ପାଟକୁରା ନିର୍ବାଚନ ମଣ୍ଡଳୀର ୭ କଲେଜରେ ବିଜେପିର ଭୋଟର ସଚେତନତା ମହାଅଭିଯାନ ଆରମ୍ଭ
ପାଟକୁରା: ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଉଥିବା ଭୋଟର ଲିଷ୍ଟ ରେ ନୂଆ ବା ପ୍ରଥମ ଥର ମତଦାନ କରିବାକୁ ଯାଉଥିବା ଯୁବ ଭୋଟର ମାନଙ୍କ ନାମକୁ ସାମିଲ କରିବା ପାଇଁ ବିଜେପି ପକ୍ଷରୁ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକର ୭ ଟି ଶିକ୍ଷାନୁଷ୍ଠାନରେ ଭୋଟର ସଚେତନତା ମହାଅଭିଯାନ…