ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମତିଥି ପାଳନ ଅବସରରେ ଓଡ଼ିଶା ମୋ ପରିବାର ଭୁବନେଶ୍ୱର ଉତ୍ତର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱ ରେ ସାମାଜିକ କାର୍ଯ୍ୟକ୍ରମ ସ୍ୱରୂପ ୧୫୦ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ସ୍ଥାନୀୟ ତାରିଣୀ ମନ୍ଦିର ପରିସରରେ ” ଅନ୍ନଦାନ ” କରାଯାଇଥିଲା ଓ ତାରିଣୀ ମନ୍ଦିର ପରିସର ସହିତ ପ୍ରଭୂଜୀ ଇଂରାଜୀ ମିଡିୟମ୍ ସ୍କୁଲ ସାମ୍ନାରେ ଥିବା ପାର୍କରେ “ବୀର ସୁରେନ୍ଦ୍ର ସାଏଙ୍କ” ପ୍ରତିମୂର୍ତ୍ତିକୁ ସଫେଇ କରିବା ସହିତ ୧୦ରୁ ଉର୍ଦ୍ଧ୍ବ ଔଷଧିୟ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚ୍ଛାତ୍ର ବିଜେଡି ରାଜ୍ୟ ସହ ସମ୍ପାଦକ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ଜିଲ୍ଲା ଛାତ୍ର ସମ୍ପାଦକ ଶ୍ରୀ ସର୍ବଜିତ୍ ସାହୁ, ଯୁବନେତା ବିଭୁଦୂତ ରଥ, ଦୀନବନ୍ଧୁ ପତି, ଅନନ୍ତ ରେଡ୍ଡୀ, ସାମ୍ବାଦିକ କମଳାକାନ୍ତ ରାଉତ ରାୟ , ସରୋଜ ରାଉତ , ଦୀପକ ନାୟକ, ନରେନ୍ଦ୍ର ବିଶ୍ଵାଳ , ସୋମବ୍ରତ , ଯୁବ ବିଜେଡି ନେତା ଅକ୍ଷୟ ସ୍ୱାଇଁ, ଲୋକେଶ କୁମାର, ବିନୋଦ କୁମାର ସାହୁ, ଆଡଭୋକେଟ ଅନୁପମ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଶିବାନନ୍ଦ ତାଡ଼, ତପନ ମହାନ୍ତି , ମୁନା, ଟୁଲୁ ଓ ୩୦ରୁ ଉର୍ଦ୍ଧ୍ବ ଯୁବ ଛାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ବୋଲି ଡଃ ପ୍ରକାଶ ତ୍ରିପାଠୀ ଜଣେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Comments are closed.