କୁଲିଆବନ୍ଧାରେ ଆଜାଦି କି ଅମୃତ ମହୋତ୍ସବ ପାଳିତ
ନୂଆପଡ଼ା : କୁଲିଆବନ୍ଧା - ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ନୂଆପଡ଼ା ଜିଲ୍ଲା କୁଲିଆବନ୍ଧାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ପାଳିତ ହୋଇଯାଇଛି। ସ୍ଥାନୀୟ ଜନମଙ୍ଗଳ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶ୍ରୀ ଅରବନ୍ଦ ପୂର୍ଣ୍ଣାଙ୍ଗ…