ଇରାନକୁ ଟ୍ରମ୍ପଙ୍କ ଶେଷ ଚେତାବନୀ, ୪୮ ଘଣ୍ଟା ପରେ ବର୍ଷିବ ନିଆଁ
ନୂଆଦିଲ୍ଲୀ : ଇରାନକୁ ଶେଷ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହର୍ମୁଜ ପ୍ରଣାଳୀ ଉପରୁ ଅବରୋଧ ନ ହଟାଇଲେ ୪୮ ଘଣ୍ଟା ମଧ୍ୟରେ ଇରାନ ଉପରେ 'ନର୍କର ବର୍ଷା' ହେବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି ।
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ…