ବେନୁପଡ଼ା ଗାଦିବ୍ରହ୍ମ ମଠର ନୂତନ ମହନ୍ତ ବାବାଜୀ ଶିଶିର ଦାସଙ୍କର ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍‍ସ୍ଥିତ ବେନୁପଡ଼ାଠାରେ ଥିବା ପ୍ରସିଦ୍ଧ ଗାଦିବ୍ରହ୍ମ ପୀଠ ମଠର ନୂତନ ମହନ୍ତ ବାବାଜୀ ଶ୍ରୀଶ୍ରୀ ଶିଶିର ଦାସ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ଶ୍ରୀଶ୍ରୀ ଅଲେଖ ସ୍ୱାମୀ ପ୍ରଭୁ ପ୍ରଖ୍ୟାତ ମହନ୍ତ ମହାରାଜ ଶ୍ରୀଶ୍ରୀ ଦାଶରଥି ଦାସଙ୍କର ଦେହାନ୍ତ…

ସୁବର୍ଣ୍ଣପୁରରେ ଉତ୍ସବମୁଖର ହୋଇଉଠିଛି ମାଁ ଗଜଲକ୍ଷ୍ମିଙ୍କ ଭଶାଣି ଉତ୍ସବ

ସୁବର୍ଣ୍ଣପୁର: ପବିତ୍ର କୁମାରପୂର୍ଣ୍ଣିମା ଠାରୁ ମାଁ ଗଜଲକ୍ଷ୍ମୀଙ୍କ ପୁଜାଆରଧନା ଦିର୍ଘ ୯ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଥିବା ବେଳେ ଏବେ ର୍ମାଁଙ୍କୁ ଦିଆଯାଇଛି ମେଲାଣୀ ।ସୁବର୍ଣ୍ଣପୁର ସହରର ଘୋଡାଘାଟ ପଡାରେ ପାଳିତ ହୋଇଥିବା ଗଜଲକ୍ଷ୍ମୀ ପୁଜାରେ ଦେବୀ ମାଁ ଗଜଲକ୍ଷ୍ମୀଙ୍କ ଭସାଣି…

ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ତରଫରୁ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨ ଆୟୋଜନ

କାନବେରା: ଅଷ୍ଟ୍ରେଲିଆର ଓଡ଼ିଆ ଅଧିବାସୀମାନେ ନିକଟରେ ମହା ଆନନ୍ଦ, ପ୍ରବଳ ଉତ୍ସାହ ଓ ଅସୀମ ଉଦ୍ଦୀପନା ମଧ୍ୟରେ ରାଜଧାନୀ କାନବେରାଠାରେ "ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨" ପାଳନ କରିଥିବା ଜଣାଯାଇଛି। କ୍ରୀଡ଼ାରେ ପାରଦର୍ଶିତା ଏବଂ ଓଡ଼ିଆ ସଂସ୍କୃତିର ମହାନତାକୁ ଚମତ୍କାର ଢଙ୍ଗରେ ପ୍ରଦର୍ଶନ…

କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭା କାର୍ଯ୍ୟକାରୀଣୀ ବୈଠକ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ ଗରାପୁର ସ୍ଥିତ ଜିଲ୍ଲା କାର୍ଯ୍ୟଳୟରେ ସଭାପତି କୁଳମଣି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ସର୍ବ ଭାରତୀୟ ଯାଦବ ନେତା ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ…

ନମଃ ଲକ୍ଷ୍ମୀନାରାୟଣ

ନମଃ ଲକ୍ଷ୍ମୀନାରାୟଣ ବଇକୁଣ୍ଠ ବାସୀ l ବିକୁଣ୍ଠ ଚିତ୍ତରେ ବୈକୁଣ୍ଠରେ ଅଛ ବସି ll ହସ୍ତଯୋଡ଼ି ବିନତାନନ୍ଦନ ଆଗେ ଉଭା l ଲକ୍ଷ୍ମୀନାରାୟଣ ମୂର୍ତ୍ତି ଉପମା କି ଦେବା? ଫଣା ବିସ୍ତାରି ଅଛନ୍ତି ନାଗ ଶେଷଦେବ l ତ୍ରେତୟା ଲକ୍ଷ୍ମଣ ଦ୍ୱାପରରେ ବଳଦେବ ll ପାଦ ଚାପୁଛନ୍ତି ମାତା ଲକ୍ଷ୍ମୀ…

ସାଗର ଚଳୁକଲେ ମହର୍ଷି ଅଗସ୍ତ୍ୟ

ମହାମାନୀ ଦୁର୍ଯ୍ୟୋଧନର କପଟ ପଶା ଖେଳରେ ପରାଭଵ ଲଭି ପାଣ୍ଡଵମାନେ ହିମାଳୟର ଘୋର ଅରଣ୍ୟ ମଧ୍ୟରେ ବାସ କରୁଥାନ୍ତି l ଏକଦା ମହର୍ଷି ଲୋମଶ ଆସି ସେମାନଙ୍କ ଆଶ୍ରମରେ ପହଞ୍ଚିଲେ ଏବଂ ତାଙ୍କୁ ଅର୍ଜୁନ ପାଶୁପତ ଅସ୍ତ୍ର ପ୍ରାପ୍ତ କରିଛନ୍ତି ବୋଲି ଖବର ଦେଲେ l ମହର୍ଷି ପୁଣି କହିଲେ, ମୁଁ ଇନ୍ଦ୍ର…

ବଂଶୀଚୋରି

ବ୍ରହ୍ମା ଧରାଇଲେ ଅପୂର୍ଵ ମୁରଲୀ ତୋଳେ ସେ ଅପୂର୍ଵ ଧ୍ୱନୀ l ସେ ଧ୍ୱନୀ ଶ୍ରବଣେ ପାଷାଣ ତରଳେ ଯମୁନା ବହେ ଉଜାଣି ll ଗୋପପୁରେ କେତେ ଯୁବତୀ ନାହାଁନ୍ତି ବଂଶୀ ଡାକୁଥାଇ ଏକା l ଜାତି କୁଳ ମାନ ତେଜିଲି କହ୍ନାଇ ବଂଶୀ ଡାକଇ ରାଧିକା ll କୃଷ୍ଣ ଶୋଇଥାନ୍ତି କଦମ୍ବର ମୂଳେ ବଂଶୀ…

ତୋରେ ଶରଣ ଗଲି ରେ ମୁରଲୀ

ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀଶକ୍ତି ରାସେଶ୍ୱରୀ ଶ୍ରୀରାଧା l ତେଣୁ ଶ୍ରୀକୃଷ୍ଣଙ୍କ ମୋହନ ବଂଶୀ ସର୍ବଦା ରାଧା ରାଧା ବୋଲି ରଟୁଥାଏ l ଶ୍ରୀରାଧା ଅତିଷ୍ଠ ହୋଇ ଦିନେ ଅଭିମାନରେ ବଂଶୀକୁ କହିଥିଲେ,'ତୋରେ ଶରଣ ଗଲିରେ ମୁରଲୀ,ଦିନେ ନଡାକିବୁ ରାଧିକା ବୋଲି'l ତେବେ ସେ ମୁରଲୀର କଣ ଏମିତି ଶକ୍ତି ଥିଲା…

ଜୟ ମା’ ଅପରାଜିତା

ଜୟ ମାଆ ଦୁର୍ଗେ ଦୁର୍ଗତିନାଶିନୀ ଜୟ ମା' ବିଶ୍ୱବନ୍ଦିତା l ଦୁର୍ଗତି କାଳରେ ତୁହି ଏକା ସାହା ଜୟ ମା' ଅପରାଜିତା ll କଉଣପ କୂଳେ ଧରା ଭାରି ହେଲା ଆକୁଳେ ଡାକିଲା ମହୀ l ଦିବ୍ୟ ଧାମ ଛାଡ଼ି ଓହ୍ଲାଇ ଆସିଲୁ ମାଆଲୋ କରୁଣାମୟୀ ll ଦେବ ଯକ୍ଷ ନର ଗନ୍ଧର୍ବ କିନ୍ନର ସର୍ବେ ହୋଇ ଏକ ମୁଖ l…

ଭାରତରତ୍ନ ଅବଦୁଲ କାଲାମ

ଶ୍ରୀରାମେଶ୍ୱର ରାମେଶ୍ୱରରେ ତ୍ରେତୟା ଯୁଗ କଥା l ଶ୍ରୀରାମ ଥାପି ବାନ୍ଧିଲେ ବନ୍ଧ ଉଦ୍ଧାର ପାଇଁ ସୀତା ll ଏ କଳି ଯୁଗେ ପ୍ରମାଣ ତାର ଅଛି ସେ ଶିବଲିଙ୍ଗ l ସେ ଭୂମେ ଦିନେ ଜନମ ନେଲା ଏକ ଅଗ୍ନି ସ୍ପୁଲିଙ୍ଗ ll ଅବଦୁଲ କାଲାମ ନାଆଁ ତା'ର ଗରିବ ବାପ ମାଆ l ନାଵ ଚାଳିବା କୁଳ ବେଉସା…