ପୁରୁଣା ଦୁର୍ଗରେ ବିବାହ କରିବେ ଅଭିନେତ୍ରୀ ହଂସିକା ମୋଟୱାନୀ

ମୁମ୍ବାଇ: ପ୍ରାୟ ଏକ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ହଂସିକା ମୋଟୱାନୀଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ। ଖବର ଅନୁଯାୟୀ, ହଂସିକା ମୋଟୱାନୀ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ହଂସିକାଙ୍କ ବିବାହ ପାଇଁ ୪୫୦ବର୍ଷ ପୁରୁଣା ଦୁର୍ଗ ବୁକ୍…

ବୈଶାଲୀଙ୍କ ଆତ୍ମହତ୍ୟା ପଛରେ ରାହୁଲ ଓ ଦିଶା

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିରୁ ଗତକାଲି ଆସିଥିବା ଏକ ଆଶ୍ଚର୍ଯ୍ୟଜନକ ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଲୀ ଟକ୍କର ନିଜ ଘରେ ଆତ୍ମହତ୍ୟା କରିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଅଭିନେତ୍ରୀ ଇନ୍ଦୋରରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା…

ଯବାନମାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅକ୍ଟୋବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ। ପ୍ରଧାନମନ୍ତ୍ରୀ ହେବା ପରଠାରୁ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ଧରି ଯବାନମାନଙ୍କ ସହ ଦୀପାବଳି ପାଳନ କରିଆସୁଛନ୍ତି। ସୂଚନା ଅନୁଯାୟୀ, ଅକ୍ଟୋବର ୨୧ରେ ମୋଦୀ କେଦାରନାଥ ଯିବେ।…

ବିଜେପିର ମୁଖପାତ୍ର ତାଲିକା ମନୋଜ , ତେଜେଶ୍ୱର , ଅନୀଲ ମୁଖପାତ୍ର ନିଯୁକ୍ତ ।

ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ନୂଆ ନେତାଙ୍କୁ ମିଳିଛି ନୂଆ ନିଯୁକ୍ତି। ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଏବଂ ତେଜେଶ୍ୱର ପରିଡା ତିନିଜଣଙ୍କୁ ଆଜି ଦଳ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି। ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି…

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ:

ଆସ୍‌ପିରେସନାଲ୍‌ କମ୍ପୋନେଣ୍ଟ ନାମରେ ନୂଆ ପାଠ୍ୟକ୍ରମ, ଏହି ନୂଆ ପାଠ୍ୟକ୍ରମ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା; ଚଳିତ ବର୍ଷ ୯ମ ଶ୍ରେଣୀରୁ ଆରମ୍ଭ ହେବ ଏହି ନୂଆ ପାଠ୍ୟକ୍ରମ; ଆସନ୍ତା ବର୍ଷଠାରୁ ଉଭୟ ନବମ ଓ ଦଶମରେ ଲାଗୁ ହେବ । ଚଳିତ ବର୍ଷ ନବମ ଶ୍ରେଣୀରୁ ଆରମ୍ଭ ହେବ ନୂଆ ପାଠ୍ୟକ୍ରମ,…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ ଜଣେ ଗୁରୁତର

ସୁବର୍ଣ୍ଣପୁର- ପୁର୍ବ ଶତୃତାରୁ କେନ୍ଦ୍ରକରି ଗୁଳିକାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଘଟିଛି ଅଘଟଣ । ସୁଚନା ଅନୁସାରେ ରୁଗୁଡିପାଲି ଗାଁର ପଞ୍ଚାନନ ମିଶ୍ର ଗାଁରେ ଥିବାବେଳେ ବାଘରତୈଲାର ଜଣେ ଯୁବକ ଆସି ୫ ରୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ ।ଫଳରେ…

ସୁବର୍ଣ୍ଣପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିଜେଡିର ପଦଯାତ୍ରା

ସୁବର୍ଣ୍ଣପୁର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବିଜେଡ଼ି ର ପଦଯାତ୍ରା । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଡୁଙ୍ଗୁରିପାଲି ବ୍ଲକ ରେ ଆଜି ଆରମ୍ଭ ହୋଇଛି ବିଜେଡ଼ି ର ଜନସଂପର୍କ ପଦଯାତ୍ରା। ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜେ ଧରିଛନ୍ତି ଏହାର ମଙ୍ଗ ।…

ନାବାଳିକାର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ

ସାଲେପୁର ଏହି ଥାନା ଅନ୍ତର୍ଗତ ତିଳଦା ଗ୍ରାମର ଜଣେ ଯୁବକ ସାଲେପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ ଫାଶରେ ଫସାଇ ନାବାଳିକାର ଅସିଳ ଭିଡ଼ିଓ ମୋବାଇଲରେ ଉତ୍ତୋଳନ କରି ତାକୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଥିଲା।ଘଟଣା ସଂର୍ପକରେ ନାବାଳିକା ର ପରିବାରର ଲୋକେ ଜାଣିବାପରେ ଏନେଇ ଆଜି…

ସମଗ୍ର ପଶ୍ଚିମାଞ୍ଚଳକୁ ଏକତାର ସୂତ୍ରରେ ବାନ୍ଧିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମାବେଶ

ସମ୍ବଲପୁର ତା.୧୬/୧୦ - ଆଜିର ଏକତା ସମାବେଶ ରେ ପଶ୍ଚିମାଞ୍ଚଳର ଦଶ ଟି ଜିଲ୍ଲାରୁ ଶତାଧୀକ ସଂଗ୍ରାମୀ ମାନେ ସାମିଲ ହୋଇ ପଶ୍ଚିମାଞ୍ଚଳ ର ବିକାଶ ପାଇଁ ଜିଲ୍ଲା ମାନଂକ ଏକତା ନିହାତି ଜରୁରୀ ବୋଲି ଏକ ସ୍ବରରେ ମତ ପୋଷଣ କରିଥିଲେ । ଏହା ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂଗ୍ରାମୀ ମାନେ…

ସମ୍ବଲପୁର ଠାରେ ରେଳ ମଣ୍ଡଳ ସ୍ତରୀୟ ସମ୍ମାନୀୟ ସାଂସଦମାନଙ୍କ ବୈଠକ

● Covid19 ମହାମାରୀ ସମୟରେ ରେଳବାଇର ମହତ୍ଵପୂର୍ଣ୍ଣ ଭୂମିକା ପାଇଁ ମାନ୍ୟବର ସାଂସଦମାନେ ପ୍ରଶଂସା କରିଥିଲେ | ● ସମ୍ବଲପୁର ଷ୍ଟେସନର ବିକାଶକୁ ମଧ୍ୟ ପ୍ରଶଂସା କରାଯାଇଥିଲା | ● ମାନ୍ୟବର ସାଂସଦଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ରେଳ ବିକାଶ ପ୍ରସଙ୍ଗରେ ଅନେକ ଗଠନମୂଳକ…