୍ୟ ଓ ସମାଜସେବା ପାଇଁ ସମର୍ପିତ ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡ଼ାଲ ଏସୋସିଏସନ ଫର୍ ଏମେଚ୍ୟେର ଥିଏଟର (ନାଟ)ର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସରକାରୀ ନର୍ସରୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନାଟର ବିଗତ ଦିନଗୁଡ଼ିକରେ ଅନୁଷ୍ଠିତ…
କୋଶଳ କୁମାରୀ କୌଶଲ୍ୟା
କୋଶଳ କୁମାରୀ କୌଶଲ୍ୟା
=================
ଅଯୋଧ୍ୟାପତି ମହାରାଜ ଦଶରଥଙ୍କର ଥିଲେ ସାତ ଶହ ପଚାଶ ରାଣୀ l ସେମାନଙ୍କ ଭିତରେ ତିନିଜଣ ପାଟରାଣୀ ଥିଲେ କୌଶଲ୍ୟା କୈକେଈ ଓ ସୁମିତ୍ରା l ବହୁଦିନଧରି ଦଶରଥଙ୍କର କୌଣସି ସନ୍ତାନ ସନ୍ତତି ହେଉ ନଥିଲେ l ଶେଷରେ ରୁଷ୍ୟଶୃଙ୍ଗ ମୁନିଙ୍କ ଯଜ୍ଞ ଚରୁ…
ବିହାର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ
ଡେସ୍କ: ବିହାରର ନୂଆ ଏନଡିଏ ସରକାର ରାଜ୍ୟର ବିକାଶ ଏବଂ ଲୋକଙ୍କ ଆଶା ପୁରଣ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନାଙ୍କୁ…
ପଞ୍ଚମ ଦିନରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ
ଲାଞ୍ଜିଗଡ: ସିଂହାସନ ଆରୋହଣ ସହିତ ବିଜୁଳି କନ୍ୟାର ଶୂନ୍ୟବାଣୀରେ ଭୀତତ୍ରସ୍ତ ହୋଇ ପଡ଼ିଛନ୍ତି ମହାରାଜ କଂସ। ନବବିବାହିତା ଭଉଣୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ତତକ୍ଷଣାତ ବନ୍ଦୀଶାଳାରେ ନିକ୍ଷେପ କରିଛନ୍ତି। ଦେବକୀ-ବସୁଦେବଙ୍କ ଔରସରୁ ଜାତ ଗୋଟିକ ପରେ ଗୋଟିଏ ସନ୍ତାନଙ୍କୁ ହତ୍ୟା…
ରାୟଗଡାରୁ ୬ଟି ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀ ଗଲେ ବାରଣାସୀ ଓ ଗୟା
ରାୟଗଡ଼ା: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଦକ୍ଷିଣ-ପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲ୍ଳାର ୯୭୦ଜଣ…
୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର
ପାଟନା: ବିହାରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ରବିବାର ରୋଚକ ମୋଡ଼ ନେଇଛି। ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରବିବାର ସକାଳେ ମହାମେଣ୍ଟରୁ ଓହରି ପଦରୁ ଇସ୍ତଫା ଦେଇଥିବା ନୀତୀଶ ସନ୍ଧ୍ୟାରେ ଏନଡିଏ ସମର୍ଥନରେ ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି।୨୦୧୪ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ‘ମନ କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ…
ଦୋଛକିରେ ବିହାର – ରାଜନୈତିକ ଛକାପଞ୍ଝା ମଧ୍ୟରେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା
ଡେସ୍କ: ପାଟଣାରେ ପାର୍ଟି କାର୍ଯ୍ୟାଳୟରେ ବିହାର ବିଜେପି ରାଜ୍ୟ କୋର କମିଟି ବୈଠକ ଆରମ୍ଭ ହୋଇଛି। ଦଳର ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ, ପୂର୍ବତନ ରାଜ୍ୟ ବିଜେପି ମୁଖ୍ୟ ମଙ୍ଗଲ ପାଣ୍ଡେ, କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ ଏବଂ ଅନ୍ୟ ନେତାମାନେ…