Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ ଉଦ୍ଯାପିତ
କେନ୍ଦୁଝର : ଓଡିଶା ସରକାରଙ୍କ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଶବ୍ଦତୀର୍ଥ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଓଏସ୍ଡି ତଥା…
ଫେବୃଆରୀ ୩ ରୁ ୫ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ -୨୦୨୪
ଭୁବନେଶ୍ୱର: ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ସମ୍ମିଳନୀ କକ୍ଷରେ ଓଡିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ…
ଫେବ୍ରୁଆରି ୩ରୁ ଏକାମ୍ର ଉତ୍ସବ: ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ ପକ୍ଷରୁ ଫେବ୍ରୁଆରି ୩ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି…
କଳିଙ୍ଗ ହସ୍ପିଟାଲ ନିକଟରେ ଦୁର୍ଘଟଣା: ଚାଲିଗଲା ଅଟୋ ଚାଳକଙ୍କ ଜୀବନ
ଭୁବନେଶ୍ବର: ଅଟୋ ଡ୍ରାଇଭରକୁ ପିଟିଲା ପିକପଭ୍ୟାନ, ଘଟଣାସ୍ଥଳରେ ଅଟୋ ଡ୍ରାଇଭର ମୃତ। ରାଜଧାନୀରେ କଳିଙ୍ଗ ହସ୍ପିଟାଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ଜଣେ ଅଟୋ ଚାଳକ ଅଟୋରେ ବସି ମୁଁହ ଧୋଉଥିବା ବେଳେ ପଛପଟୁ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏହାଫଳରେ ସେହି ସ୍ଥାନରେ ଟଳି ପଡ଼ିଥିଲେ ଅଟୋ…
ହେମନ୍ତ ସୋରେନ ଗିରଫ, ଆସନ୍ତାକାଲି କୋର୍ଟରେ ହାଜର କରିବ ଇଡି
ରାଞ୍ଚି : ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କଲା ଇଡି । ଜମି ଘୋଟାଲା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଏହା ପୂର୍ବରୁ ହେମନ୍ତ ସୋରେନ୍ ରାଜଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳ ତାଙ୍କ ଇସ୍ତଫାକୁ ମଞ୍ଜୁର କରିଥିଲେ । ତାଙ୍କ…
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ, ହୋଇପାରନ୍ତି ଗିରଫ
ରାଞ୍ଚି :ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ । ଇଡି ଟିମର ୬ ଘଣ୍ଟା ପଚରାଉଚରା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସିଧା ରାଜଭବନରେ ପହଞ୍ଚି ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । ତେବେ କୁହାଯାଉଛି ଇଡି ତାଙ୍କୁ ଗିରଫ…
ଶିକ୍ଷାର ଉତ୍ସବ-‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’, ୧୬ଟି ବିଭାଗରେ ଦିଆଗଲା ମୋଟ ୭୫୧୯ଟି ପୁରସ୍କାର
ଭୁବନେଶ୍ୱର :ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ ୫-ଟି ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଜିଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି,…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ଯାତ୍ରା :
ସୁବର୍ଣ୍ଣପୁର- ବହୁ ପ୍ରତିକ୍ଷୀତ ପବିତ୍ର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ଯାତ୍ରା ନିମନ୍ତେ ତା ୩୦/୦୧/୨୪ ରାତ୍ରୀରେ ଜିଲ୍ଲାରୁ ୭୪ ଟି ବସ ଯୋଗେ ସମୁଦାୟ ୩୦୬୭ ଜଣ ଉଭୟ ମହିଳା ଓ ପୁରୁଷ ତୀର୍ଥ ଯାତ୍ରୀ ଙ୍କୁ ନେଇ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଶ୍ରୀମନ୍ଦିର…
ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘ ଙ୍କୁ ଲାବ ଟପ ପ୍ରଦାନ କଲେ ଜିଲ୍ଲାପାଳ :
ସୁବର୍ଣ୍ଣପୁର-ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ର ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘ ଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ କାର୍ଯ୍ୟାଳୟ କକ୍ଷ ରେ ଶିକ୍ଷା ସହାୟକ ଉପକରଣ ଲାପଟପ ପ୍ରଦାନ କରିଛନ୍ତି l ଛାତ୍ରୀ…
ଜ଼ିଲ୍ଲା ପ୍ରଶାସନ (ସାମାଜିକ ସୁରକ୍ଷା ବିଭାଗ) ତରଫରୁ ଶାନ୍ତି କୁଟୀର, ସୋନପୁର ଠାରେ ବିଶ୍ୱ କୁଷ୍ଠ ଦିବସ ପାଳନ ା
ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜ଼ିଲ୍ଲା ପ୍ରଶାସନ (ସାମାଜିକ ସୁରକ୍ଷା ବିଭାଗ) ତରଫରୁ ଶାନ୍ତି କୁଟୀର, ସୋନପୁର ଠାରେ ବିଶ୍ୱ କୁଷ୍ଠ ଦିବସ ପାଳନ ହୋଇଯାଇଛି l ସକାଳୁ ଜ଼ିଲ୍ଲା ପ୍ରଶାସନ ସ୍ୱଚ୍ଛ ଭାରତ ସଂଗଠନ, ସୋନପୁର ଏବଂ ସାମାଜିକ ସୁରକ୍ଷା ବିଭାଗ ର କର୍ମକର୍ତ୍ତା ଙ୍କ ଦ୍ୱାରା ଶାନ୍ତି…