Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଜ୍ଞାନବ୍ୟାପୀରେ ହିନ୍ଦୁଙ୍କ ପୂଜା, କୋର୍ଟରେ ମୁସଲିମ୍ ପକ୍ଷ
ନୂଆଦିଲ୍ଲୀ : ଜ୍ଞାନବ୍ୟାପୀ ପରିସରରେ ହିନ୍ଦୁଙ୍କୁ ପୂଜା ପାଇଁ ଅନୁମତି ମିଳିବା ପରେ ବୁଧବାର ବିଳମ୍ବିତ ରାତିରେ ମୂର୍ତ୍ତି ରଖି ପୂଜା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ପୂଜା ଅଧିକାର ବିରୁଦ୍ଧରେ ମୁସଲିମ୍ ପକ୍ଷ ଆହ୍ଲାବାଦ ହାଇକୋର୍ଟରେ ଯାଚିକା ଦାୟର କରିଦେଇଛି । ଅଞ୍ଜୁମନ ଇନ୍ତଜାମିଆ କମିଟି…
ବଜେଟରେ ଅର୍ଥ ବ୍ୟବସ୍ଥାକୁ ଉତ୍ତମ ପରିଚାଳନା ପ୍ରଦାନ କରିଛନ୍ତି ସରକାର – ସୀତାରମଣ
ଡେସ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର କେବଳ ସ୍ଥିର ହୋଇଥିବା ଆର୍ଥିକ ଏକୀକରଣର ପଥ ଅନୁସରଣ କରୁନାହାଁନ୍ତି ବରଂ ଏହାକୁ ଆହୁରି ସୁଦୃଢ଼ କରୁଛନ୍ତି। ଆଜି ନୂଆଦିଲ୍ଲୀରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହା ଏକ ସାଧାରଣ କଥା ଯାହା ପ୍ରତ୍ୟେକ ରେଟିଂ ଏଜେନ୍ସି ଦ୍ୱାରା…
ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ଫୁଲବାଣୀ : ଫୁଲବାଣୀ ବ୍ଳକ ଅନ୍ତର୍ଗତ ବରପଦା ସ୍ଥିତ ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଡ଼ମ୍ବର ସହିତ ସ୍ଥାନୀୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ସୁଭ୍ରାରାଣି ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବ୍ଳକ…
ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦ: ଫେବ୍ରୁଆରି ୨ରେ ଜେଏମ୍ଏମ୍ ପକ୍ଷରୁ ୧୨ ଘଣ୍ଟା ମୟୂରଭଂଜ ବନ୍ଦ
ରାଇରଙ୍ଗପୁର: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଛି । ଏନେଇ ଗୁରୁବାର ରାଇରଙ୍ଗପୁରଠାରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)ର ଓଡ଼ିଶା ରାଜ୍ୟର ମୂଖ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦୂବରାଜ ନାଗ୍ଙ୍କ ସଭାପତିତ୍ୱରେ…
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ
ଭୁବନେଶ୍ୱର: ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଗୁରୁବାର ସନ୍ଧ୍ୟାରେ ଜନତା ମୈଦାନ ଓ ଅକ୍ଷର ଭୂମି ପରିଦର୍ଶନ କରି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି।
ସୂଚନାଯୋଗ୍ୟ ଯେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ…
ମହାଭାରତର ମହଯୋଦ୍ଧା ଚେକିତାନ
ମହାଭାରତର ମହଯୋଦ୍ଧା ଚେକିତାନ
===================
ଧୃଷ୍ଟକେତୁଶ୍ଚେକିତାନଃ କାଶିରାଜଶ୍ଚ ବୀର୍ଯ୍ୟବାନ୍ l
ପୁରୁଜିତ୍, କୁନ୍ତିଭୋଜଶ୍ଚ ଶୈବଶ୍ଚ ନର ପୁଙ୍ଗବଃ ll
ଶ୍ରୀମଦ୍ଭଗବତ୍ ଗୀତା ପ୍ରଥମ ଅଧ୍ୟାୟର ଏହି ପଞ୍ଚମ ଶ୍ଳୋକରେ ସଞ୍ଜୟ ଧୃତରାଷ୍ଟ୍ରକୁ କହୁଛନ୍ତି ଆପଣଙ୍କ ପୁତ୍ର…
ମାଘ ମାହାତ୍ମ୍ୟ
ମାଘ ମାହାତ୍ମ୍ୟ
==========
ମାଘମାସେ ଉଦେ ମଘା ନକ୍ଷତ୍ର l
ମାଘ ମାସ ଅଟେ ଅତି ପବିତ୍ର ll
ମାଧବ ହୋଇଲେ ରାଧାମାଧବ l
କୈବର୍ତ୍ତ ତାଙ୍କର କରୁଣା ନାଵ ll
ସବିତା ଉତ୍ତରେ କଲେ ଗମନ l
ମରତ ଛାଡ଼ିଲେ ଗଙ୍ଗା ନନ୍ଦନ ll
ପୂଜା ପାଇଲେଣି ରଟନ୍ତୀକାଳି l
ଅଜ୍ଞାନୀ ନ ଦିଅ ମାଆଙ୍କୁ ବଳି ll…
ଶ୍ରୀରାମ ବନ୍ଦନା
ଶ୍ରୀରାମ ବନ୍ଦନା
===========
ବନ୍ଦେ ରାମ ରଘୁଵର ଲକ୍ଷ୍ମଣ ଅଗ୍ରଜ l
ବୈଦେହୀବଲ୍ଲଭ ଦଶରଥଙ୍କ ତନୁଜ ll
କରୁଣା ମୟ ଧାର୍ମିକ ଶାନ୍ତ ବିପ୍ର ବନ୍ଧୁ l
ଶ୍ୟାମଳ ଶାନ୍ତ ମୂରତି ରଘୁକୁଳ ଇନ୍ଦୁ ll
ସତ୍ୟସନ୍ଧ ଶ୍ରୀରାଘବ ଲୋକ ଅଭିରାମ l
ରାଜୀବଲୋଚନ ପ୍ରଭୁ ନୟନାଭିରାମ ll
ପାପୀଙ୍କ…
ମାଘ ମାହାତ୍ମ୍ୟ
ମାଘ ମାହାତ୍ମ୍ୟ
==========
ମାଘମାସେ ଉଦେ ମଘା ନକ୍ଷତ୍ର l
ମାଘ ମାସ ଅଟେ ଅତି ପବିତ୍ର ll
ମାଧବ ହୋଇଲେ ରାଧାମାଧବ l
କୈବର୍ତ୍ତ ତାଙ୍କର କରୁଣା ନାଵ ll
ସବିତା ଉତ୍ତରେ କଲେ ଗମନ l
ମରତ ଛାଡ଼ିଲେ ଗଙ୍ଗା ନନ୍ଦନ ll
ପୂଜା ପାଇଲେଣି ରଟନ୍ତୀକାଳି l
ଅଜ୍ଞାନୀ ନ ଦିଅ ମାଆଙ୍କୁ ବଳି ll…
ବୈଷ୍ଣବଜନ ତାକୁ କହି
ବୈଷ୍ଣବଜନ ତାକୁ କହି
=============
ମୂଳ ଗୁଜୁରାଟୀ ରଚନା - ବୈଷ୍ଣବ କବି
ନର୍ସୀ ମେହେଟ୍ଟା l
ମର୍ମାନୁବାଦ - ଅର୍ଜୁନୀ ଚରଣ ବେହେରା
*******
ନର୍ସି କହନ୍ତି ବାକ୍ୟ ସାର l
ବୈଷ୍ଣବ ଜନର ବେଭାର ll
ଶୁଣ ସୁଜନେ ମନ ଦେଇ l
ବୈଷ୍ଣବ ଜନ ତାକୁ କହି ll
ଯେ ପାରେ ପର ପୀଡ଼ା ଜାଣି l…