୧୦ ନୂଆ ଇକୋ ରିଟ୍ରିଟ୍ ସହ ୩ଟି ନେଚର୍ କ୍ୟାମ୍ପକୁ ମିଳିଛି ମଞ୍ଜୁରୀ ।
ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍ । ୧୦ ନୂଆ ଇକୋ ରିଟ୍ରିଟ୍ ସହ ୩ଟି ନେଚର୍ କ୍ୟାମ୍ପକୁ ମିଳିଛି ମଞ୍ଜୁରୀ । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । କୋରାପୁଟର…