ଓଡ଼ିଶାରେ ବିଜେଡ଼ି ଗଣତନ୍ତ୍ରକୁ ଗୁରୁତ୍ଵ ଦେଉନାହିଁ, ଜନପ୍ରତିନିଧିଙ୍କର କୌଣସି ଗୁରୁତ୍ଵ ରହୁ ନାହିଁ : ଲେଖାଶ୍ରୀ
ଭୁବନେଶ୍ବର: ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ହୋଇଛି। ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଆଉଟ୍ ସୋର୍ସିଂ କରି ନିଜ ବ୍ୟକ୍ତିଗତ ସଚିବଙ୍କୁ ଚାରିଆଡ଼େ ବୁଲାଇବାର ପ୍ରହସନ ଚଳାଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡ଼ିଶାରେ ବିଜେଡ଼ି…