ବିଶ୍ବକର୍ମା ପୂଜା ପାଇଁ ଗାଡ଼ି ଧୋଇବାକୁ ଯାଇଥିଲେ; କେନାଲରେ ବୁଡ଼ି ଜଣେ ମୃତ, ୨ ଗୁରୁତର
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଶ୍ବକର୍ମା ପୂଜା ପାଇଁ ଗାଡ଼ି ଧୋଇବାକୁ ଯାଇଥିବା ବେଳେ କେନାଲରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଧର୍ମଗଡ଼ର ହରମନ ନାଏକ (୧୫ବର୍ଷ)। ପ୍ରକାଶ ଯେ,…