Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଜି ଯୋଗ ଦେଲେ ସୁବର୍ଣ୍ଣପୁର ନୂତନ ଜିଲ୍ଲାପାଳ ଆଇ ଏ ଏସ ଅନ୍ୟା ଦାଶ- ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଗୁରିତ୍ୱାରୋପ ା
ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ୨୦୧୯ ଵ୍ୟାଚ୍ ର ଆଇଏଏସ ଅଫିସର ଶ୍ରୀମତୀ ଅନ୍ୟା ଦାସ ଆଜି ପୂର୍ବାହ୍ନ ରେ ଯୋଗଦାନ ପୂର୍ବକ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି l ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ…
ଚାକିରି ପାଇଁ ଜମି ମାମଲାରେ ତେଜସ୍ୱୀ ଯାଦବଙ୍କୁ ୮ ଘଣ୍ଟା ଧରି ଇଡିର ଜେରା
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୮ ଘଣ୍ଟା ଧରି ପଚରାଉଚରା କରିବା ପରେ ଛାଡ଼ିଛନ୍ତି। ଏହି ମାମଲାରେ ତାଙ୍କ ପିତା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ…
ମିନାକ୍ଷୀରାଣୀ ବାହିନୀପତିଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ରାଜ୍ୟ ସଭାନେତ୍ରୀ ଭାବେ ନିଯୁକ୍ତି ,
ଜୟପୁର: ବିବାଦୀୟସ୍ଥିତିରେ ଜିଲ୍ଲା କଂଗ୍ରେସ ସଭାପତି ପଦବିରୁ ହଟାଯାଇଥିବା ମିନାକ୍ଷୀରାଣୀ ବାହିନୀପତିଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ରାଜ୍ୟ ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛି। ଏହି ଖବର ଜୟପୁରରେ ପହଚିଂବା ପରେ କଂଗ୍ରେସ କର୍ମୀ ମହଲରେ ଉତ୍ସାହ ଦେଖିବାକୁ ମିଳିଛି।୨୦୦୯ ମସିହାରୁ…
ଢେନ୍କାନାଳ ସ୍ଥିତ ଏମ୍ ଜି ଏମ୍ ଶ୍ଟିଲ ପ୍ଲାଣ୍ଟ ରେ ବିପିଏନଏସଆଇ ର କର୍ମଶାଳା
ଭାରତ ସରକାରଂକ, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ମେରାମଣ୍ଡଳି ଠାରେ ଅବସ୍ଥିତ ଏମ୍ ଜି ଏମ୍ ଶ୍ଟିଲ କାରଖାନା ରେ ଡି ଆର୍ ଆଇ ମେକିଂଗ, ଏମରଜିଙ୍ଗ ଟେକ୍ନୋଲୋଜି, ସସ୍ଟୈନେବିଲିଟି, ଏନର୍ଜି କନଜେର୍ଭେସନ୍ ଇନ ଡି ଆର ଆଇ ପ୍ରସେସ ଏବଂ ଇମୋସନାଲ…
ଉତ୍କଳରେ ହେବ ଆନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହ ଯୋଗଦେବେ ୩୮ଟି…
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ଫେବୃଆରୀ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହିତ ୩୮ଟି ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟରୁ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।…
ଆମ୍ବ ଓ କୋଇଲି କଥା
ଆମ୍ବ ଓ କୋଇଲି କଥା
==============
ଶ୍ରୀରାମଙ୍କ ଶିବଧନୁ ଭଗ୍ନପରେ ସମଗ୍ର ଜନକପୁରୀ ସୀତା ଓ ତାଙ୍କ ଅନ୍ୟ ତିନିଭଉଣୀ ଉର୍ମିଳା ମାଣ୍ଡବୀ ଓ ଶ୍ରୁତକିର୍ତ୍ତୀଙ୍କ ଵିଵାହ ପାଇଁ ଉତ୍ସବ ମୁଖର ହୋଇ ଉଠିଲା l ଯଥାକାଳେ ଵିଵାହ ସମ୍ପନ୍ନହେଲା l ରାଜା ଜନକ ଓ ରାଣୀ ସୁନୟନା ବହୁ ଧନରତ୍ନ ଗଜବାଜି…
ସବୁ ଜିଲାରୁ ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନ ବ୍ୟବସ୍ଥା
ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏହି ପ୍ରକଳ୍ପର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲାରୁ ଭକ୍ତମାନଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି। ଆଜି ପ୍ରଥମ ଦିନରେ ୫ଟି ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ…
ବୈଜ୍ଞାନିକଙ୍କ ଦାବି; ୨୫୦୦ବର୍ଷ ପର୍ଯ୍ୟନ୍ତ ଅଯୋଧ୍ୟା ରାମମନ୍ଦିର ରହିବ ସୁରକ୍ଷିତ
ନୂଆଦିଲ୍ଲୀ: ଅଯୋଧ୍ୟାରେ କେବେ ରାମମନ୍ଦିର ହେବ। ମନ୍ଦିରରେ କେବେ ପ୍ରଭୁ ରାମଲଲ୍ଲାଙ୍କ ପ୍ରାଣପତିଷ୍ଠା ହେବ। ଏନେଇ କେଉଁ କାଳରୁ କୋଟିକୋଟି ଭକ୍ତ ଅପେକ୍ଷା କରି ରହିଥିଲେ। ଯାହାର ଅନ୍ତ ଗତ ଜାନୁଆରି ୨୨ ତାରିଖରେ ହୋଇଛି। ଧୁମଧାମରେ ରାମମନ୍ଦିରର ଉଦଘାଟନ ହେବା ସହ ରାମଲଲ୍ଲାଙ୍କ…
ଏଣିକି ରାତିରେ ଜଙ୍ଗଲ ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ
ଭୁବନେଶ୍ୱର: ଜଙ୍ଗଲ ଓ ପଶୁ ପକ୍ଷୀଙ୍କୁ ଭଲ ପାଉଥିବା ଲୋକଙ୍କ ପାଇଁ ଖୁସି ଖବର | ଏଣିକି ରାତିରେ ଜଙ୍ଗଲ ସଫାରୀର ମଜା ନେଇପାରିବେ ଲୋକେ | ରାତିରେ ଲୋକେ ବୁଲିପାରିବେ ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟ | ସେଥିପାଇଁ ବନ ବିଭାଗ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା | ସନ୍ଧ୍ୟା ୬ଟାରୁ ରାତି ୯ଟା…
ଆଦିବାସୀ ଜମି ବିକ୍ରୀ ପ୍ରସ୍ତାବ ପ୍ରତ୍ୟାହାର
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଗତ ନଭେମ୍ବରରେ ଏ ନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା। ଆଦିବାସୀ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ ସଂଶୋଧନ ପ୍ରସ୍ତାବ ଆସିଥିଲା। ରାଜ୍ୟ କ୍ୟାବିନେଟର ଏହି…