AIIMSର ବଡ଼ ଘୋଷଣା: ରୋଗୀଙ୍କ ଫୁସଫୁସ ପ୍ରତିରୋପଣ କରାଯିବ ମାଗଣାରେ

ନୂଆଦିଲ୍ଲୀ: ଆଜିର ସମୟରେ ଫୁସଫୁସ କ୍ୟାନସର ଏକ ଭୟଙ୍କର ରୋଗ । ପ୍ରତିବର୍ଷ ଏହି ରୋଗରେ ହଜାର ହଜାର ରୋଗୀ ମୃତ୍ୟୁବରଣ କରୁଛନ୍ତି । ଅନେକ ଲୋକ ଏଥିରେ ସଂକ୍ରମିତ ହୋଇ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ତେବେ ସବୁଠାରୁ ମୁସ୍କିଲ କାର୍ଯ୍ୟ ହେଉଛି ଫୁସଫୁସ ପ୍ରତିରୋପଣ । ଏହା ଅଧିକ…

ଚଳିତ ବର୍ଷ ହିନ୍ଦି ଭାଷାରେ ହେବ MBBS ପାଠପଢ଼ା: କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା,

ନୂଆଦିଲ୍ଲୀ: ନିଟ୍ ୟୁଜି କାଉନସେଲିଂ ପୂର୍ବରୁ ମେଡିକାଲ ଆଡମିସନ କରିବାକୁ ଅପେକ୍ଷା କରି ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବର୍ଷ ନିଟ୍ ଜରିଆରେ ଏମବିବିଏସ ପାଠପଢ଼ା ହିନ୍ଦି ଭାଷାରେ ଆରମ୍ଭ ହେବ । ଗୃହମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି । ଗୁଜରାଟର…

ନମସ୍ତେ ମା’ ଶୈଳପୁତ୍ରୀ

ନମସ୍ତେ ମା' ଶୈଳପୁତ୍ରୀ ହିମବନ୍ତ ଜେମା l ବାଞ୍ଛା ଫଳ ପ୍ରଦାୟିନୀ ତ୍ରି ନେତ୍ର ଚନ୍ଦ୍ରମା ll ବୃଷଭ ବାହନୀ ମା'ଲୋ ତ୍ରିଶୂଳ ଧାରିଣୀ l କରୁଣାମୟୀ ମାଆ ତୁ ଜୟ ନାରାୟଣୀ ll ନାନାଳଙ୍କାର ଭୂଷିତେ ମସ୍ତକେ କିରୀଟ l ସିନ୍ଦୁରର ବିନ୍ଦୁ ଶୋଭେ ଉନ୍ନତ ଲଲାଟ ll ପିତାମ୍ବରୀ କାନ୍ତେ ଶାନ୍ତେ…

ନବରାତ୍ର ଓ ନବଦୁର୍ଗା

ଭାରତବର୍ଷରେ ସାଧାରଣତଃ ଦୁଇ ପ୍ରକାର ଦୁର୍ଗା ପୂଜାର ପ୍ରଚଳନଅଛି l ଗୋଟିଏ ଶାରଦୀୟ ଏବଂ ଅନ୍ୟଟି ବାସନ୍ତିକ l ଆଶ୍ୱିନଶୁକ୍ଳ ଏବଂ ଚୈତ୍ରଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ଏ ପୂଜାର ଅଂଶ ଵିଶେଷ ସ୍ୱରୂପେ ନବରାତ୍ର ପାଳନ ହୋଇଥାଏ l ଏହି ନବ ରାତ୍ର ନଅ ଦିନରେ ମାଆ ଦୁର୍ଗାଙ୍କ ନଅ ରୂପ…

ନମସ୍ତେ ବ୍ରହ୍ମଚାରିଣୀ

ନମସ୍ତେ ବ୍ରହ୍ମଚାରିଣୀ ବ୍ରହ୍ମାନନ୍ଦ ମୟୀ l ସମ୍ଭ୍ରମେ ନମଇଁ ମାଆ ବ୍ରହ୍ମଜ୍ଞାନଦାୟୀ ll ଶୁଭ୍ର ବସ୍ତ୍ର ପରିହିତେ ସହାସ୍ୟ ଵଦନୀ l ମହାଦେବୀ ନମସ୍ତୁତେ ଜଗତ ଜନନୀ ll ବାମହସ୍ତେ ଜପାମାଳା ଦକ୍ଷେ କମଣ୍ଡଳୁ l କଲ୍ୟାଣମୟୀ ଜନନୀ ଜଗତ ପ୍ରପାଳୁ ll ଜ୍ୟୋତିର୍ମୟବ୍ରହ୍ମ ମାତ ତୁହି…

ନବଦୁର୍ଗା ସ୍ତୁତି

ସର୍ବ ମଙ୍ଗଳ କାରୀଣୀ ଅମ୍ବିକେ ଶଙ୍କରୀ l ସର୍ବାର୍ଥସାଧିକେ ମାତ ଦେବୀ ମାହେଶ୍ୱରୀ ll ଅମ୍ବା,ଉମା,ନାରାୟଣୀ,ଗୌରୀ,ହୈମବତି l ନବ ରାତ୍ରରେ କରେ ମା ନବ ଦୁର୍ଗା ସ୍ତୁତି ll ପ୍ରଥମେ ବନ୍ଦିଲି ମୁହିଁ ମାତା ଶୈଳପୁତ୍ରୀ l ହିମାଳୟ ଗିରି ରାଜ ମେନାଙ୍କ ଦୁହିତ୍ରୀ ll ଦ୍ୱିତୀୟେ ବନ୍ଦନା…

ମାଆ ବିନ୍ଧ୍ୟବାସିନୀ

ମାଆ ବିନ୍ଧ୍ୟ ବାସିନୀ, ଯୋଗମାୟା, ଆଦ୍ୟା ଶକ୍ତି ମା'ଦୁର୍ଗାଙ୍କର ଏକ ସ୍ୱରୂପ l ତାଙ୍କୁ ଆଦି ପରାଶକ୍ତି ଭାବେ ଧ୍ୟାନ କରାଯାଏ l ମାଆଙ୍କ ମନ୍ଦିର ଉତ୍ତର ପ୍ରଦେଶର ମିର୍ଜାପୁରଠାରୁ ଆଠକିଲୋମିଟର ଦୂର ଗଙ୍ଗା ନଦୀ କୂଳରେ ବିନ୍ଧ୍ୟ ପର୍ବତମାଳା ଉପରେ ଅବସ୍ଥିତ l ବିନ୍ଧ୍ୟବାସିନୀ…

ନମସ୍ତେ ମା’ ଚନ୍ଦ୍ରଘଣ୍ଟା

ନମସ୍ତେ ମା' ଚନ୍ଦ୍ରଘଣ୍ଟା ଶାର୍ଦ୍ଦୁଳ ବାହନୀ l ଚଉଦବ୍ରହ୍ମାଣ୍ଡେ ଶୁଭେ ଦିବ୍ୟ ଘଣ୍ଟାଧ୍ୱନୀ ll ମହିଷା ନିଧନେ ମାତ ହେଲୁ ଆବିର୍ଭୁତା l ଦେବଗଣ ଅସ୍ତ୍ରଶସ୍ତ୍ରେ କଲେ ବିଭୂଷିତା ll ସୁର ପତି ଇନ୍ଦ୍ର ପ୍ରଦାନିଲେ ଦିବ୍ୟ ଘଣ୍ଟା l ଘୋଷିବାକୁ ବ୍ରହ୍ମାଣ୍ଡରେ ବ୍ରହ୍ମଜ୍ଞାନ କଥା ll ସେ…

ପୂର୍ବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଜୟଚଣ୍ଡୀ

ଯାଜପୁର ଜିଲ୍ଲାର ପୂର୍ବ ଦିଗରେ ଶେଷ ପଞ୍ଚାୟତ କୟାଁ l କୟାଁ ସୀମାକୁ ପୂର୍ବପଟେ ସାଳନ୍ଦୀ ନଦୀ l ଉତ୍ତର ପଟେ ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି l ଏ ନଦୀ ସବୁ ପାରି ହେଲେ ସେପଟକୁ ଭଦ୍ରକ ଜିଲ୍ଲା l ଏହା ଏକ ବିସ୍ତୃତ ଅଞ୍ଚଳ l ଚୋଉ ଦିଗରେ ବଡ଼ ବଡ଼ ଦିଗନ୍ତ ବିସ୍ତାରୀ ଭେଡ଼ା l ଏହି ଭେଡ଼ା…

‘ପ୍ରତି ଅଢେଇ ଘଣ୍ଟାରେ ଜଣେ ପ୍ରେମୀଯୁଗଳ ଘରୁ ପଳାଇଯାଉଛନ୍ତି’ ଆଶ୍ଚର୍ଯ୍ୟ କରିଦେବ ତଥ୍ୟ

ପାଟନା: ‘ମତେ ଘରୁ ସିଏ ଭଗେଇକି ନେଇନାହାନ୍ତି, ମୁଁ ନିଜେ ତାଙ୍କ ସହ ପଳାଇ ଆସିଛି.. ପରିବାର ସଦସ୍ୟଙ୍କୁ ଅନୁରୋଧ ଯେ ନିଜ ଶକ୍ତିର ଦୁରୁପଯୋଗ କର ନାହିଁ ‘, ଏହା ହେଉଛି ବିହାରର ବେତିଆର ଜଣେ ଯୁବତୀ ମଧୁବାଲା କୁମାରିଙ୍କ ଭିଡ଼ିଓର ଛୋଟ ଅନୁରୋଧ | ନିକଟରେ ସେ ତାଙ୍କ ପ୍ରେମିକଙ୍କ ସହ ପଳାଇ…