ଓଡ଼ିଶାରୁ ଫେରିଯିବ ମୌସୁମୀ; ୨୦ରେ ଲଘୁଚାପ, ଅଧିକ ଘନୀଭୂତ ନେଇ ବଢ଼ିଲା ଆଶଙ୍କା

ଭୁବନେଶ୍ବର : ଆସନ୍ତା ୨ ଦିନ ମଧ୍ୟରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ଅନେକ ଅଞ୍ଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଅନୁକୂଳ ହେବାରେ ଲାଗିଛି। ଏହାଭିତରେ ରହିଛି ଓଡ଼ିଶା। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଥିବା ବେଳେ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଅନ୍ନଦାନ କାର୍ଯ୍ୟକ୍ରମ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମତିଥି ପାଳନ ଅବସରରେ ଓଡ଼ିଶା ମୋ ପରିବାର ଭୁବନେଶ୍ୱର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱ ରେ ସାମାଜିକ କାର୍ଯ୍ୟକ୍ରମ ସ୍ୱରୂପ ୧୫୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ସ୍ଥାନୀୟ ତାରିଣୀ ମନ୍ଦିର ପରିସରରେ " ଅନ୍ନଦାନ "…

ଶତାଧିକ କଇଁଛ ଉଦ୍ଧାର : ଜଣେ ଗିରଫ

ଭୋଗରାଇ: ୧୬/୧୦, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜଳସୋହରିଆ ଗ୍ରାମର ଜଣେ କଇଁଛ ବେପାରୀଙ୍କ ଘରେ ବନବିଭାଗ ଚଢ଼ାଉ କରି ଶହେରୁ ଉର୍ଦ୍ଧ୍ବ କଇଁଛ ଉଦ୍ଧାର  କରିଛି। ଏଥିସ ସହିତ  ଜଣକୁ ଗିରଫ କରିଛି ବନବିଭାଗ । ଗିରଫ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ଗୌରାଙ୍ଗ ମଣ୍ଡଳ। ଜଳେଶ୍ୱର…

ବଲାଙ୍ଗୀରରେ ସେକ୍ସ ରାକେଟ ଠାବ , ତିନି ଗ୍ରାହକ ସହ ମହିଳା ଦଲାଲ ଗିରଫ ।

ବଲାଙ୍ଗିର: ଜେଲ୍‌ ଗଲା ସେକ୍ସ ରାକେଟ୍‌ ଚଳାଉଥିବା ରାଣୀ ମହୁମାଛି। ତା’ ସହ ୩ ଗ୍ରାହକ ମଧ୍ୟ ଆଜି ଜେଲ୍‌ ଯାଇଛନ୍ତି। ଗୁରୁବାର ସନ୍ଧ୍ୟା ବେଳେ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୦ ରୁପଜୀବୀଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଥଇଥାନ୍‌ କରିଛି। ସେକ୍ସ ରାକେଟ…

ଧାମନଗର ଉପନିର୍ବାଚନ , ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରାର୍ଥୀପତ୍ର ଦାଖଲ କଲେ ରାଜେନ୍ଦ୍ର ଦାସ ,

ଧାମନଗର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜେନ୍ଦ୍ର ନିଜ ସ୍ୱଳ୍ପ ସଂଖ୍ୟକ ସମର୍ଥକ ଓ ପରିବାର ଲୋକଙ୍କ ସହ ବାଇପାସ ସ୍ଥିତ ବସଭାବନରୁ ପଦଯାତ୍ରାରେ ଆସି ରିଟର୍ନିଂ ଅଧିକାରୀଙ୍କ ନିକଟରେ ଦୁଇ ସେଟ୍ ପ୍ରାର୍ଥୀପତ୍ର ଦାଖଲ…

ଟ୍ରକ ମାଲିକ ସଂଘ ବିବାଦ: ସୀମାରେ ରାସ୍ତାରୋକ

ସୁନ୍ଦରଗଡ଼: କୋଇଲା ପରିବହନ ଭଡ଼ା ଓ ଲୋଡିଂରେ ଛତିଶଗଡ଼ ରାଏଗଡ଼ ଅଞ୍ଚଳର ଟ୍ରକଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରତିବାଦରେ ରାଏଗଡ଼ ଜିଲ୍ଲା ଟ୍ରେଲର ମାଲିକ କଲ୍ଯାଣ ସଂଘ ଓଡ଼ିଶା ସୀମା ଟପରିଆ-ତମନାର ଓ ରେଙ୍ଗାଲପାଲି ଠାରେ ଆନ୍ଦୋଳନ ଆରମ୍ଭ…

ଭାରତ ଯୋଡର ୧୦୦୦ କିଲୋମିଟର ଯାତ୍ରା ପୂରା । ମଂଚରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

କର୍ଣ୍ଣାଟକରେ ଶନିବାର ମେଗା ଶୋ କରିଛି କଂଗ୍ରେସ । ଭାରତ ଯୋଡ ଯାତ୍ରା ଚାଲିଛି ଓ ଶନିବାର ଏହା ୧୦୦୦କିଲୋମିଟର ଯାତ୍ରା ପୂରା କରିଛି ଓ ଯାତ୍ରାକୁ ୩୮ଦିନ ପୂରିଛି । ଏହି ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବେଲ୍ଲାରୀରେ ଏକ ବିଶାଳ ଜନସଭା କରିଛନ୍ତି । ଜନସଭାକୁ ସମ୍ବୋଧିତ କରି ବିଜେପିକୁ…

୪୦ ଦିନ ପାଇଁ ଜେଲ୍‌ରୁ ବାହାରିଲେ ଆତ୍ମଘୋଷିତ ଗୁରୁ ରାମ ରହିମ୍‌

୪୦ ଦିିନିଆ ପାରୋଲରେ ଜେଲରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍। ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ ହେବାକୁ ଥିବା ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ସେ ଜେଲରୁ ପାରୋଲରେ ଛାଡ଼ ପାଇଛନ୍ତି। ଆଜି ସକାଳେ କଡ଼ା ସୁରକ୍ଷା ମଧ୍ୟରେ ସେ ବାଗପାଟ…

ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ ବାଇଡେନ, କହିଲେ ବିଶ୍ୱ ପାଇଁ ଏକ ବଡ଼ ବିପଦ

ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ। ପ୍ରଥମ ଥର ପାଇଁ ପାକିସ୍ତାନ ବିରୋଧରେ ଆମେରିକାର ଅତି ସଂଗୀନ ଅଭିଯୋଗ ଆଣିଛି। ବିଶ୍ୱରେ ବିପଜ୍ଜନକ ରାଷ୍ଟ୍ରଗୁଡ଼ିକ…

ଗ୍ରାହକଙ୍କ ଠାରୁ ଋଣ ଅସୁଲ କରିପାରିଲେନି, ଆତ୍ମହତ୍ୟା କଲେ ବ୍ୟାଙ୍କ ମ୍ୟାନେଜର ।

ଆନ୍ଧ୍ରପ୍ରଦେଶ  : କାକିନାଡା ଜିଲ୍ଲା ୟନମ୍ ପଡାବଲା ଗଳିରେ ରହୁଥିବା ୟୁକୋ ବ୍ୟାଙ୍କ ମ୍ୟାନେଜର ସାଇ ରତ୍ନ ଶ୍ରୀକାନ୍ତ ଆତ୍ମହତ୍ୟା କରିଛନ୍ତି । ଶ୍ରୀକାନ୍ତ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ଭଡା ଘରେ ଖୁସିରେ ରହୁଥିଲେ । ହେଲେ କାଳ ହେଲା ଗ୍ରାହକଙ୍କୁ ଋଣ ଦେବା । ଶ୍ରୀକାନ୍ତ ତାଙ୍କ…