ବେଙ୍ଗାଲୁରୁରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଣେଶ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ।
ବେଙ୍ଗାଲୁରୁ: (ବିବି ନିୟୁଜ ବ୍ୟୁରୋ) ତା ୨୭.୦୮ ପ୍ରବାସୀ ଓଡ଼ିଆମାନଙ୍କ ତରଫରୁ ବେଙ୍ଗାଲୁରୁଠାରେ ଗଣେଶ ପୂଜା ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଭାରତର ବଗିଚା ନଗରୀଠାରେ ଓଡ଼ିଶା ପୂଜା କମିଟି ତରଫରୁ ଆୟୋଜନ କରାଯାଉଥିବା ୨୮ତମ ମହାବିନାୟକ ମହୋତ୍ସବକୁ ମହାସମାରୋହରେ…