ଜି. ଉଦୟଗିରି ଥାନା ଆଗରେ ମୃତ SIଙ୍କ ପରିବାର ଲୋକଙ୍କ ଧାରଣା

କନ୍ଧମାଳ : ଜି. ଉଦୟଗିରି ଥାନା ମହିଳା SIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା
ଜି. ଉଦୟଗିରି ଥାନା ଆଗରେ ମୃତ SIଙ୍କ ପରିବାର ଲୋକଙ୍କ ଧାରଣା ପୋଲିସକୁ ପୋଲିସର ନିର୍ଯାତନା ଲେଖାଥିବା ବ୍ୟାନର ଧରି ଧାରଣା ନିର୍ଯାତନା ଅଭିଯୋଗରେ IIC ରେବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି,କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ କହୁଛନ୍ତି ପରିବାର, ତହସିଲଦାର , DSP ଓ ଏସ୍‌ଡିପିଓଙ୍କ ପକ୍ଷରୁ ସମାଧାନ ପାଇଁ ବୁଝାସୁଝା,କାଲିଠୁ SI ସ୍ୱାଗତିକାଙ୍କ ମୃତ୍ୟୁ ଘଟିଥିଲା ବେଳେ ଏଯାଏଁ ହୋଇନି ପୋଷ୍ଟମର୍ଟମ
IIC ରେବତୀ ଶବରଙ୍କ ନାଁରେ ନିର୍ଯାତନା ଅଭିଯୋଗରେ ଏତଲା ବି ହୋଇଛି,

Comments are closed.