ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା: ମୃତକଙ୍କ ପରିବାରକୁ ଫେରାଇଲେ ମନିପର୍ସ ଓ ଟଙ୍କା
କନ୍ଧମାଳ : ଗତକାଲି କଳିଙ୍ଗା ପଞ୍ଚାୟତ ଅଧୀନରେ କୁରୁମିଙ୍ଗିଆ କାଟାଲନାଜୁ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟୁନା ପ୍ରଧାନଙ୍କୁ ୧୦୮ଆମ୍ବୁଲାନ୍ସ ଦ୍ବାରା କର୍ମଚାରୀମାନେ ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଇଏମ୍ଟି…