ନାବାଳିକାର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ

ସାଲେପୁର ଏହି ଥାନା ଅନ୍ତର୍ଗତ ତିଳଦା ଗ୍ରାମର ଜଣେ ଯୁବକ ସାଲେପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ପ୍ରେମ ଫାଶରେ ଫସାଇ ନାବାଳିକାର ଅସିଳ ଭିଡ଼ିଓ ମୋବାଇଲରେ ଉତ୍ତୋଳନ କରି ତାକୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଥିଲା।ଘଟଣା ସଂର୍ପକରେ ନାବାଳିକା ର ପରିବାରର ଲୋକେ ଜାଣିବାପରେ ଏନେଇ ଆଜି ନାବାଳିକା ଜଣଙ୍କ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ସାଲେପୁର ପୁଲିସ ଅଭିଯୋଗକୂ ଗ୍ରହଣ କରି ସାଲେପୁର ଥାନାରେ ୩୨୯/୨୨ରେ ମାମଲା ରୁଜୁକରି ଭିଡ଼ିଓ ଭାଇରାଲ କରିଥିବା ଯୁବକକୁ ଗିରଫ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

Comments are closed.